ଦେଖନ୍ତୁ ଭିଡ଼ିଓ : ମଝି ରାସ୍ତାରେ ପରସ୍ପରର ଚୁଟି ଧରି ମା-ର-ପି-ଟ ହେବାକୁ ଲାଗିଲେ ଦୁଇଟି ଝିଅ,ତା ପରେ ..

ଯେବେବି ଦୁଇ ଝିଅ ଭିତରେ ଫା-ଇ-ଟ ହୋଇଥାଏ ସେତେବେଳେ ପବ୍ଲିକକୁ ବହୁତ ବଡ଼ ମଜା ଲାଗିଥାଏ । ଯଦି ଦୁଇ ପୁଅ ଭିତରେ ସେହି ଝ-ଗ-ଡା ଲାଗିଥାଏ ତାହେଲେ କେହିବି ଏଥିରେ ଇଛା ଜତାଇନଥାନ୍ତି କିନ୍ତୁ ଉଭୟ ଝିଅ ମଧ୍ୟରେ ଝଗଡା ସମୟରେ ସମସ୍ତେ ସେଠାରେ ଉପସ୍ଥିତ ରହିଥାନ୍ତି ।

ଆଜିର ସୋସିଆଲ ମିଡ଼ିଆ ଯୁଗରେ ଲୋକମାନେ ଫଟାଫଟ ଝିଅ ମାନଙ୍କ ଲଢେଇ ଭିଡ଼ିଓ ଫଟାଫଟ ବନାଇଥାନ୍ତି । ଏମିତି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଦୁଇଟି ଝିଅ ମଧ୍ୟରେ ଚୁଟି ଧରି ଝ-ଗ-ଡା ହୋଇଥିଲା । ଏବେ ଏହି ମାରପିଟ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ଛିଣ୍ଡୱାଡ଼ା ଜିଲ୍ଲାର ଵୈଲ ବଜାରର କୁହାଯାଉଛି । ଦୁଇଦିନ ପୂର୍ବର ଘଟଣା, ଦୁଇଜଣ ଝିଅ ସ୍କୁଟିରେ ବସି କେଉଁଠିକୁ ଯାଉଥିଲେ । ସେବେ ଦୁଇଜଣଙ୍କ ସ୍କୁଟି ପରସ୍ପର ସହିତ ଧକ୍କା ଖାଇଥିଲା । ଏହି ସାଧାରଣ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗ-ଡା ଆରମ୍ଭ ହୋଇଗଲା ।

ହଠାତ ଗୋଟିଏ ଝିଅ ଅନ୍ୟକୁ ଥା-ପ-ଡ଼ ମାରିବାପରେ ଘଟଣା ଆହୁରି ଉଗ୍ର ହୋଇଗଲା । ଉଭୟ ଚୁଟି ଧରାଧରି ହୋଇ ମାରପିଟ କରିବା ଆରମ୍ଭ କରିଦେଲେ । ଗୋଟିଏ ଝିଅର ସାଙ୍ଗ ଆସି ଅନ୍ୟ ଯୁବତୀଙ୍କୁ ଅଟକାଇଥିଲା ଓ ଲୋକମାନେ ଏହାର ଭିଡ଼ିଓ ରେକର୍ଡ଼ କରିଦେଲେ ।

ଲଢେଇ ଚାଲିଥିବା ମଧ୍ୟରେ ଗା-ଳି-ଗୁ-ଲ-ଜ ହୋଇଥିଲା । ଘଟଣା ସ୍ଥଳରେ କିଛି ସଜନ ପୋଲିସକୁ ଖବର ଦେବାପରେ ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଦ୍ୱାରା କୁହାଯାଇଛି କି, ଏପର୍ଯ୍ୟନ୍ତ କୋୖଣସି ପକ୍ଷ ତରଫରୁ ଅଭି-ଯୋଗ ଆସିନାହିଁ ।

ଏହାପରେ ଯେଉଁ ବ୍ୟକ୍ତି ଏହି ଭିଡ଼ିଓ ରେକର୍ଡ଼ କରିଥିଲା ସେ ବହୁତ ଜଲଦି ଏହାକୁ ସୋସିଆଲ ମିଡ଼ିଆରେ ମଧ୍ୟ ଅପଲୋଡ଼ କରିଦେଇଥିଲା । ବହୁତ ଲୋକ ଏହି ଭିଡ଼ିଓ ଦେଖି ମଜା ନେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *