ନୂଆବର୍ଷ ପାଳନ କରିବା ଅବସରରେ ୧୬ ବର୍ଷର ଝିଅକୁ ଡାକି ଦୁ-ଷ୍କ-ର୍ମ କଲା ଶିକ୍ଷକ । ଦେଢ଼ ମାସ ପର୍ଯ୍ୟନ୍ତ ଝିଅଟି ସହିତ ବ-ଳା-ତ୍କା-ର କଲା,ଆଉ ତା ପରେ …

ଛାତ୍ର ଓ ଶିକ୍ଷକଙ୍କ ସମ୍ପର୍କକୁ ପବିତ୍ର ମାନାଯାଇଥାଏ । ଗୋଟିଏ ଶିକ୍ଷକର କର୍ତ୍ତବ୍ୟ ହୋଇଥାଏ କି, ସେ ଛାତ୍ରର ମାର୍ଗଦର୍ଶକ ଓ ଭବିଷ୍ୟ ଉଜ୍ବଳ କରୁ । କିନ୍ତୁ ମଧ୍ୟପ୍ରଦେଶର ଭୋପାଳରେ ଏକ ଶିକ୍ଷକ ଏହି ସମ୍ପର୍କକୁ ଲ-ଜ୍ୟା-ଜ-ନ-କରେ ପରିଣତ କରିଦେଇଛି। ଛାତ୍ରୀ ଜଣକ 10 ମ କ୍ଳାସରେ ପଢ଼ନ୍ତି । ସେ ବିନୋଦ ଗୌର କୋଚିଂ ସେଣ୍ଟରରେ ପଢୁଥିଲେ । ଡିସେମ୍ବର 31 ତାରିଖରେ କୋଚିଂ ସଂଚାଳକ ବିନୋଦ 16 ବର୍ଷୀୟା ଛାତ୍ରୀ ଜଣକୁ 2021 ନୂଆବର୍ଷ ପାଳନ ପାଇଁ ଡ଼କାଇଥିଲେ । ଶିକ୍ଷକ ଜଣକ ଶିବ ନଗର ନିବାସୀ ଜଣେ ଛାତ୍ରୀଙ୍କ ସହିତ ଦୁ-ଷ୍କ-ର୍ମ କରିଥିଲା ।

ଦେଢମାସ ପର୍ଯ୍ୟନ୍ତ ଶିକ୍ଷକ ଜଣକ ଛାତ୍ରୀ ସହିତ କରିସାରିଥିଲା ଦୁ-ଷ୍କ-ର୍ମ :-

ଛାତ୍ରୀ ଯେତେବେଳେ ନିଜ ଘରେ ଏହା ଜଣାଇବାକୁ କହିଲା, ସେତେବେଳେ ତାକୁ ଜୀ-ବ-ନରୁ ମା-ରି ଦେବାପାଇଁ ଧ-ମ-କ ଦିଆଗଲା । ଏହାପରେ ବିନୋଦ ସାର ପାଖାପାଖି ଦେଢମାସ ପର୍ଯ୍ୟନ୍ତ ନିଜର ଛାତ୍ରୀ ସହ ବ-ଳା-ତ୍କା-ର କରିବାକୁ ଲାଗିଥିଲେ । ଛାତ୍ରୀ ଜଣକ କୋଚିଂ ଯିବା ସମୟରେ ଡ଼ରିବାକୁ ଲାଗିଲା ଓ ସେ କୋଚିଂ ଯିବାର ସମୟରେ ଥରୁଥିଲା । ଏହାପରେ ଛାତ୍ରୀ ଜଣକ ଚୁପଚାପ ରହିବାକୁ ଲାଗିଲା ଓ ଏହିସବୁ ଘ-ଟ-ଣା ଛାତ୍ରୀଙ୍କ ମାଆ ନୋଟିସ କରୁଥିଲେ ଓ ସେ ନିଜର ଝିଅକୁ ଏହାବିଷୟରେ ପଚାରିଲେ ଓ ଶେଷରେ ଝିଅଟି କାନ୍ଦିବାକୁ ଲାଗିଲା ଓ ନିଜର ମାଆକୁ ସବୁ ସତକଥା କହିଦେଲା ।

ଆ-ରୋ-ପୀ ଶିକ୍ଷକଙ୍କୁ ଗି-ର-ଫ କଲେ ପୋ-ଲି-ସ :-

ମାଆ ଝିଅର କଥା ଶୁଣି ଚିନ୍ତିତ ହୋଇଗଲେ ଓ ବହୁତ ଜଲଦି ପୋ-ଲି-ସକୁ ସୂଚନା ଦେଲେ । ପୋଲିସ ତୁରନ୍ତ ଏହାଉପରେ କାର୍ଯ୍ୟାନୁଷ୍ଠାନ ଜା-ରିକରି କୋଚିଂ ଶିକ୍ଷକଙ୍କୁ ଗି-ର-ଫ କରିଥିଲା। ବର୍ତ୍ତମାନ ପୋ-ଲି-ସ କୋଚିଂକୁ ଆସୁଥିବା ସମସ୍ତ ଝିଅଙ୍କୁ ପଚରାଉଚରା କରୁଛି । ଏହି ମା-ମ-ଲାରେ ଆଗକୁ ଯାଞ୍ଚ କରିବାପରେ ପୋ-ଲି-ସ ଆଗକୁ ବଢିବ ।

ଜଣାଇଦେଉଛୁ, ଏହା ପ୍ରଥମଥର ନୁହେଁ ଯେବେକି ଜଣେ ଶିକ୍ଷକ ଛାତ୍ରୀ ସହିତ ଖ-ରା-ପ ବ୍ୟବହାର କରିଛି । ଏହାପୂର୍ବରୁ ମଧ୍ୟ କେତେକ ଶିକ୍ଷକ ଛାତ୍ରୀ ମାନଙ୍କ ସହିତ ଅସଦାଚରଣ କରିଛନ୍ତି । ଏହି ମା-ମ-ଲାରେ ଷ୍ଟୁଡେଣ୍ଟ ଚୁପ ରହିବା ଆ-ରୋ-ପୀକୁ ଆହୁରି ସାହସ ଦେଇଥାଏ । ଏମିତିରେ ମାତା ପିତାଙ୍କୁ ପିଲାକୁ ସାହସ ଦେବା ଉଚିତ । ଏମିତି କିଛି ଘଟିଲେ ଏହି କଥାକୁ ପୋ-ଲି-ସ ପାଖରେ ପହଞ୍ଚାଇବା ଉଚିତ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *