କିଏ ବୁଝାଇବା ଏହି ଝିଅକୁ : କାନ୍ଦି କାନ୍ଦି କହୁଛି – ମୋତେ ମୋ ସ୍ୱାମୀଙ୍କ ପାଖକୁ ନେଇଦିଅ…ଦେଖନ୍ତୁ ପୁରା ଭିଡ଼ିଓ

ସୋସିଆଲ ମିଡିଆରେ ଜଣେ ଝିଅର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି | ଝିଅଟି କାନ୍ଦି କାନ୍ଦି ଏଭଳି କଥା କହିଲା, ଯାହାକୁ ଶୁଣି ସବୁ ଲୋକମାନେ ଖୁବ ହସିଲେ | ଝିଅଟି କାନ୍ଦି କାନ୍ଦି ତାର ମାକୁ କହିଲା- ‘ମୋତେ ମୋ ସ୍ୱାମୀଙ୍କ ପାଖକୁ ଯିବାକୁ ପଡିବ …’ ଏତିକି ଶୁଣି ସେଠାରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ମଧ୍ୟ ହସିବାକୁ ଲାଗିଲେ | ଟ୍ୱିଟରରେ ୟୁଜର ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି |

ଭିଡିଓରେ ଦେଖାଯାଉଛି ଯେ ଛୋଟ ଝିଅଟି ମାଟି ଉପରେ ବସିଛି ଏବଂ କାନ୍ଦୁଛି | ଯେମିତି ତାର ମା କାନ୍ଦିବାର କାରଣ ପଚାରିଛନ୍ତି, ସେ କହିଛି ଯେ, ମୋତେ ମୋ ସ୍ୱାମୀଙ୍କ ପାଖକୁ ଯିବାକୁ ପଡିବ |’ ଏତିକି ଶୁଣି ମା କହିଛନ୍ତି, ‘କିଏ ତୁମ ସ୍ୱାମୀ ?’ ଯାହା ଉପରେ ସେ ମାମୁଁ କହିଛନ୍ତି | ମା ଉତ୍ତର ଦେଇଛନ୍ତି ଯେ ମାମୁଁଙ୍କ ସ୍ତ୍ରୀ ତ ମାଇଁ ହୋଇଥାନ୍ତି | ଛୋଟ ପିଲାମାନଙ୍କର ସ୍ୱାମୀ ନଥାନ୍ତି | ଏହା ପରେ ସେ ପୁଣି ଜୋରରେ କାନ୍ଦିବାକୁ ଲାଗିଥାଏ ଏବଂ ସ୍ୱାମୀଙ୍କ ପାଖକୁ ଯିବାକୁ ଜିଦ ଧରି ବସିଥାଏ |

ଟ୍ୱିଟର ୟୁଜର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ପିଲା ବି ନା … କିଏ ବୁଝାଇବ ଏମାନଙ୍କୁ…’

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଛି | ହ୍ଵାଟ୍ସଆପ,ଫେସବୁକ ଏବଂ ଟ୍ୱିଟରରେ ଅନେକ ପେଜ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ଆଜିକାଲିର ପିଲାମାନେ ଖୁବଶୀଘ୍ର ବଡ ହେବାକୁ ଚାହୁଁଛନ୍ତି |’

ସେହିପରି ଅନ୍ୟ ୟୁଜର ଲେଖିଛନ୍ତି, ‘ଛୋଟ ଝିଅଟି କାନ୍ଦି ସୋସିଆଲ ମିଡିଆରେ ସମସ୍ତଙ୍କୁ ହସାଇ ଦେଲେ | ଏହା ବହୁତ କ୍ୟୁଟ ଝିଅ ଅଟେ |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *