ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଶୋଚନୀୟ ପରାଜୟ, ୨୨୭ ରନରେ ଜିତିଲା ଇଂଲଣ୍ଡ

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଶୋଚନୀୟ ଭାବରେ ପରାସ୍ତ ହୋଇଛି। ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ୨୨୭ ରନରେ ବିଜୟଲାଭ କରିଛି। ଦୀର୍ଘ ୪ ବର୍ଷ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ ମସିହା ଟେଷ୍ଟ ସିରିଜ ମ୍ୟାଚରେ ପରାଜୟ ହୋଇଥିଲା।

ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ୪୨୦ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ ଦଳ। କିନ୍ତୁ, ଟିମ ଇଣ୍ଡିଆ ଏହି ଟାର୍ଗେଟକୁ ପୂରଣ ନକରିପାରି ୧୯୨ରନରେ ଅଲଆଉଟ ହୋଇଯାଇଥିଲା।

Google

ଏହି ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ଭଲ ପ୍ରଦର୍ଶନ ଦେଖାଇଥିଲା। ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ଦଳ ୫୭୮ ରନ କରିଥିଲା। କିନ୍ତୁ, ଭାରତ ଦଳ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ ଦେଖାଇନଥିଲା। ଏହି ପ୍ରଥମ ଇନିଂସରେ ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ରନ ଦ୍ଵାରା ଭାରତ ଦଳ ୩୩୭ରନ୍ କରିଥିଲା।

କିନ୍ତୁ, ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ଦଳକୁ ଭଲ ପ୍ରଦର୍ଶନରୁ ଅଟକାଇବାରେ ସଫଳ ଲାଭ ପାଇଥିଲା। ଅଶ୍ଵିନୀ ଏହି ଦ୍ଵିତୀୟ ଇନିଂସରେ ଭଲ ବୋଲିଂ ପ୍ରଦର୍ଶନ ଦେଖାଇଥିଲେ, ଯାହାଦ୍ଵାରା ଅଶ୍ଵିନୀ ଏହି ମ୍ୟାଚରେ ୬ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *