ଇଣ୍ଡିଆ ବନାମ ଇଂଲଣ୍ଡ : ଏମିତି ବିହାଘର ଆପଣ କେବେ ଦେଖି ନଥିବେ,ବିବାହ ମଣ୍ଡପ ପାଖରେ ବର ଏବଂ ବଧୂ ଲଗାଇଲେ ଟିଭି,ଆଉ ମଣ୍ଡପରେ ବାହାଘର ଚାଲୁଥିବା ସମୟରେ ଦେଖିଲେ ଲାଇଭ କ୍ରିକେଟ ମ୍ୟାଚ

ଇଂଲଣ୍ଡ ସହିତ ଭାରତ ଚାରିଟି ମ୍ୟାଚ ର ଟେଷ୍ଟ ସିରିଜ ଖେଳୁଛି। ବିବାହରେ ଅତିଥି ପହଞ୍ଚିଲେ, ଏମାନଙ୍କ ପାଇଁ ବର ବଧୂ ମଣ୍ଡପ ପାଖରେ ହିଁ ଟିଭି ଲଗାଇ ଦେଲେ। ଫଟୋଚିତ୍ର ଭାଇରାଲ ହେଉଛି।

ଇଣ୍ଡିଆ ବନାମ ଇଂଲଣ୍ଡ : ଭାରତରେ କ୍ରିକେଟ ର ଲୋକପ୍ରିୟତା ଅଧିକ ରହିଛି। ଯଦି ଟିଭି ରେ ମ୍ୟାଚ ଚାଲିଛି ତାହେଲେ ଲୋକେ ସବୁକିଛି ଛାଡି ଦେଇ ମ୍ୟାଚ ଦେଖିବାକୁ ଛିଡ଼ା ହୋଇ ଯାଆନ୍ତି। ଭାରତର ମ୍ୟାଚ ଥିଲେ ବିବାହ ଉତ୍ସବ ରେ ମଧ୍ୟ ଟିଭି ଲଗାଇ ଦିଆ ଯାଇଥାଏ, ଯାହାଦ୍ଵାରା ଅତିଥି ମାନଙ୍କ ଆଗମନ ହେବ।ଭାରତରେ ଇଣ୍ଟରନ୍ୟାସନାଲ ମ୍ୟାଚ ର ଫେରନ୍ତା ହୋଇଛି। ଇଂଲଣ୍ଡ ସହିତ ଭାରତ ଚାରିଟି ମ୍ୟାଚ ର ଟେଷ୍ଟ ସିରିଜ ଖେଳୁଛି। ବିବାହ ରେ ସବୁ ଅତିଥି ପହଞ୍ଚିଲେ। ଏମାନଙ୍କ ପାଇଁ ବର ବଧୂ ମଣ୍ଡପ ପାଖରେ ହିଁ ଟିଭି ଲଗାଇ ଦେଲେ। ସୋସିଆଲ ମିଡିଆରେ ଏହି ଫଟୋଚିତ୍ର ଦୃତ ଗତିରେ ଭାଇରାଲ ହେଉଛି।

ଚେନ୍ନାଇ ରେ ଏମଏ ଚିଦମ୍ବରମ ଷ୍ଟାଡିୟମ ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲା ଖେଳା ଯାଉଛି। ଏଭଳି ସ୍ଥଳେ ସମ୍ପର୍କୀୟ ଏବଂ ଅତିଥି ଙ୍କୁ ଡକାଇବା ପାଇଁ ବର ବଧୂ ମଣ୍ଡପ ପାଖରେ ହିଁ ଟିଭି ଲଗେଇ ଦେଲେ, ଯେଉଁଥିରେ ମ୍ୟାଚ ଲଗାଇ ଦିଆଗଲା। ଭାଇରାଲ ହୋଇଥିବା ଫଟୋଚିତ୍ର ରେ ଦେଖି ପାରିବେ କି ଅତିଥି ଟିଭି ରେ ମ୍ୟାଚ ର ମଜା ନେଉଛନ୍ତି ଏବଂ ମଣ୍ଡପ ରେ ବର ବଧୂ ଫେରା ନେଉଛନ୍ତି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( ବିସିସିଆଇ ) ଏବଂ ଇଣ୍ଡିଆନ ପ୍ରିମିୟର ଲିଗ ( ଆଇପିଏଲ ) ମିଡ଼ିଆ ଏବଂ ସଞ୍ଚାର ଟିମ ର ସଦସ୍ୟ, ମୌଳିନ ପାରିଖ ଏହି ସୁନ୍ଦର ବିବାହର ଫଟୋଚିତ୍ର ନିଜ ଟୁଇଟର ରେ ସେୟାର କରି ଉଲ୍ଲେଖ କରିଛନ୍ତି କି ବିବାହ ରେ ଷ୍ଟ୍ରିମିଙ୍ଗ ମ୍ୟାଚ ଏବେଠାରୁ ଅନିବାର୍ଯ୍ୟ ହେବା ଉଚିତ।

ଏହି ଫଟୋଚିତ୍ର କୁ ସେ ୮ ଫେବୃୟାରୀ ଦିନ ସେୟାର କରି ଥିଲେ। ଏଥିରେ ଏବେ ପର୍ଯ୍ୟନ୍ତ ୩ ହଜାର ରୁ ଅଧିକ ଲାଇକସ ଏବଂ ଅନେକ ରିଟୁଇଟ ହୋଇ ସାରିଛି। ଲୋକେ କମେଣ୍ଟ ସେକ୍ସନ ରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *