ମ-ଦ ପିଇ ଜଣେ ବ୍ୟକ୍ତି ପୋ-ଲି-ସ କୁ ଫୋନ କରି କହିଲା, “ମୋ ପାଇଁ ଆକାଶରୁ ତାରା ନେଇ ଆସ” । ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏମିତି କୁହାଯାଏ କି, ମ-ଦ ମୁଣ୍ଡ ଉପରେ ଚଢ଼ି କହିଥାଏ । ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବୁଝିଯିବେ । ଜଣେ ଯୁବକ ମ-ଦ ନି-ଶାରେ ଫୋନକରି ପୋ-ଲି-ସକୁ ଆକାଶରୁ ତାରା ଆଣିବା ପାଇଁ କହିଲା, ଏହାଶୁଣି ପୋ-ଲି-ସ ଆଚମ୍ବିତ ହୋଇଗଲା । ଆଇପିଏସ ଅଫିସର ପଙ୍କଜ ଜୈନ ଏହି ଭିଡ଼ିଓ ଉପରେ ମଜାଦାର ରିଆକ୍ସନ ଦେଇଛନ୍ତି । ସୋସିଆଲ ମିଡ଼ିଆରେ ଭିଡ଼ିଓ ବହୁତ ଜୋରରେ ଭା-ଇ-ରା-ଲ ହେଉଛି ।

ଭିଡ଼ିଓ ରେ ଦେଖିବାକୁ ମିଳୁଛି କି, ବ୍ୟକ୍ତି ଜଣକ ମ-ଦ ନି-ଶାରେ ଛିଡ଼ା ହୋଇ ପୋ-ଲି-ସ ସହିତ କଥାବାର୍ତ୍ତା ହେଉଛି । ସେ କହୁଛି, ଏହି ତାରାକୁ କାଢିଦିଅ କାରଣ ଏହା ସବୁଠାରୁ ଅଲଗା ଦିଶୁଛି। ଏହି ତାରା ଅଧଘଣ୍ଟା ପୁର୍ବରୁ ଲିଭିଯାଇଥିଲା ବର୍ତ୍ତମାନ ପୁଣିଥରେ ଜଳିବା ଆରମ୍ଭ କରିଦେଇଛି ।

ବ୍ୟକ୍ତି ଜଣକର ଏହିପରି ମଜାକ ଦେଖି ପୋ-ଲି-ସ ମଧ୍ୟ ତା ସହ ମଜା କରିବା ଆରମ୍ଭ କରିଦେଇଛି । ପୋ-ଲି-ସ କହୁଛି, ତାରା କେମିତି ଓହ୍ଲାଇବ ? ଏହାପାଇଁ ଏକ ରଶି ଦରକାର । ଏହାର ଜବାବରେ ବ୍ୟକ୍ତି ଜଣକ କହୁଛି, ଏହି ତାରାକୁ ଯେମିତି ହେଲେ ଓହ୍ଲାଇବାକୁ ହେବ ।

ଟ୍ୱିଟରରେ ଏହି ଭିଡ଼ିଓକୁ ପାଖାପାଖି 8 ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଛି । ଏହାସହ 100 ରୁ ଅଧିକ ଲାଇକ ମଧ୍ୟ ମିଳିସାରିଛି । ଲୋକମାନେ ଭିଡ଼ିଓକୁ ବହୁତ ଫନି କହୁଛନ୍ତି ଓ ଏହାକୁ ମଜାଦାର ଲାଇକ ମଧ୍ୟ ଦେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *