ସୁ-ଶା-ନ୍ତ ସିଂ ରାଜପୁତଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର

ସୁ-ଶା-ନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ମା-ମ-ଲାରେ ଏନସିବି ବୁଧବାର ଶିଘ୍ର ଚାର୍ଜସିଟ୍ ଦା-ଖ-ଲର ଖବରକୁ ଖାରଜ କରିଦେଇଛନ୍ତି| ଏଜେନ୍ସି କହିଛନ୍ତି ଯେ, ବହୁତ ଲିଙ୍କ ଏଵେ ମଧ୍ୟ ଯାଞ୍ଚ କରାଯାଉଛି|ଏନସିବି କହିଛି ଯେ, ଏହି ମା-ମ-ଲାରେ ଶିଘ୍ର ଚାର୍ଜସିଟ୍ ଦାଖଲ କରିବା ରି-ପୋ-ର୍ଟ ସତ୍ୟ ନାହିଁ|

ସୂତ୍ରରୁ ଏହି ଦାବି ଖଣ୍ଡନ କରିଛି ଯେ- ଇଡି ଏନସିଵି ସହ ନିଜର ମନି ଲଣ୍ଡ୍ରିଙ୍ଗ ଯାଞ୍ଚ ସମ୍ବନ୍ଧରେ ଏକ କ୍ଲୋଜର ରି-ପୋ-ର୍ଟ ଦା-ଖଲ କରିଛନ୍ତି| ଏବେ ମଧ୍ୟ ବହୁତ ଲିଙ୍କ ରହିଛି,ଯାହାକୁ ଯାଞ୍ଚର ଆବଶ୍ୟକତା ରହିଛି ଓ ଏଜେନ୍ସି ବ୍ୟାପକ ଇଲେକ୍ଟ୍ରୋନିକ ଡାଟା ଅଧ୍ୟୟନ କରୁଅଛି,ଯାହା ଏହି ମା-ମ-ଲାରେ ବହୁତ ଲୋକଙ୍କ ମୋବାଇଲ ଫୋନରୁ ମିଳିଛି|

ଏନସିବି ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାର ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ପୂର୍ବବର୍ଷ ସେପ୍ଟେମ୍ବରରେ ଅନ୍ୟ ବ୍ୟକ୍ତିଙ୍କ ସହ ଗି-ର-ଫ କରିଥିଲା| ସେ ଦୁଇଜଣ ଏବେ ଜା-ମି-ନ ପାଇ ଵାହାରେ ଅଛନ୍ତି|ଏହି ମା-ମ-ଲାରେ ଏନସିବି ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁର, ଦୀପିକା ପାଦ୍ୟୁକୋନ,ରକୁଲ ପ୍ରୀତ ସିଂ,କରିସ୍ମା ପ୍ରକାଶ ସହ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ|

ଏନସିବି ପୂର୍ବବର୍ଷ ଅଗଷ୍ଟ ମାସରେ ସୁଶାନ୍ତଙ୍କ କେଶ ନେଇଥିଲା| ଇଡି ରିୟା ଚକ୍ରବର୍ତ୍ତୀଙ୍କ ମିଳିଥିବା ଚାଟ୍ ସହ ଅନ୍ୟ ତଥ୍ୟ ଏନସିବିକୁ ସେୟାର କରିଥିଲେ|ଚାଟରେ ମାରିଜୁଆନା ଓ ଅନ୍ୟ ଡ୍ରଗ୍ସର ବ୍ୟବହାର ଓ ସପ୍ଲାଇକୁ ନେଇ ବଲିଉଡର ବହୁତ ନାମ ଆସିଥିଲା| ଡ୍ରଗ୍ସ ସପ୍ଲାଇଓ ଉପଭୋଗ ମା-ମ-ଲାରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଜୟନ୍ତୀ ଶାହା,ଦୀପକ ସାୱନ୍ତ,ସାମୁଏଲ ମାରାଣ୍ଡାଙ୍କ ନାମ ଆସିଥିଲା| ଯେଉଁମାନେ ତାଙ୍କ ସହ କାମ କରିଥିଲେ| ସମସ୍ତଙ୍କୁ ଆ-ରେ-ଷ୍ଟ କରାଯାଇଥିଲା ଓ ପଚରାଉଚରା ଚାଲିଥିଲା|

ଡି ଫର ଡ୍ରଗ୍ସ,ଡି ଫର ଡି କମ୍ପାନୀ,ଓ ଵି ଫର ବଲିଉଡର ସମସ୍ତ ସମ୍ପର୍କ ଯେଉଁ ପର୍ଯ୍ୟନ୍ତ ବ୍ୟାପିଛି| ଏହାର ତଥ୍ୟ ଖୁବ ଶୀଘ୍ର ସାମ୍ନାକୁ ଆସିବ| ତେଣୁ ଏନସିବିର ଚା-ର୍ଜସି-ଟ୍ ଆସିଲେ, ଏହିସବୁ ତଥ୍ୟର ଗୁମର ଖୋଲିବ| ଫିଲ୍ମରେ କାମ କରୁଥିବା ସପନର ସୈଦାଗର କିଭଳି ଡ୍ରଗ୍ସ ସୈାଦାଗର ସହ ମିଶି ସୁଶାନ୍ତଙ୍କ ଭଳି ଛୋଟ ସହରରୁ ଆସିଥିବା ମହତ୍ୱକାଙ୍କ୍ଷୀ ଯୁବକକୁ ନିଜର ଶି-କାର ବନେଇ ତାଙ୍କ ସ୍ୱପ୍ନ ସହ ଜୀ-ବ-ନକୁ ଗଳା କାଟନ୍ତି? ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ ଓ ଡ୍ରଗ୍ସର ରହସ୍ୟ ଖୋଲିବ| ତେଣୁ ଏନସିଵିର ଚା-ର୍ଜସି-ଟ୍ ପାଇଁ ଅପେକ୍ଷା ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *