ମୃ-ତ୍ୟୁର ଏକ ସପ୍ତାହ ପରେ ମିଳିଲା ମହିଳାଙ୍କ କ-ଟା-ମୁ-ଣ୍ଡ

ଭୁବନେଶ୍ୱର ଉପକଣ୍ଠରେ କ-ଟାମୁ-ଣ୍ଡ ମିଳିବାପରେ କମିଶନରେଟ ପୋ-ଲି-ସକୁ ବଡ ସଫଳତା ମିଳିଛି। ମୃ-ତଦେ-ହ ପଡିବାର ପ୍ରାୟ ୨ କିମି ଦୂରରେ ପୋ-ଲି-ସ ହାତରେ ସେହି ମୃ-ତଦେ-ହର କ-ଟାମୁ-ଣ୍ଡ ମିଳିଛି । ଏଥିରେ ସମ୍ପୃକ୍ତ ଥିବା ଅ-ଭି-ଯୋ-ଗରେ ପୋ-ଲି-ସ ଦୁଇଜଣ ସନ୍ଦିଗ୍ଧଙ୍କୁ ଗି-ର-ଫ କରିଛି ।

ଫେବୃଆରୀ ୪ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଦାସପୁର ରୋଡ଼ରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃ-ତ-ଦେ-ହ ଠାବ ହୋଇଥିଲା । ବର୍ତ୍ତମାନ ଆଜି ସେହି ମହିଳାଙ୍କ କଟାମୁଣ୍ଡକୁ ପୋ-ଲି-ସ ଭରତପୁରରୁ ପାଇଛି । ପୋ-ଲି-ସ ଗି-ରଫ କରିଥିବା ଦୁଇ ସନ୍ଦିଗ୍ଧକୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଥିଲା । ବର୍ତ୍ତମାନ ସେହି ଦୁଇ ସନ୍ଦିଗ୍ଧଙ୍କ ବିଷୟରେ ପୋ-ଲି-ସ ସୂଚନା ଦେଇନାହିଁ କିନ୍ତୁ ଆଶ୍ୱାସନା ଦେଇଛି କି, ଏହି ସବୁ ବିଷୟରେ ପୋ-ଲି-ସ ସାମ୍ବାଦିକଙ୍କୁ ସମସ୍ତ ତଥ୍ୟ ସମ୍ବନ୍ଧରେ ଅବଗତ କରାଇବ ।

ସୂଚନା ମୁତାବକ , ମହିଳା ଜଣକ ପାତ୍ରପଡ଼ାର ଫୁଲେଶ୍ବରୀ ବସ୍ତିରେ ରହୁଥିଲେ । ପୋ-ଲି-ସ କହିଛି ସେହି ଦୁଇ ଅ-ଭି-ଯୁ-କ୍ତଙ୍କ ମଧ୍ୟରୁ ଜଣେ ହେଉଛି ଘର ମାଲିକ । ମହିଳା ଜଣଙ୍କୁ ଏକ ଓଢଣୀ ସହାର୍ଯ୍ୟରେ ହ-ତ୍ୟା କରାଯିବାପରେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ତାଙ୍କ ବେକକୁ କା-ଟି ଭରତପୁର ରିଜର୍ଭ ଫରେଷ୍ଟ ପାଚେରୀର ଏକ ବୁଦାଳିଆ ଜାଗାରେ ଫୋପାଡ଼ି ଦିଆଯାଇଥିଲା। ମହିଳାଙ୍କୁ କଣ ପାଇଁ ହ-ତ୍ୟା କରାଗଲା ଓ ତାଙ୍କର ସେହି ଦୁଇ ଅଭିଯୁକ୍ତଙ୍କ ସହିତ ସମ୍ପର୍କ କଣ ଥିଲା ? ଏହି ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।

ପ୍ରକାଶିତ ସୂଚନା ଅନୁଯାୟୀ, ଚନ୍ଦକା-ଭରତପୁର ରୋଡ଼ରେ ଦାସପୁର ଠାରୁ ଏକ ଅଚିହ୍ନା ମହିଳାଙ୍କ ମୃ-ତ-ଦେ-ହ ମିଳିଥିଲା । ସ୍ଥାନୀୟ ଲୋକମାନେ ପୋ-ଲି-ସକୁ ଖବର ଦେବାପରେ ପୋ-ଲି-ସ ସେହି ସ୍ଥାନକୁ ଆସି ହ-ତ୍ୟାର ଅନୁସନ୍ଧାନ ଆରମ୍ଭ କରିଥିଲା । ପୋ-ଲି-ସର ତ-ଦ-ନ୍ତରୁ ସ୍ପଷ୍ଟ ହେଉଥିଲା କି, କେହି ଜଣେ ମହିଳା ଜଣକୁ ମା-ରି ଏଠାରେ ଫିଙ୍ଗିଦେଇ ଯାଇଛି ।

ଏହାପରେ ପୋ-ଲି-ସ ମହିଳାଙ୍କ ପରିଚୟ ଓ ଠିକଣା ଜାଣିବାପାଇଁ ଆଖପାଖ ଥା-ନାକୁ ସୂଚନା ଦେଇଥିଲେ । ପୋ-ଲି-ସ ତରଫରୁ ଏକ ପାଞ୍ଚ ଜଣିଆ ଟିମ ଘ-ଟ-ଣାର ତ-ଦ-ନ୍ତ ଜା-ରି ରଖିଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ଯେଉଁ ବ୍ୟକ୍ତି ମହିଳାଙ୍କ ସୂଚନା ଦେବେ ତାଙ୍କୁ ପୁରସ୍କାର ରାଶି ଘୋଷଣା କରାଯିବ ବୋଲି ପୋ-ଲି-ସ ତରଫରୁ ସୂଚନା ଦିଆଯାଇଥିଲା ।

ପୋ-ଲି-ସ ସବୁଆଡୁ ବିଫଳ ହେବାପରେ ମହିଳାଙ୍କ ପରିଚୟ ଜାଣିବାପାଇଁ NCRB ପାଖରେ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ କମିଶନରେଟ ପୋ-ଲି-ସଙ୍କ ତରଫରୁ କୁହାଯାଇଥିଲା । ପୋ-ଲି-ସ ଆଜି ଦୁଇ ଅ-ଭି-ଯୁ-କ୍ତଙ୍କୁ ଗି-ର-ଫ କରିବାପରେ ସେମାନେ ସବୁ ସତ ଓଗାଳି ଥିବା କୁହାଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *