ଏହି ମହିଳା ପିସିଏସ ଅଧିକାରୀ ଜଣେ ଜଜଙ୍କୁ ବାହାଘର ହେବାପାଇଁ ଯାଉଛନ୍ତି କିନ୍ତୁ ବାହାଘର ପରେ ମହିଳା ଶାଶୁ ଘର ପରିବେର୍ତ୍ତେ ଜେ-ଲକୁ ଯିବେ,ଜାଣନ୍ତୁ କଣ ରହିଛି ଜେ-ଲ ଯିବାର ପୁରା ଘଟଣା !

ରାଜସ୍ଥାନ ର ଜୟପୁର ସହରରେ ଏକ ଅଦ୍ଭୁତ ବିବାହ ହେବାକୁ ଯାଉଛି । ଏଠାରେ ଏକ ପସିଏସ ଅଧିକାରୀ ଏକ ଜଜଙ୍କ ସହିତ ବିବାହ କରିଛନ୍ତି କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହା ହେଉଛି କି, ସେ ବିବାହ କରିବାପରେ ଶାଶୁଘର ଯିବା ବଦଳରେ ଜେ-ଲ ଚାଲିଯାଇଥିଲେ । ଚାଲନ୍ତୁ ବିସ୍ତାର ରୂପରେ ତାଙ୍କ ବିଷୟରେ ଜାଣିବା ।

ଜୟପୁର ଜିଲ୍ଲାର ଚୌମୁ ର ଚିଥାବଡ଼ି ଗ୍ରାମରେ ରହୁଥିବା ପିଙ୍କି ମିଣା ଏକ ପିସିଏସ ଅଧିକାରୀ ଅଟନ୍ତି । ତାଙ୍କ ପିତା ଜଣେ କୃଷକ ଅଟନ୍ତି । ପିଙ୍କି ପ୍ରଥମ ଚେଷ୍ଟାରେ ପିସିଏସ ପରୀକ୍ଷା ପାସ କରିଛନ୍ତି । 2016 ରେ ସେ ପରୀକ୍ଷାରେ ସଫଳ ହୋଇ ତାଙ୍କର ପୋଷ୍ଟିଂ ହୋଇଥିଲା ।

ମହିଳାଙ୍କ ପ୍ରେରଣା ପିଙ୍କି ମିଣାଙ୍କ ଚରିତ୍ର ଉପରେ ଏକ ଦାଗ ଲାଗିଛି । ଜାନୁଆରୀ 13 ତାରିଖରେ ସେ ହାଇୱେ ନିର୍ମାଣ କରୁଥିବା କମ୍ପାନୀ ଠାରୁ 10 ଲକ୍ଷ ଟଙ୍କାର ଲା-ଞ୍ଚ ମାଗି ଫ-ସି-ଯା-ଇ-ଛ-ନ୍ତି । ତାଙ୍କ ସହିତ ମିତଲ ମଧ୍ୟ ଗି-ର-ଫ ହୋଇଛନ୍ତି।ମିତଲ 5 ଲକ୍ଷ ଟଙ୍କା ଲା-ଞ୍ଚ ମାଗିଥିଲେ ।

ପିଙ୍କି ମିଣାଙ୍କ ଉପରେ ଏହି ଅଭିଯୋଗ ଆସିଛି କି, ସେ ଦିଲ୍ଲୀ ମୁମ୍ବାଇ ହାଇୱେ ନିର୍ମାଣକାରୀଙ୍କ ଠାରୁ ଲାଞ୍ଚ ମାଗିଛନ୍ତି । ଏହି ଆ-ରୋ-ପ କାରଣରୁ ସେ ଦୀର୍ଘ 29 ଦିନ ହେବ ଜେଲରେ ରହିଛନ୍ତି । ଏହିସମୟରେ ତାଙ୍କର ବିବାହ ମଧ୍ୟ ଫସିଯାଇଛି। ସେ ଏକ ଜଜଙ୍କ ସହିତ ବିବାହ କରିବାକୁ ଯାଉଥିଲେ । ଜେ-ଲ ତାଙ୍କୁ 10 ଦିନର ଛାଡ଼ କରିଛି ।

ବିବାହର ପାଞ୍ଚ ଦିନପରେ ତାଙ୍କୁ ପୁଣିଥରେ ଆତ୍ମସମର୍ପଣ କରି ଜେ-ଲ ଯିବାକୁ ହେବ । ପିଙ୍କିଙ୍କ ବିବାହ ଫେବୃଆରୀ 16 ତାରିଖରେ ହେବ, 6 ଦିନ ପୂର୍ବରୁ ତାଙ୍କୁ ଜେ-ଲ-ରୁ ଛାଡି ଦିଆଯାଇଛି । ବିବାହ କରିବାପରେ 21 ତାରିଖରେ ପୁଣି ସେ ଆତ୍ମସମର୍ପଣ କରିଦେବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *