ଅମୀର ଖାଁଙ୍କ ଝିଅ ନିଜ ପ୍ରେମ ସମ୍ପର୍କରେ ଲଗାଇଲେ ମୋହର,ଫିଟନେସ ଟ୍ରେନରଙ୍କ ସହ ସମ୍ପର୍କରେ ଅଛନ୍ତି ଇରା ଖାନ୍,ସାମ୍ନାକୁ ଆସିଲା ଫଟୋ

ହିନ୍ଦୀ ସିନେମାରେ ଜଣାଶୁଣା ଅଭିନେତା ଅମିର ଖାନ୍ ଙ୍କର ଝିଅ ଇରା ଖାନ୍ ଲଗାତାର ସୋସିଆଲ ମିଡିଆରେ ଚର୍ଚ୍ଚିତ|ସେ କେତେବେଳେ ନିଜ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ଥିଲାବେଳେ ଏବେ ତାଙ୍କ ବାପା ଅମିର ଖାନଙ୍କ ଫିଟନେସ କୋଚ ସହ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି|

କହିରଖେ ଯେ ବହୁ ଲମ୍ବା ସମୟ ପର୍ଯ୍ୟନ୍ତ ସଦାବେଳେ ଏହି ଖବର ଆସୁଛି ଯେ ଇରା ଖାନ୍ ନିଜର ବାପା ଅମିର ଖାନଙ୍କ ଫିଟନେସ ଟ୍ରେନର ନୁପୁର ଶିକାରେ ସହ ସମ୍ପର୍କରେ ଅଛନ୍ତି|ଦୁହିଁଙ୍କ ଏପର୍ଯ୍ୟନ୍ତ ଏକାସାଥୀରେ ବହୁ ଫଟୋ ଭାଇରାଲ ହେଇଛି, ଯେଉଁଥିରେ ଦୁହେଁ ଖାସ ବଣ୍ଡିଙ୍ଗରେ ସଫାସଫା ଦେଖିବାକୁ ମିଳିଛି|କିନ୍ତୁ ଏହାକୁ ଦୁହେଁ କନଫର୍ମ କରୁନଥିଲେ କିନ୍ତୁ ଏବେ ଇରା ଏଥିରେ ମୋହର ଲଗାଇଛନ୍ତି|

ଏବେ ଅମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ନୁପୁର ଓ ନିଜ ସହ ହେଉଥିବା ଚର୍ଚ୍ଚାରେ ଵିରାମ ଦେଇଛନ୍ତି|ସେ କହିଛନ୍ତି ଯେ ମୁଁ ସମ୍ପର୍କରେ ଅଛି|ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ବହୁ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହିଁଙ୍କ ବଣ୍ଡିଙ୍ଗ ଵହୁ ମଜବୁତ୍ ଓ କପଲ ଭଳି ନଜରରେ ଆସୁଛି|

ଇରା କାଲି ବିତିଥିବା ପ୍ରୋମିଜ ଡେ ସୁଯୋଗ କ୍ରମେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ନୁପୁର ସହ ବହୁତ ରୋମାଣ୍ଟିକ ଫଟୋ ଛାଡିଛନ୍ତି|ଏଥିରେ ସେ ଲେଖିଛନ୍ତି ତୁମ ସହିତ ଓ ତୁମ ପାଇଁ ପ୍ରତିଶ୍ରୁତି ସମାନ|ଏହି ଫଟୋରେ ଦୁହେଁ ଖୁସିଥିବା ଜଣା ପଡ଼ୁଛି|

ସଜ ମୋଟ୍ ୫ଟି ଫଟୋ ଛାଡିଛନ୍ତି|ଗୋଟିଏ ଫଟୋରେ ଦୁହେଁ ଦୁହିଁଙ୍କୁ ଦେଖିକି ହସୁଥିଲା ବେଳେ, ଅନ୍ୟ ଫଟୋରେ ଦୁହେଁ ଦୁହିଁଙ୍କ ପାଖାପାଖି ହୋଇ ଜଣେ ଜଣଙ୍କ ଆଖିକୁ ଚାହୁଁଛନ୍ତି|ଅନ୍ୟ ଏକ ଫଟୋରେ ସେ ଶାଢ଼ୀ ପିନ୍ଧିଥିଲା ବେଳେ ନୁପୁର ପାଇଜାମାରେ ଫଟୋ ଛାଡିଛନ୍ତି|ଅନ୍ୟ ଏକ ଫଟୋରେ ଦୁହେଁ ସବୁଜ ପଡିଆରେ ଚଉକିରେ ବସିକି ଜଣେ ଅନ୍ୟର ହାତକୁ ଧରାଧରି ହୋଇ ମଜା ନେଉଛନ୍ତି|

କହିରଖେ ଯେ ଇରା ଓ ନୁପୁର ସମ୍ପର୍କ ଖବର ଅକ୍ଟୋବର ୨୦୨୦ ଠାରୁ ଲାଗି ରହିଥିଲା|କୁହାଯାଉଥିଲା ସେ ଏକ ନୁପୁର ନାମକ ଟାଟୁ ମଧ୍ୟ କରିଛନ୍ତି|ଏହାପରେ ଦିୱଲୀରେ ସେମାନେ ସାମ୍ନାକୁ ଆସିଥିଲେ|ଏହାପରେ ଅମିରଙ୍କ ୧୫ତମ ବିବାହ ବାର୍ଷିକୀ ଅବସରରେ ଦୁହେଁ ମହଜ୍ଜୁଦ ଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *