ନିଜ ଉପରେ ଆସିଥିବା ଆ-ରୋ-ପକୁ ନେଇ ଶେଷରେ ପାଟି ଖୋଲିଲେ ସନି ଲିଓନି,ଜାଣନ୍ତୁ କଣ କହିଲେ ?

ସନି ଲିଓନିଙ୍କୁ ପୂର୍ବ ସପ୍ତାହରେ ଥିରୁଅନନ୍ତପୁରମର ଏକ ପ୍ରାଇଭେଟ୍ ରିସୋର୍ଟରେ କେରଳ ପୋଲିସ ପଚରାଉଚରା କରିଥିଲେ| ପ୍ରକୃତରେ କୋଚିରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନି ଲିଓନି ବିରୁଦ୍ଧରେ ଧୋକାଧଡିର ଆରୋପ ଲଗାଇ ଶିକାୟତ ଦର୍ଜ କରିଥିଲେ|ଏଥିପାଇଁ ପୋଲିସ ପଚରାଉଚରା କରିଥିଲେ|

ବଲିଉଡ୍ ଅଭିନେତ୍ରୀ ସନି ଲିଓନିଙ୍କୁ ଥିରୁଅନନ୍ତପୁରମର ଏକ ପ୍ରାଇଭେଟ୍ ରିସୋର୍ଟରେ କେରଳ ପୋ-ଲି-ସ ପଚରାଉଚରା କରିଥିଲେ|ପ୍ରକୃତରେ କୋଚିରେ ଜଣେ ଇଭେଣ୍ଟ ମ୍ୟାନେଜରସୋନି ଲିଓନି ବି-ରୁ-ଦ୍ଧରେ ଧୋକାଧଡିର ଆ-ରୋ-ପ ଲଗାଇ ଶିକାୟତ ଦର୍ଜ କରିଥିଲେ|ସନି ଲିଓନ୍ ନିଜ ଉପରେ ଲାଗିଥିବା ଏହି ଆ-ରୋ-ପ ଭୁଲ କହିବା ସହ କହିଛନ୍ତି ଯେ ଅଧା ଅଧୁରା ତଥ୍ୟ ଭୟଙ୍କର | ସେ କହିଛନ୍ତି ଯେ,ସେ ସମୟରେ ପଇସାକୁ ନେଇ ଯାହା ଡିଲ ହୋଇଥିଲା,ସେଇ ଅନୁସାରେ ସେ ପଇସା ଦେଇନଥିଲେ |

କହିରଖେ ଯେ କୋଚି ଓ ଏହାର ପାଖାପାଖି କ୍ଷେତ୍ରରେ ଇଭେଣ୍ଟ କରାଉଥିବା ଆର ସିୟାସ କେରଳ ଡିଜିପି ପାଖରେ ସନି ଲିଓନି ବିରୁଦ୍ଧରେ ଶିକାୟତ ଦର୍ଜ କରିଛନ୍ତି|ଆର ସିୟାସ ଆରୋପ ଲଗାଇଛନ୍ତି ଯେ ରାଜ୍ୟରେ ହେବାକୁ ଥିବା ବହୁ ଉଦ୍ଘାଟନ ସମାରୋହରେ ଭାଗ ନେବାକୁ ପ୍ରତିଶ୍ରୁତି ଦେଇ ୨୯ ଲକ୍ଷ ଟଙ୍କା ନେଇଥିଲେ, କିନ୍ତୁ ଶେଷ ମୂହୁର୍ତ୍ତରେ ସେ ମନା କରିଦେଇଥିଲେ,ଯାହା ୨୦୧୯ରେ ବୁକ୍ କରାଯାଇଥିଲା|

ସନି ଲିଓନି କହିଛନ୍ତି ଯେ ଅଧାଅଧୁରା ତଥ୍ୟ ଭୟଙ୍କର,ଯାହାର ମିସ ରିପୋର୍ଟିଙ୍ଗ ହୋଇଥାଏ|ସେ କହିଛନ୍ତି ଜଣେ କଳାକାର ହିସାବରେ ମୋ କାମ ହେଉଛି ମୋ ପୂଜା |ଆୟୋଜକଙ୍କ ହିସାବରେ ମୁଁ ବହୁତ ଥର ମୋ ସିଡ୍ୟୁଲ ପରିବର୍ତ୍ତନ କରିଛି|ମୁଁ ତାଙ୍କୁ ବୁଝାଇଛି|କିନ୍ତୁ ତାଙ୍କ ଦ୍ଵାରା କୈାଣସି ତାରିଖ ଘୋଷଣା କରାଯାଇନଥିଲା|ଯଦି ଆପଣ କୈାଣସି କଳାକାରର ସମୟ ନିଅନ୍ତି ତେବେ କିଛି ପଇସା ଦେବାକୁ ପଡେ, କିନ୍ତୁ ସେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଟଙ୍କା ଦେଇନଥିଲେ|

ସନି ସଫେଇ ଦେଇ କହିଛନ୍ତି ଯେ ଏହା କେବେ ହୋଇ ନପାରେ ମୁଁ କୈାଣସି ଇଭେଣ୍ଟ ପାଇଁ ତାରିଖ ଦେଇ ଠିକ ସମୟରେ ନ ପହଞ୍ଚିଛି|ସନି ଲିଓନ ଇଭେଣ୍ଟ ଅର୍ଗାନାଇଜର ଉପରେ ଆ-ରୋ-ପ କରି କହିଛନ୍ତି”ସେ ମୋତେ ଠିକ ସମୟରେ ଟଙ୍କା ଦେଇନଥିଲେ,କିମ୍ବା କୈାଣସି ତାରିଖ ଘୋଷଣା କରିନଥିଲେ, ତେଣୁ ମୁଁ ନାରାଜ ହୋଇଥିଲି କାରଣ ମୋର ଅନ୍ୟ ଆଡେ ମଧ୍ୟ କାମ ରହିଥିଲା’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *