ଏହି ଛୋଟ ପିଲାର ଡ୍ୟାନ୍ସ ଦେଖିଲେ ଆପଣ ଖୁସି ହୋଇଯିବେ,ଡ୍ୟାନସକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ମାଧୁରୀ ଦୀକ୍ଷିତ,ଦେଖନ୍ତୁ ଡ୍ୟାନ୍ସ ଭିଡ଼ିଓ

ବଲିଉଡରେ ନିଜର ଡ୍ୟାନ୍ସ ଓ ଅଭିନୟ ଓ ନିଜର ସୁନ୍ଦର ନଜର ଦ୍ୱାରା ପ୍ରତିଟି ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି । ସେ ଭଲ ଡ୍ୟାନ୍ସକୁ ସର୍ବଦା ପ୍ରଶଂସା କରିଥାନ୍ତି ଏମିତି ହିଁ କିଛି ହୋଇଛି ଅଭିନେତ୍ରୀଙ୍କ ସହିତ । ଟ୍ୱିଟରରେ ଏକ ଛୋଟ ପିଲାର ଡ୍ୟାନ୍ସ ଭିଡ଼ିଓ ମାଧୁରୀ ଦୀକ୍ଷିତଙ୍କୁ ଏତେ ପସନ୍ଦ ଆସିଲା ଯେ, ସେ ଏହାକୁ ଶେୟର ନକରି ରହିପାରିଲେ ନାହିଁ । ଏଥିସହ ସେ ପିଲାଟିକୁ ‘ଡ୍ୟାନ୍ସ ଦିୱାନେ 3’ କୁ ଆଣିବାପାଇଁ ଯୋଜନା କରୁଛନ୍ତି ।

ମାଧୁରୀ ଦୀକ୍ଷିତ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁ ଭିଡ଼ିଓ ମାଧ୍ୟମରେ ଏକ ଛୋଟ ପିଲାଟି ଗୋବିନ୍ଦାଙ୍କ ସୁପରହିଟ ଗୀତରେ ଶାନଦାର ଡ୍ୟାନ୍ସ କରୁଥିଲା । ଭିଡ଼ିଓକୁ ଶେୟର କରି ମାଧୁରୀ ଲେଖିଥିଲେ, ସେ ଏହି ପିଲାଟିକୁ ‘ଡ୍ୟାନ୍ସ ଦିୱାନେ 3’ କୁ ଆଣିବାକୁ ଯାଉଛନ୍ତି । ମାଧୁରୀଙ୍କ ଏହି ନିଷ୍ପତିକୁ ଫ୍ୟାନମାନେ ବହୁତ ଆଦର କରୁଛନ୍ତି ଓ ଖୁସି ମଧ୍ୟ ରହିଛନ୍ତି । ଏହାପରେ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି । ପ୍ରତ୍ୟେକଙ୍କୁ ପିଲାଟିର ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ।

ଭିଡ଼ିଓକୁ ଶେୟର କରି ମାଧୁରୀ ଲେଖିଥିଲେ, ବାଃ କି ଏନର୍ଜି, ଏହି ପିଲାଟିକୁ ମୁଁ ‘ଡ୍ୟାନ୍ସ ଦିୱାନେ 3’ ରେ ଆଣିବାକୁ ଯାଉଛି, ଯିଏକି ଆପଣଙ୍କୁ ଜଲୱା ଦେଖାଇବ । ଭିଡିଓଟିରେ ପିଲାଟି ଗୋବିନ୍ଦାଙ୍କ ହିଟ ଗୀତରେ ଅଲଗା ପ୍ରକାର ଏକ୍ସପ୍ରେସନ ଦେଇ ଡ୍ୟାନ୍ସ କରୁଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *