ଦେଖନ୍ତୁ ଭିଡ଼ିଓ : ରିକି ପଣ୍ଟିଂ ଏହିପରି ଭାବରେ ଶରଦ ପାୱାରଙ୍କୁ ଦେଖାଇଥିଲେ ଔକାତ, ଧ-କ୍କା ମାରି ଷ୍ଟେଜରୁ ବାହାର କରିଦେଇଥିଲେ

ଅଷ୍ଟ୍ରେଲିଆ ଟିମ ନିଜର ଖରାପ ବ୍ୟବହାର ପାଇଁ ସର୍ବଦା ପରିଚିତ ଏବଂ ଏହି ଦଳର ଖେଳାଳି ମାନେ ନିଜର ଖରାପ ବ୍ୟବହାର ପାଇଁ ଜଣା ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଶରଦ ପାୱାରଙ୍କୁ ଧକା ମାରିଥିଲେ । ଏହି ଘଟଣା 2006 ମସିହା ଚମ୍ପିୟାନ୍ସ ଟ୍ରଫି ଫାଇନାଲ୍ ଥିଲା ଓ ଏହିସମୟରେ ଅଷ୍ଟ୍ରେଲିଆର ଅଧିନାୟକତ୍ୱ ରିକି ପଣ୍ଟିଂ କରୁଥିଲେ । ସେବେ ଶରଦ ପାୱାର ବିସିସିଆଇ ଅଧ୍ୟକ୍ଷ ଥିଲେ ।

ଭାରତରେ ଏହି ଚମ୍ପିୟାନ୍ସ ଟ୍ରଫି ମ୍ୟାଚ ଖେଳାଯାଇଥିଲା ଓ ଫାଇନାଲ୍ ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିଲା । ଏହି ମ୍ୟାଚ ମୁମ୍ବାଇର ବାରବର୍ଣ ଷ୍ଟାଡିୟମରେ ଖେଳାଯାଇଥିଲା ଓ ଅଷ୍ଟ୍ରେଲିଆ ଫାଇନାଲ୍ ଜିତିଥିଲା । ଅଷ୍ଟ୍ରେଲିଆକୁ ଟ୍ରଫି ଦେବାପାଇଁ ବିସିସିଆଇ ଅଧକ୍ଷ ଶରଦ ପାୱାର ଷ୍ଟେଜ ଉପରକୁ ଆସିଥିଲେ ।

ଟ୍ରଫି ଦେବା ସମୟରେ ସମସ୍ତ ଖେଳାଳି ମଞ୍ଚ ଉପରେ ଏକତ୍ରିତ ହୋଇଗଲେ ଓ ଫୋଟୋ ଉଠାଇବା ଆରମ୍ଭ ହୋଇଗଲା । ସେସମୟରେ ରିକି ପଣ୍ଟିଂ ଶରଦ ପାୱାରଙ୍କୁ ଧକା ଦେଇ ମଞ୍ଚରୁ ବାହାର କରିଥିଲେ ଓ ନିଜର ସାଥି ଖେଳାଳିଙ୍କ ସହିତ ଫୋଟୋ ଉଠାଇବାକୁ ଲାଗିଥିଲେ ।

ଏହି ଘଟଣା କ୍ୟାମେରାରେ କଏଦ ହେବାପରେ ରିକି ପଣ୍ଟିଂଙ୍କୁ ବହୁତ ଆଲୋଚନା ହେବାର ପଡିଥିଲା । ସେସମୟରେ ପ୍ରତ୍ୟେକ ନ୍ୟୁଜ ଚ୍ୟାନେଲ ଏହି ଖବର ଦେଖାଇଥିଲେ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ଅସମ୍ମାନିତ ହେବାକୁ ପଡ଼ିଥିଲା ।ଏହା ସାମ୍ନାକୁ ଆସିବାପରେ ମଧ୍ୟ ରିକି ପଣ୍ଟିଂ କ୍ଷମା ମାଗିନଥିଲେ। ଆଜି ବି ଏହି ଭିଡ଼ିଓ ସୋସିଆଲ ମିଡିଆରେ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *