ପୁଣି ଜଣେ ଦଶମ ଛାତ୍ରଙ୍କ ଆ-ତ୍ମ-ହ-ତ୍ୟା : ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ ଫା-ଶୀ ଲଗାଇ କଲା ଆ-ତ୍ମ-ହ-ତ୍ୟା କରିଥିବା ସୂଚନା,ଜାଣନ୍ତୁ ପୁରା ଘ-ଟ-ଣା

ହାଇଦ୍ରାବାଦରେ ଏକ ଦୁଃଖଦ ଘ-ଟ-ଣା ସାମ୍ନାକୁ ଆସିଛି । ଘ-ଟ-ଣା-ଟି ହେଉଛି ଏକ 10ମ ଶ୍ରେଣୀ ଛାତ୍ରର ସ୍କୁଲ ‘ଫି’ ନଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଚାପ ପକାଉଥିଲେ ଓ ପିଲାଟିକୁ ସମସ୍ତଙ୍କ ଆଗରେ ଛୋଟ ଅନୁଭବ କରାଉଥିଲେ।

ଏଏନଆଇ ଖ-ବ-ର ମୁତାବିକ, ଛାତ୍ର ଜଣକ ହାଇଦ୍ରାବାଦର ନେରମଡେଟ ଅଞ୍ଚଳର ଏକ ପ୍ରାଇଭେଟ ସ୍କୁଲର 10ମ ଶ୍ରେଣୀର ଛାତ୍ର ଅଟେ । କିନ୍ତୁ ସ୍କୁଲର ଲୋକମାନେ ଫିସ ଦେବାପାଇଁ ଲଗାତାର ପିଲାଟି ଉପରେ ଚାପ ବନାଉଥିଲେ ଏବଂ ତାଙ୍କୁ ସ୍କୁଲରୁ ବାହାର କରିଦେବେ ବୋଲି ଧ-ମ-କ ମଧ୍ୟ ଦେଉଥିଲେ ।

Google

ସ୍କୁଲ ଦ୍ୱାରା ଏହି ପ୍ରତାଡ଼ନାକୁ ଆଉ ସହ୍ୟ କରିନପାରି 16 ବର୍ଷୀୟ ଛାତ୍ର ନିଜ ଘରେ ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଦେଇଥିଲେ । ପୋ-ଲି-ସ ମୁତାବିକ, ଲକଡାଉନରେ ମୃ-ତ-କ-ଙ୍କ ମାତା-ପିତାଙ୍କ ରୋଜଗାର ଚାଲିଯାଇଥିଲା ଯେଉଁଥିପାଇଁ ସେମାନେ ଆର୍ଥିକ ସମସ୍ୟାରେ ଗତି କରୁଥିଲେ।

ସ୍କୁଲ ଫି 35 ହଜାର ଟଙ୍କା ଥିଲା, ଯେମିତି ସେମିତି କରି ମାତା-ପିତା 15 ହଜାର ଟଙ୍କା ଭରିଦେଇଥିଲେ । ବାକି ଫିସ ଫେବୃଆରୀ 20 ତାରିଖରେ ଦେବାକୁ ତୟ ଥିଲା । ସ୍କୁଲ ପ୍ରବନ୍ଧନ ଏଥିରେ ଖୁସିନଥିଲେ ଓ ସେ ପିଲାଟିକୁ ପଢିବାରୁ ବଞ୍ଚିତ କରିଦେଇଥିଲେ ।

ପୋ-ଲି-ସ କୁ ଘ-ଟ-ଣା ସ୍ଥଳରୁ କୌଣସି ସୁଇସାଇଡ଼ ନୋଟ ମିଳିନାହିଁ । କିନ୍ତୁ ଏବେ ମା-ମ-ଲା-ର ଯାଞ୍ଚ କରାଯାଉଛି । ଶ-ବ-କୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଯାଇଛି । ସିଆରପିସି ଧାରା 174 ଅନ୍ତର୍ଗତ ମା-ମ-ଲା ରୁ-ଜୁ କରାଯାଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *