ଭାରତ-ଇଂଲଣ୍ଡ: ୯ଟି ୱିକେଟ୍ ନେଇ ଅଶ୍ୱିନୀ ସୃଷ୍ଟି କଲେ ବଡ ରେକର୍ଡ,୧୧୪ ବର୍ଷ ପରେ କଲେ ଏହି ଖାସ୍ କୀର୍ତ୍ତି,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଅଶ୍ଵିନୀ ଏହି ମ୍ୟାଚରେ ଏହା ବ୍ୟତିତ ବହୁତ ରେକର୍ଡ କରିଛନ୍ତି|ପ୍ରଥମ ପାଳିରେ ଅଶ୍ୱିନୀ ୫୫.୧ ଓଭର ବୋଲିଙ୍ଗ କରି ୧୪୬ ରନ ଦେଇ ତିନି ୱିକେଟ୍ ହାସଲ କରିଥିଲେ|ସେ ୱରୀ ୱର୍ନ୍ସ,ଓଲି ପୋପ୍,ଜେମ୍ସ ଆଣ୍ଡରସନର ୱିକେଟ୍ ହାସଲ କରିଥିଲେ|ଏହି ସମୟରେ ଅଶ୍ୱିନୀ ପ୍ରଥମ ଥର ନୋ ବଲ ପକାଇଥିଲେ, ହୃଦୟସ୍ପର୍ଶୀ କଥା ଏହା ଯେ ନିଜ କ୍ୟାରିୟରରେ ୨୦,୬୦୦ରୁ ଅଧିକ ବଲ ପକାଇଥିଲେ, କିନ୍ତୁ ଏହା କ୍ୟାରିୟରର ପ୍ରଥମ ନୋ ବଲ୍ ଥିଲା|ସେ ୧୩୭ ତମ ଓଭରରେ ଏହି ନୋ ବଲ ପକାଇଥିଲେ|

ଅଶ୍ଵିନୀ ଚତୁର୍ଥ ଦିନ ଅନ୍ୟ ପାଳିରେ ଭାରତ ତରଫରୁ ବୋଲିଙ୍ଗ ଆରମ୍ଭ କରିଥିଲେ|ସେ ପ୍ରଥମ ବଲରେ ଇଂଲଣ୍ଡର ସଲ୍ଲାମି ବର୍ଲେବାଜର ୱିକେଟ୍ ହାସଲ କରିଥିଲେ ଓ ଖାସ କୀର୍ତ୍ତିମାନ ବନାଇଥିଲେ|ଅଶ୍ୱିନୀ ଏବେ ୧୧୪ ବର୍ଷ ପରେ ପ୍ରଥମ ବଲରେ ୱିକେଟ୍ ନେବାର ପ୍ରଥମ ସ୍ପିନର ହୋଇଛନ୍ତି|

ଅଶ୍ଵିନୀଙ୍କ ପୁର୍ବରୁ ଶେଷ ଥର ୧୯୦୭ ମସିହାରେ ଦକ୍ଷିଣ ଆଫ୍ରିକାର ପୂର୍ବ ସ୍ପିନର ୱର୍ଟ ବୋଗ୍ଲର ହାସଲ କରିଥିଲେ|ଏହା ପୂର୍ବରୁ ପ୍ରଥମ ଥର ୧୮୮୮ ମସିହାରେ ଇଂଲଣ୍ଡର ସ୍ପିନର ବବି ପିଲ କରିଥିଲେ|

ଅଶ୍ଵିନୀ ଭାରତ ତରଫରୁ ଆରମ୍ଭ କରି ପ୍ରଥମ ବଲରେ ଆଜିଙ୍କ୍ୟ ରାହାନେଙ୍କ ହାତରେ କ୍ୟାଚ ଦେଇ ୱରି ୱର୍ନ୍ସଙ୍କୁ ଆଉଟ୍ କରିଥିଲେ|

ଏହା ବ୍ୟତୀତ ଅଶ୍ୱିନୀ ୫୫.୧ ଓଭର ବୋଲିଙ୍ଗ କରି ୧୪୬ରନ୍ ଦେଇ ତିନି ୱିକେଟ୍ ହାସଲ କରିଥିଲେ|ସେ ରୋରୀ ୱର୍ନ୍ସ,ଓଲି ପୋପ୍ସ,ଜେମନ୍ସ ଆଣ୍ଡରସନଙ୍କର ଟିକେଟ୍ ହାସଲ କରିଥିଲେ|ଏହି ସମୟରେ ଅଶ୍ୱିନୀ ପ୍ରଥମ ଥର ନୋ ବଲ ଫୋପାଡି ଥିଲେ|ସେ ନିଜ ଟେଷ୍ଟ କ୍ୟାରିୟରର ୨୦,୬୦୦ରୁ ଅଧିକ ବୋଲିଙ୍ଗ କରିଥିଲେ କିନ୍ତୁ ଏହା ପ୍ରଥମ ନୋ ବଲ ଥିଲା|ସେ ଏହା ୧୩୭ ତମ ଓଭରରେ କରିଥିଲେ|

ଏହା ବ୍ୟତୀତ ସେ ମଧ୍ୟ ବହୁ ରେକର୍ଡ କରିଥିଲେ|ଇଂଲଣ୍ଡ ଦଳ ପ୍ରଥମ ପାଳିରେ ୧୯୦.୧ ଓଭର ଖେଳିଥିଲେ|ଏଥିରେ ଭାରତ ତରଫରୁ ଅଶ୍ୱିନୀ ସବୁଠୁ ବେଶି ବୋଲିଙ୍ଗ କରିଥିଲେ|ଅଶ୍ୱିନୀ ପ୍ରଥମ ଥର ଏତେ ଓଭର ବୋଲିଙ୍ଗ କରିଥିଲେ,ସେ ଶେଷଥର ୨୦୧୧-୧୨ରେ ଏଡିଲେଡରେ ୫୩.୦ ଓଭର ବୋଲିଙ୍ଗ କରିଥିଲେ|

Leave a Reply

Your email address will not be published. Required fields are marked *