ପ-ର୍ଣ୍ଣ ଭିଡ଼ିଓ କରି ଗି-ର-ଫ ହୋଇଥିବା ଗହନା ବଶିଷ୍ଠ ପ୍ରକୃତରେ କିଏ ? ତାଙ୍କର ଅସଲ ନାମ କଣ ? ଦେଖନ୍ତୁ ତାଙ୍କର କିଛି ଫୋଟୋ

80 ବିଜ୍ଞାପନ, 7 ୱେବସିରିଜ ଓ କିଛି ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଗହନା ବଶିଷ୍ଠ ଙ୍କୁ ମୁମ୍ବାଇ ପୋଲିସ ପ-ର୍ଣ୍ଣ ଭିଡ଼ିଓ ଶୁଟ କରିବା ଅଭି-ଯୋଗରେ ଗି-ର-ଫ କରିଛି । ମୁମ୍ବାଇ ପୋ-ଲି-ସ ଗହନାଙ୍କୁ ଏହାବିଷୟରେ ପଚରାଉଚରା କରିବାପରେ ଗି-ର-ଫ କରିଥିଲା ।

ଜଣାଇଦେଉଛୁ କି, ଏହି ଅଭିନେତ୍ରୀଙ୍କ ଘର ଛତିଶଗଡ଼ ଓ ତାଙ୍କର ଅସଲ ନାମ ବନ୍ଦନା ତିୱାରୀ ଅଟେ । ତାଙ୍କର ମାଆ ହାଉସ ୱାଇଫ ଥିବାବେଳେ ତାଙ୍କ ପିତା ଶିକ୍ଷା ବିଭାଗରେ ଅଧିକାରୀ ଅଛନ୍ତି । ଫିଲ୍ମକୁ ଆସିବାପରେ ସେ ନିଜର ନାମକୁ ବଦଳାଇ ଗହନା ବଶିଷ୍ଠ ରଖିଦେଲେ । ଗହନା 80 ରୁ ଅଧିକ ବିଜ୍ଞାପନରେ କାମ କରିସାରିଥିବାବେଳେ ତେଲୁଗୁରେ ଏହା କରିଛନ୍ତି ।

ମିସ ଏସିଆ ରହିସାରିଥିବା ଏହି ଅଭିନେତ୍ରୀ 7 ରୁ ଉର୍ଦ୍ଧ୍ବ ୱେବସିରିଜରେ କାମ କରିସାରିଛନ୍ତି ଏବଂ ବହୁତ ମ୍ୟୁଜିକରେ ମଧ୍ୟ କାମ କରିସାରିଛନ୍ତି । ଏବେ ତାଙ୍କର ପ-ର୍ଣ୍ଣ ଭିଡ଼ିଓକୁ ନେଇ ତାଙ୍କ ଫ୍ୟାନମାନଙ୍କୁ ଧକା ଲାଗିଛି । ଅଲଟ ବାଲାଜୀ ସିରିଜ ଗନ୍ଦି ବାତରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ।

ମୁମ୍ବାଇ ପୋ-ଲି-ସ ମୁତାବିକ, ଗହନା ବଶିଷ୍ଠ କିଛି ପ୍ରଡକ୍ସନ ହାଉସ ସହିତ ମିଳିତ ଭାବରେ ଆଡ଼ଲଟ ଫିଲ୍ମ କରି ୱେବସାଇଟରେ ପୋଷ୍ଟ କରୁଥିଲେ। ଗହନାଙ୍କ ପର୍ଣ୍ଣ ଭିଡ଼ିଓ ଦେଖିବାକୁ ହେଲେ ଲୋକମାନଙ୍କୁ 2000 ଟଙ୍କା ଦେବାକୁ ପଡ଼ିବା ପରେ ହିଁ ଆକ୍ସେସ ମିଳିଥାଏ । ମୁମ୍ବାଇ ର ଗ୍ରିନ ପାର୍କ ପାଖରୁ ପୋ-ଲି-ସ ଛାପମାର କରିବାପରେ ସେଠାରୁ ଅଭିନେତା, ମହିଳା ଫୋଟୋଗ୍ରାଫର, ଲାଇଟ ମ୍ୟାନ, ଗ୍ରାଫିକ ଡିଜାଇନର,ହାଇ ଡେଫିସିଏନ୍ସି କ୍ୟାମେରା ଜବତ କରିଥିଲା ।

ଏହାପରେ ପୋ-ଲି-ସ 3ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଥିଲେ ଯେଉଁଥିରୁ 36 ଲ-କ୍ଷ ଟଙ୍କା ମିଳିଥିଲା । ଯାହାକି ଏହି ଆଡ-ଲଟ ଆପ ଦ୍ୱାରା କମାଯାଇଥିଲା । ପୋଲି-ସକୁ ଖବର ମିଳିବାପରେ ପୋ-ଲି-ସ ସବୁକିଛି ଖୁଲାସା କରିଦେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *