ଏହି ୩ଟି ବଡ କାରଣ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ସାମିଲ କରିବା ଉଚିତ,ଜାଣନ୍ତୁ ସେ ୩ଟି କାରଣ ?

ଆଇପିଏଲ 2021 କୁ ନେଇ ନିଲାମୀ ଜୋରସୋରରେ ଆରମ୍ଭ ହୋଇଯାଇଛି । ଏବେ ଅର୍ଜୁନ ତେନ୍ଦୁଲକର ଚର୍ଚ୍ଚାକୁ ଆସିଥାନ୍ତି । ଫେବୃଆରୀ 18 ତାରିଖରୁ ଏହି ମିନି ଅକ୍ସନ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟ ନିଲାମୀକୁ ନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇଛନ୍ତି । ଏହିଥର ଫ୍ରାଞ୍ଚାଇଜ ଗୁଡ଼ିକ ଯୁବତାରକା ମାନଙ୍କ ଉପରେ ବାଜି ଲଗାଇବେ ।

ଏବେ ଆସନ୍ତୁ ଜାଣିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ବିଷୟରେ, ତାଙ୍କ ପୁଅଙ୍କ ନାଁ ହେଉଛି ଅର୍ଜୁନ ତେନ୍ଦୁଲକର ଓ ସେ କ୍ରିକେଟ ଜୀ-ବନରେ ପାଦ ମଧ୍ୟ ଦେଇସାରିଛନ୍ତି । ଦେଖିବାକୁ ବାକି ରହିଲା କେଉଁ ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ଯାଉଛନ୍ତି ।

Google

ଦଳର ବ୍ରାଣ୍ଡ ଭାଲ୍ୟୁ ବଢିବ :-

ଅର୍ଜୁନ ତେନ୍ଦୁଲକର ଏକ ଜଣାଶୁଣା କ୍ରିକେଟ ଖେଳାଳିଙ୍କ ପୁଅ ଅଟେ ଏମିତିରେ ପ୍ରଶ୍ନ ଉଠୁଛି କୌଣସି ଫ୍ରାଞ୍ଚାଇଜ ତାଙ୍କୁ ଦଳରେ କଣପାଇଁ ନେବ ? କାରଣ ଯେଉଁ ଦଳ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିବ ତାହାର ବ୍ରାଣ୍ଡ ଭାଲ୍ୟୁ ବଢିଯିବ ।

ଏବେ ଅର୍ଜୁନ ତେନ୍ଦୁଲକର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ତରଫରୁ ଦୁଇଟି ମ୍ୟାଚ ଖେଳିଥିଲେ ହେଲେ କୌଣସି ଖାଆସ ପ୍ରଦର୍ଶନ କରିପାରିନଥିଲେ । ବଡ଼ ନାମିଦାମୀ ହୋଇଥିବାରୁ ତାଙ୍କ ଉପରେ ଦଳ ବାଜି ଲଗାଇବ ।

ଏହିଥର ଯେଉଁ ଫ୍ରାଞ୍ଚାଇଜ ଅର୍ଜୁନ ତେନ୍ଦୁଲକରଙ୍କୁ ନିଜ ଦଳରେ ସାମିଲ କରିଦେବ, ସେ ନିଜର ବ୍ରାଣ୍ଡ ଭାଲ୍ୟୁ ଅତି ସହଜରେ ବଢ଼ାଇ ପାରିବ ।

ସଚିନଙ୍କ ନାମ ମଧ୍ୟ ଭବିଷ୍ୟତରେ ସେହି ଆଇପିଏଲ ଦଳ ସହିତ ଜଡିତ ହୋଇପାରେ :-

ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳୁଥିବା ଫ୍ରାଞ୍ଚାଇଜ ପ୍ରଥମତଃ ସର୍ବଦା ନିଜର ଫାଇଦା ଓ କ୍ଷତିକୁ ଦେଖି ଆସିଥାଏ । ଏମିତିରେ ସର୍ବଦା ଦେଖାଯାଇଥାଏ ଦଳ ନିଜ ସହିତ ଏମିତି ଏକ ଖେଳାଳି ଜଡିତ ରଖିବାକୁ ଚାହିଁଥାଏ| ଯେଉଁ ଖେଳାଳି ଦ୍ୱାରା ତାଙ୍କୁ ମୁକାବିଲାରେ ତ ସହାୟତା ମିଳିଥାଏ ଓ ଏହାସହ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଥାଏ ।

Google

ଏଥିରେ ଦଳ 2021 ରେ ଏକ ବ୍ରାଣ୍ଡ ନାମ ଅର୍ଜୁନ ତେନ୍ଦୁଲକରଙ୍କୁ ବାଛିବ । ଏମିତିରେ କୁହାଯାଉଛି, ଅର୍ଜୁନ ତେନ୍ଦୁଲକର ଯେଉଁ ଫ୍ରାଞ୍ଚାଇଜକୁ କିଣାହେବେ, ସଚିନ ତେନ୍ଦୁଲକର ସେହି ଦଳର ମେଣ୍ଟର କିମ୍ବା କୋଚ୍ ଭବିଷ୍ୟତରେ ହୋଇପାରନ୍ତି ।

ଭବିଷ୍ୟତରେ ଏକ ବଡ଼ ଅଲରାଉଣ୍ଡର ହୋଇପାରନ୍ତି ଅର୍ଜୁନ ତେନ୍ଦୁଲକର :-

ଅର୍ଜୁନ ତେନ୍ଦୁଲକରଙ୍କ ଖେଳ କଥା କହିବାକୁ ଗଲେ, ସେ ବର୍ତ୍ତମାନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ମୁମ୍ବାଇ ତରଫରୁ ଖେଳି କିଛି ଖାଆସ ପ୍ରଦର୍ଶନ କରିପାରିନଥିଲେ । ବର୍ତ୍ତମାନ ସେ ଯୁବକ ଅଛନ୍ତି ଓ ଆଗକୁ ଅଧିକରୁ ଅଧିକ ଖେଳିଲେ ସେ ଅଭିଜ୍ଞ ହୋଇପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *