ଦୀପିକା ପାଦୁକୋନଙ୍କ ବ୍ଲାକ୍‌ ମାସ୍କ, ଦାମ୍‌ ଶୁଣିଲେ ଆପଣ ହେବେ ଚକିତ

ସାରା ବିଶ୍ବରେ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇନାହିଁ। ଏହି କାରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କରୋନାରୁ ସୁରକ୍ଷିତ ରହିବା ପାଇଁ ସର୍ବଦା ମୁହଁରେ ମାସ୍କ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି, ବଜାରରେ ମିଳୁଥିବା ମାସ୍କର ଦାମ କେତେ ରହିଥିବ? ୧୦ ଟଙ୍କା? ୫୦ ଟଙ୍କା? ୧୦୦ ଟଙ୍କା? ୫୦୦ ଟଙ୍କା? ଆପଣ ଏହାଠାରୁ ଅଧିକ ମୂଲ୍ୟର ମାସ୍କ ବ୍ୟବହାର କରିବା ପାଇଁ ଚିନ୍ତା ମଧ୍ୟ କରିଥିବେ। କିନ୍ତୁ, ବଲିଉଡ୍ ସେଲିବ୍ରିଟିମାନେ ଏହାକୁ ବ୍ୟବହାର କରୁଛନ୍ତି। ସେଲିବ୍ରିଟିମାନେ ବ୍ୟବହାର କରୁଥିବା ମାସ୍କର ଦାମ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

Google

ଦୀପିକା ପାଦୁକୋନ ଏକ କଳା ରଙ୍ଗର ମାସ୍କ ବ୍ୟବହାର କରୁଛନ୍ତି। ଏହି ମାସ୍କର ମୂଲ୍ୟକୁ ନେଇ ଏବେ ଚର୍ଚ୍ଚାର ବିଷୟ ଧରିଛି। ଦୀପିକା ପାଦୁକୋନ ଏକ ପାର୍ଟିରେ ବ୍ଲାକ କଲର ବଡିସୁଟ ସହିତ ବ୍ଲାକ ପ୍ୟାଣ୍ଟ୍ ଏବଂ ବ୍ଲାକ ମାସ୍କ ପିନ୍ଧିଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ, ଏଥିରେ ଏପରି କଣ ଖାସ କଥା ରହିଛି। ତେବେ ଦୀପିକା ପାଦୁକୋନ ପିନ୍ଧିଥିବା ମାସ୍କର ଦାମ ୧ ହଜାର କି ୨ ହଜାର ନୁହଁ ୨୫ ହଜାର ଟଙ୍କା।

ରି-ପୋ-ର୍ଟ ଅନୁସାରେ, ଦୀପିକା ପାଦୁକୋନଙ୍କ ଏହି ମାସ୍କ Louis Vuittonର ଅଟେ। ଏହି କମ୍ପାନୀ ମହଙ୍ଗା ଜିନିଷ ପାଇଁ ବେଶ୍ ଜଣାଶୁଣା। କମ୍ପାନୀର କହିବା ମୁତାବକ, ଆପଣ ଦିନସାରା ଏହି କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି ମାସ୍କକୁ ବ୍ୟବହାର କରୁଥିଲେ, ଆପଣ ଦିନସାରା ଏହି ମାସ୍କ ବ୍ୟବହାର କରିଲେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *