କର୍ମଚାରୀଙ୍କ ପାଇଁ ଖୁସି ଖବର : ନୂଆ ଶ୍ରମ ଆଇନରେ ହେବ ବଡ ପରିବର୍ତ୍ତନ,ସପ୍ତାହରେ ୪ ଦିନ କାମ କରିବେ ଆଉ ଅନ୍ୟ ୩ ଦିନ ଛୁଟି ରହିବ,ଜାଣନ୍ତୁ ପୁରା ଖବର

କେନ୍ଦ୍ର ସରକାର ଶ୍ରମ ଆଇନର ସଂଶୋଧନ କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ସପ୍ତାହରେ ଜଣେ କର୍ମଚାରୀ ସର୍ବାଧିକ ୪୮ଘଣ୍ଟା କାମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ନୂଆ ନିୟମ ଅନୁସାରେ, ଜଣେ କର୍ମଚାରୀ ସପ୍ତାହରେ ୪ଦିନ କାମ କରିବେ। ଆଉ ପ୍ରତ୍ୟେକ ଦିନ ସର୍ବାଧିକ ୧୨ଘଣ୍ଟା କାମ କରିବାକୁ ପଡ଼ିବ ଏବଂ ଅନ୍ୟ ୩ଦିନ ଛୁଟି ରହିବ। କର୍ମଚାରୀ ପ୍ରତ୍ୟେକ ଦିନ ସମୟ ସୀମା ୮ଘଣ୍ଟାରୁ ୧୨ଘଣ୍ଟା କାମ କରିବାକୁ ପଡ଼ିବ। ରିପୋର୍ଟ ଅନୁସାରେ, କେନ୍ଦ୍ରସରକାର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା ସୋମବାରଙ୍କ ସୂଚନା ଅନୁଯାୟୀ, କର୍ମଚାରୀଙ୍କ ପାଇଁ ସପ୍ତାହରେ ସର୍ବାଧିକ ୪୮ଘଣ୍ଟା କାମ କରିବା ପାଇଁ ନୂଆ ନିୟମ ଲାଗୁହେବ।

Google

କର୍ମଚାରୀମାନଙ୍କର ନିଜର ଦୈନିକ କାମକରିବା ଅବଧି ପରିବର୍ତ୍ତନ କରାଯିବ। ଜଣେ କର୍ମଚାରୀ ଗୋଟିଏ ଦିନରେ ୧୦ରୁ ୧୨ଘଣ୍ଟା କାମ କରି ଅନ୍ୟ ଦିନ ଗୁଡ଼ିକରେ ୬ଘଣ୍ଟା କାମ କରିପାରିବେ।

ବର୍ତ୍ତମାନର ନିୟମ ଅନୁସାରେ, ସପ୍ତାହକୁ ଜଣେ କର୍ମଚାରୀ ଦୈନିକ ୮ଘଣ୍ଟା କାମ କରି ୬ଦିନ କାର୍ଯ୍ୟ ଦିବସ ରହିବ। ଆଉ ସପ୍ତାହକୁ ଗୋଟିଏ ଦିନ ଛୁଟି ରହିବ। ଦୈନିକ ଜଣେ ବ୍ୟକ୍ତି ଅଧଘଣ୍ଟାର ବିରତି ନନେଇ ୫ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ। ଅତିଶିଘ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ଲେବର କୋଡ ନିୟମ ଲାଗୁ କରିପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *