ଆଜିଠୁ ଖୋଲିଲା ଇଞ୍ଜିନିୟରିଂ କଲେଜ, ୧୭ ରୁ ଆରମ୍ଭ ହେବ କ୍ଲାସରୁମରେ ଶିକ୍ଷାଦାନ

ସମସ୍ତ ରାଜ୍ୟରେ ଆଜିଠାରୁ ବୈଷୟିକ ଶିକ୍ଷାକେନ୍ଦ୍ର ଖୋଲିଲା। ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇଯିବ ଶିକ୍ଷାଦାନ। କରୋନା ସଂକ୍ରମଣରେ ସମସ୍ତ ରାଜ୍ୟରେ ବୈଷୟିକ ଶିକ୍ଷାକେନ୍ଦ୍ର ବନ୍ଦ ରହିଥିଲା। କିନ୍ତୁ, ଏବେ କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ରାଜ୍ୟରେ ଆରମ୍ଭ କରାଯିବ ପାଠପଢା। ରାଜ୍ୟରେ ସମସ୍ତ ଇଞ୍ଜିନିୟରିଂ,ପଲିଟେକନିକ୍,ଆଇଟିଆଇ କଲେଜ ଗୁଡିକରେ ପାଠପଢା ଆରମ୍ଭ ହେବାକୁ ଯାଉଛି। ପ୍ରଫେସନାଲ ଶିକ୍ଷାକେନ୍ଦ୍ରରେ ମଧ୍ୟ ଆରମ୍ଭ ହେବ ପାଠପଢା।

Google

କୋଭିଡ ସଂକ୍ରମଣ ପାଇଁ ସମସ୍ତ ରାଜ୍ୟରେ ଗତ ବର୍ଷ ମାର୍ଚ୍ଚ ମାସଠାରୁ ସମସ୍ତ ଶିକ୍ଷା କେନ୍ଦ୍ର ବନ୍ଦ ରହିଥିଲା। କିନ୍ତୁ, ଏବେ ରାଜ୍ୟରେ କରୋନାର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି, ଏହି କାରଣ ପାଇଁ ସମସ୍ତ ଶିକ୍ଷା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବରୁ ମଧ୍ୟ ରାଜ୍ୟରେ ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *