ଶେ-ଷ ନିଃଶ୍ୱାସ ପର୍ଯ୍ୟନ୍ତ ଜେ-ଲ-ରେ ରହିବ ‘କ-ଳ-ଙ୍କି-ନୀ ମାଆ ‘,ଝିଅକୁ ଦୁଇଖଣ୍ଡ କରି ତିନି ଦିନ ପର୍ଯ୍ୟନ୍ତ ଘରେ ରଖିଥିଲେ ଶ-ବ,ଜାଣନ୍ତୁ ପୁରା ଖ-ବ-ର

୨୦୧୮ ମସିହାରେ ଡେରାଡୁନର ସବୁଠାରୁ ଚର୍ଚ୍ଚିତ ମର୍ଡର କେ-ସ-ରେ ତିନି ବର୍ଷ ପରେ ଶୁଣାଣି ଆସିଛି|ଏଡିଜେ ଗୁରୁ ଵରଶ୍ୱ ସିଂ ଙ୍କର ଅ-ଦା-ଲ-ତ ସଉତୁଣି ଝିଅ ପ୍ରାପ୍ତି ସିଂ (୨୪)ର ହ-ତ୍ୟା-ର ଦୋ-ଷୀ ମା ମିନୁ କୈରକୁ ଆ-ଜୀ-ବ-ନ କା-ରା-ଦ-ଣ୍ଡ ନିର୍ଦ୍ଦେଶ ଦେଇଛନ୍ତି|ହ-ତ୍ୟା ପରେ ଯେଉଁଭଳି ଭାବେ ଝିଅର ଶ-ଵ ମିଳିଥିଲା ସେଥିରେ ସମସ୍ତଙ୍କୁ ଦୋହଲାଇ ଦେଇଥିଲା|

୬ ଫେବୃଆରୀ ୨୦୧୮ ରେ ପୋ-ଲି-ସ ମିନୁ କୈରକୁ ଅଂଶାରୀ ମାର୍ଗ ସ୍ଥିତ ଘରୁ ଗି-ର-ଫ କରିଥିଲା|ପୋ-ଲି-ସ ଯାଞ୍ଚ ଫଳରେ ଆସିଥିଲା ଯେ ମା ଝିଅକୁ ଦୁଇଖଣ୍ଡ କରି କା-ଟି-ଥି-ଲେ ଓ ହ-ତ୍ୟା କରି ଶ-ବ-କୁ ତିନି ଦିନ ପର୍ଯ୍ୟନ୍ତ ବାଥରୁମରେ ଲୁ-ଚା-ଇ ରଖିଥିଲେ|

ନିଜକୁ ବଞ୍ଚେଇବାକୁ ମିନୁ କୈର କୈାଣସି ପ୍ର-ମା-ଣ ଛାଡି ନଥିଲେ|ସବୁବେଳେ ମା ଝିଅ କୈାଣସି ନା କୈାଣସି କଥାକୁ ନେଇ ଝ-ଗ-ଡା କରୁଥିଲେ|୮ଫେଵୃଆରୀ ଦିନ ମିନୁ କୈର ପଟେଲ ନଗର କୈତବାଲୀରେ ଗୁମଶୁଦେଗି ଦ-ର୍ଜ କରିଥିଲେ କି ୭ ଫେବୃଆରୀ ଦିନ ସକାଳେ ଝିଅ ପ୍ରାପ୍ତିକୁ ଦିଲ୍ଲୀ ପାଇଁ ଆଇଏସବିଟିରେ ଵସରେ ବସେଇକି ଯାଇଥିଲେ|

ରାସ୍ତାରେ ଦୁଇଥର ତା ସହ କଥା ହୋଇଥିଲା, କିନ୍ତୁ ଏହା ପରେ ପ୍ରାପ୍ତି ସିଂର ବିଷୟରେ କିଛି ଜଣା ନାହିଁ|ପୋ-ଲି-ସ ଗୁମଶୁଦେଗି ଦର୍ଜ କରି ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ କଥାବାର୍ତ୍ତା ହେବାରୁ ମନୁ କୈର ସାମ୍ନାକୁ ଆସିଥିଲେ|ତାଙ୍କୁ ପଟେଲ ନଗର ଥା-ନାକୁ ନେଇ ପୋ-ଲି-ସ ପଚରାଉଚରା କରିଥିଲେ|

ତିନି ଘଣ୍ଟାର ଲମ୍ବା ପଚରାଉଚୁରା ପରେ ସେ ଭାଙ୍ଗିପଡିଲା|ଏହାପରେ ପୋ-ଲି-ସ ତାଙ୍କୁ ନେଇ ପୋ-ଲି-ସ ଘରେ ପହଞ୍ଚିଲା, ଯେଉଁଠାରେ ଵାଥରୁମର ପଛରେ ନିର୍ମିତ ଗ୍ୟାଲେରୀରେ ତାଙ୍କ ଝିଅର ଶ-ବ ଜ-ବ-ତ ହୋଇଥିଲା|ପ୍ରାପ୍ତି ସିଂର ଶ-ବ ଦୁଇ ଖଣ୍ଡ ହୋଇଥିଲା ଓ ଏଥିରେ ଚାଦର ଘୋଡାଇ ରସି ଵନ୍ଧା ଯାଇଥିଲା|

ପୋ-ଲି-ସ ଏହି ସୁଯୋଗ କ୍ରମେ ସନି ଇଟ୍,ଖୁଖରି ଛଡା ଖୁ-ନ-ରେ ସନା ତକିଆ ଆଦି ସାମାନ ଯ-ବ-ତ କରିଥିଲେ|ଯଦିଓ ୩ ଦିନ ହେଵା କାରଣରୁ କଠୋରୀରୁ ପୁରା ର-କ୍ତ ସଫା କରି ଦିଆଯାଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *