ବିପଦ ସମୟକୁ କେମିତି ଧର୍ଯ୍ୟର ସହ ମୁକାବିଲା କରାଯାଏ ଏ ଭିଡ଼ିଓରୁ ଶିଖନ୍ତୁ : କୁକୁର ଓ କୁକୁଡ଼ା ମଧ୍ୟରେ ହେଲା ଖତର-ନାକ ଲ-ଢେ-ଇ,,ଏମିତି ଅବସ୍ଥା ହେଲା କୁକୁରର…ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡ଼ା ମଧ୍ୟରେ ବି-ପ-ଦ-ପୂ-ର୍ଣ୍ଣ ଲଢେଇ ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ପ୍ରାୟତଃ ଦେଖାଯାଏ ଯେ କୁକୁରମାନେ ଛୋଟ ପ୍ରାଣୀମାନଙ୍କ ଉପରେ ଆ-କ୍ର-ମ-ଣ କରିଥାନ୍ତି ଏବଂ ସବୁବେଳେ ସେମାନଙ୍କର ହିଁ ବିଜୟ ହୋଇଥାଏ | କିନ୍ତୁ ଏଠାରେ କୁକୁଡ଼ା କୁକୁର ଉପରେ ପ୍ରାଧାନ୍ୟ ବିସ୍ତାର କଲା ପରି ଦେଖାଗଲା | ସେ ଏପରି ଭାବେ ପଛରୁ ମାରିଲା, ପାଖରେ ଠିଆ ହୋଇଥିବା ଲୋକମାନେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ସେ କୁକୁରକୁ ଯୁ-ଦ୍ଧକ୍ଷେତ୍ରରୁ ତଡ଼ି ଦେଇଥିଲା | ଆଇଏଏସ ଅଫିସର ଅବନିଶ ଶରଣ ଏହି ମଜାଦାର ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି |

ଭିଡିଓରେ ଦେଖାଯାଉଛି ଯେ କୁକୁର କୁକୁଡ଼ା ଉପରେ ଭୁକିବା ଆରମ୍ଭ କରୁଛି | କୁକୁଡ଼ା ପାଖକୁ ଆସୁଛି ଏବଂ ଥଣ୍ଟରେ ଖୁମ୍ପିବା ଆରମ୍ଭ କରିଦେଉଛି | କୁକୁରଟି ତାର ବେକକୁ ଧରିବାକୁ ଚେଷ୍ଟା କରୁଛି, କିନ୍ତୁ କୁକୁଡ଼ା ପବନରେ ଡେଇଁ ତା ଉପରେ ଆ-କ୍ର-ମ-ଣ କରୁଛି | କିଛି ସେକେଣ୍ଡ ପରେ କୁକୁରଟି ସେଠାରୁ ପଳାଇ ଯାଉଛି | କୁକୁଡ଼ାଟି ଏତେ ରାଗିଥିଲା ଯେ ସେ ମଧ୍ୟ ତା ପଛେ ପଛେ ଗୋଡାଉଛି | କୁକୁର ତାକୁ ଡରି ଦୌଡ଼ି ପଳାଇବାକୁ ଲାଗୁଛି |

ଆଇଏଏସ ଅଫିସର ଅବନିଶ ଶରଣ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବାସ ‘ଆତ୍ମବିଶ୍ୱାସ’ ଏବଂ ‘ଧର୍ଯ୍ୟ’ର ସହ ସାମ୍ନା କରନ୍ତୁ | ଗେମ ଯେକୌଣସି ସମୟରେ ବଦଳିପାରେ ‘ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ଆଇଏଏସ ଅଫିସର ଫେବୃଆରୀ ୮ ତାରିଖ ସନ୍ଧ୍ୟାରେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ୬୯ ହଜାରରୁ ଅଧିକ ଭ୍ୟୁ ହୋଇସାରିଛି | ଏହାସହିତ ୫ ହଜାରରୁ ଅଧିକ ଲାଇକ ଏବଂ ହଜାରରୁ ଅଧିକ ରି-ଟ୍ୱିଟ ହୋଇଛି | ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *