ବିବାହ ପରେ ଭିଣେଇ(ଜିଜୁ) ସହିତ ଦେଖା କରିବାକୁ ଗଲା କନ୍ୟା,ତା ପରେ ପୁଣି ଯାହା ହେଲା ସ୍ୱାମୀ ଭୟରେ ଥରି ଉଠିଲା,ଜାଣନ୍ତୁ ପୁରା ଘଟଣା

ପେପର ଓ ଟିଭିରେ ଆଗାମୀ ଦିନ ମାନଙ୍କରେ ଲୁଟେରୀ କନ୍ୟା ବିଷୟରେ ବହୁତ କିଛି ଆସୁଛି କିନ୍ତୁ ଲୋକମାନେ ସେମାନଙ୍କର କବଳରେ ଆସିଯାଉଛନ୍ତି । ଏହି ଲୋକମାନେ ବହୁତ ଇଛୁକ ଥିବା ବ୍ୟକ୍ତିକୁ ବାହା ହୋଇଥାନ୍ତି ପରେ ସେମାନଙ୍କର ଟଙ୍କା ଲୁ-ଟି ପଳାଇ ଯାଇଥାନ୍ତି । ଏବେ ଲୁ-ଟେ-ରୀ ଘଟଣା ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ରନେହ ଅଞ୍ଚଳର ଘଟଣାକୁ ନେଇଯାଅନ୍ତୁ ।

ଏଠାରେ ରନେହ ଥାନାରେ ହରଦୱାନୀରେ ରହୁଥିବା ପୁଷ୍ପେନ୍ଦ୍ରକୁ ବହୁତ ଦିନ ହେବ ବିବାହ ପାଇଁ ଝିଅ ମିଳୁନଥିଲେ। ପୁଣି ତାଙ୍କ ବିବାହ ଧନବନ୍ତରୀ ନଗର ଜବଲପୁରର ପ୍ରୀତି ଶର୍ମା ଙ୍କ ସହିତ ଠିକ ହୋଇଗଲା । ସୁନ୍ଦରୀ କନ୍ୟା ମିଳିଥିବାରୁ ପୁଷ୍ପେନ୍ଦ୍ର ବହୁତ ଖୁସି ହୋଇଗଲା । ପରେ ପୁଷ୍ପେନ୍ଦ୍ର ଓ ପ୍ରିତୀ ହିନ୍ଦୁ ରୀତିନୀତି ଅନୁସାରେ 25 ନଭେମ୍ବର 2020 ରେ ବିବାହ କଲେ ।

ଏହି ବିବାହ କଟନୀର ଏକ ମନ୍ଦିର ପାଖରେ ହୋଇଥିଲା ଯେଉଁଠାରେ କନ୍ୟା ତରଫରୁ ସୀମା ଦୁବେ, ରାଜ ଦୁବେ ଓ କୃଷ୍ନା ଦୁବେ ତିନିଜଣ ଲୋକ ସାମିଲ ଥିଲେ । ଏହି ଲୋକମାନେ ବିବାହ ଠିକ କରିଥିବାରୁ 2 ଲକ୍ଷ ଟଙ୍କା ନେଇଥିଲେ । ବିବାହର କିଛିଦିନ ପରେ ପତ୍ନୀ ନିଜର ସ୍ୱାମୀଙ୍କୁ କହିଲେ କି, ତାଙ୍କ ଜିଜୁ ଫୋନ କରିଛନ୍ତି ଓ ତାଙ୍କ ଦେହ ବହୁତ ଖରାପ ଅଛି । ତାଙ୍କୁ ତୁରନ୍ତ ଯିବାକୁ ହେବ ।

ପ୍ରୀତିର କଥା ଶୁଣି ପୁଷ୍ପେନ୍ଦ୍ର ତାକୁ ଜବଲପୁର ନେଇଗଲା । ସୀମାଙ୍କ କଥାରେ ସେ ପ୍ରୀତିକୁ ଜବଲପୁରରେ ଛାଡି ଘରକୁ ଆସିଲା । ଦିନ ପରେ ଦିନ ଗଡ଼ି ଚାଲିଲା କିନ୍ତୁ ପ୍ରୀତି ସେଠାରୁ ଫେରିନଥିଲା ଓ ପୁଷ୍ପେନ୍ଦ୍ରଙ୍କ ଫୋନ ମଧ୍ୟ ପ୍ରୀତି ଉଠାଉନଥିଲା। ବାଧ୍ୟ ହୋଇ ପୁଷ୍ପେନ୍ଦ୍ର ଜବଲପୁରକୁ ଗଲା କିନ୍ତୁ ସେଠାରେ ସେ ପ୍ରୀତିକୁ ପାଇନଥିଲା ।

ଏହାପରେ ବିବାହ କରାଇଥିବା ରାଜ୍ ଦୁବେଙ୍କ ସହ ପୁଷ୍ପେନ୍ଦ୍ର ସମ୍ପର୍କ କରିଥିଲା କିନ୍ତୁ ସେମାନେ ପୁଷ୍ପେନ୍ଦ୍ରକୁ ଡରାଇ ଓ ଧମକାଇ ସେଠାରୁ ଫେରାଇ ଦେଇଥିଲେ । ଏହାପରେ ଅନ୍ୟ ଲୋକମାନଙ୍କ ଆଦେଶ କ୍ରମରେ ପୁଷ୍ପେନ୍ଦ୍ର ପୋଲିସରେ ପ୍ରୀତି ଶର୍ମା, ରାଜ, ସୀମା ଓ କୃଷ୍ନା ଦୁବେଙ୍କ ନାମରେ ଏଫଆଇଆର ଦର୍ଜ କରାଇଲେ ।

ପୋଲିସ ଅଭିଯୋଗ ରୁଜୁ କରି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି ଓ ଖୁବଶୀଘ୍ର ଲୁଟେରୀ କନ୍ୟାକୁ ଧରିବ ବୋଲି ଆଶା ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *