ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ, ପରିବାର ଲୋକ ଏହିପରି ଭାବରେ ଯୋଗାଡ କଲେ ଟଙ୍କା,ଜାଣନ୍ତୁ ଏମିତି କେଉଁ ରୋଗ ପାଇଁ ଏତେ ଟଙ୍କାର ଇଞ୍ଜେକ୍ସନ ଦିଆଯିବ ?

ପାଞ୍ଚ ମାସର ଝିଅ ତିରା କାମତ ମୁମ୍ବାଇର ଏକ ହସ୍ପିଟାଲରେ ମୃ-ତ୍ୟୁ ସହିତ ଯୁ-ଦ୍ଧ କରୁଛି | ତାର ଜୀ-ବନ ବଞ୍ଚାଇବାକୁ ହେଲେ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ମଧ୍ୟରୁ ଗୋଟିଏ ଇଞ୍ଜେକ୍ସନ ଦେବାକୁ ପଡିବ | ଶିଶୁଟିକୁ ଏସଏମଏ-ଟାଇପ ୧ ରୋଗ ହୋଇଛି | ଏହି ରୋଗର ଚିକିତ୍ସାରେ ଆମେରିକାରୁ ଆସୁଥିବା ଇଞ୍ଜେକ୍ସନର ମୂଲ୍ୟ ୧୬ କୋଟି ଟଙ୍କା ଅଟେ | ଶିଶୁର ପରିବାର ଲୋକେ ପ୍ରାୟ ୧୦ କୋଟି ଟଙ୍କା ସୋସିଆଲ ମିଡିଆରୁ ଯୋଗାଡ଼ କରିଛନ୍ତି |

ବାସ୍ତବରେ, ତିରା କାମତର ଚିକିତ୍ସା ମୁମ୍ବାଇର ଏକ ହସ୍ପିଟାଲରେ ହେଉଛି | ତିରା ଏସଏମଏ-ଟାଇପ ୧ ରୋଗ ସହ ଲଢ଼ୁଛି | ବିଶେଷଜ୍ଞ କହିଛନ୍ତି ଯେ, ଏହି ରୋଗ କାରଣରୁ ଇଞ୍ଜେକ୍ସନ ନ ଦେବା ଦ୍ୱାରା ଶିଶୁର ଜୀ-ବନ ମାତ୍ର ୧୮ ମାସ ପର୍ଯ୍ୟନ୍ତ ହିଁ ହୋଇପାରେ, ଏହି କାରଣରୁ ଆମେରିକାରୁ ଆସୁଥିବା ଇଞ୍ଜେକ୍ସନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା |

Google

ଏହି ଇଞ୍ଜେକ୍ସନର ମୂଲ୍ୟ ୧୬ କୋଟି ଟଙ୍କା ଅଟେ | ତିରା କାମତଙ୍କ ପରିବାର ଟ୍ୱିଟରରେ ଏହି ବିଷୟରେ ଲଗତାର ଭାବରେ ସୂଚନା ମଧ୍ୟ ସେୟାର କରିଥିଲେ | ଟ୍ୱଇଟରେ ତିରାର ଫଟୋ ମଧ୍ୟ ଲଗାତାର ଭାବରେ ଅପଲୋଡ କରାଯାଇଛି | ଏହି ମାଧ୍ୟମରେ ପରିବାର ଟଙ୍କା ମଧ୍ୟ ଯୋଗାଡ଼ କରିପାରିଲେ | ଲୋକଙ୍କ ସମର୍ଥନ ମଧ୍ୟ ତିରା ଏବଂ ତାର ବାପାମା ମିହିର ଏବଂ ପ୍ରିୟଙ୍କାଙ୍କୁ ମିଳୁଛି |

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ଏହି ମା-ମ-ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ, ସେ ଆବେଦନ କରିଛନ୍ତି ଯେ, ବାହାରୁ ଆସୁଥିବା ଇଞ୍ଜେକ୍ସନ ଟ୍ୟାକ୍ସର ଛାଡ କରାଯାଉ, ଯାହାଦ୍ୱାରା ଝିଅଟିର ଚିକିତ୍ସା ହୋଇପାରିବ | ଯାହାଉପରେ ପିଏମଓ ଦ୍ୱାରା ଆକ୍ସନ ନିଆଯାଇଥିଲା ଏବଂ ଟ୍ୟାକ୍ସ (ପ୍ରାୟ ୬ କୋଟି ଟଙ୍କା) ଛାଡ କରାଯାଇଥିଲା | ଏହାର ସୂଚନା ମଧ୍ୟ ଦେବେନ୍ଦ୍ର ଫଡଣଭିସଙ୍କ ଦ୍ୱାରା ଦିଆଯାଇଥିଲା |

Google

ତିରାର ଜନ୍ମ ପାଞ୍ଚ ମାସ ପୂର୍ବରୁ ହୋଇଥିଲା | ଜନ୍ମର କିଛି ସମୟ ପରେ ତିରାକୁ ମା’ର କ୍ଷୀର ପିଇବାରେ ଅସୁବିଧା ଆରମ୍ଭ ହେଲା | ଏହା ପରେ ଡାକ୍ତରମାନେ ତାଙ୍କୁ ବିପଜ୍ଜନକ ରୋଗରେ ପୀ-ଡିତ ଥିବା ଦେଖିବାକୁ ପାଇଥିଲେ | ତାକୁ ଜାନୁଆରୀ ୧୩ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଧୀରେ ଧୀରେ ତାର ଗୋଟିଏ ଫୁସଫୁସ ମଧ୍ୟ କାମ କରିବା ବନ୍ଦ କରିଦେଲା ଏବଂ ତାକୁ ଭେଣ୍ଟିଲେଟରରେ ରଖାଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *