ଝରା-ଫୁଲ ମୃ-ତ୍ୟୁ ମା-ମ-ଲା : ସହଯୋଗୀ ଶେଖର ଗଲା କୁଆଡେ ?

ଭୁବନେଶ୍ୱର ସ୍ଥିତ ରମାଦେବୀ କଲେଜ ଛାତ୍ରୀ ଝରା-ଫୁଲ ମୃ-ତ୍ୟୁ ମା-ମ-ଲାରେ ଝରା-ଫୁଲଙ୍କର ଅସ୍ବାଭାବିକ ଭାବେ ମୃ-ତ୍ୟୁ ହୋଇନାହିଁ। ଝରା-ଫୁଲ ମୃ-ତ୍ୟୁ ମା-ମ-ଲା ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଝରା-ଫୁଲ-ଙ୍କର ମୃ-ତ୍ୟୁ ଅସ୍ବା-ଭା-ବିକ ନା ହ-ତ୍ୟା-ଜ-ନିତ ସେ ନେଇ କୁଆଖିଆ ପୋ-ଲି-ସ ଅଧିକ ତ-ଦ-ନ୍ତ ଜାରି ରଖିବା ସହିତ ଭିସେରା ରି-ପୋ-ର୍ଟକୁ ଅପେକ୍ଷା କରିଛି।

ଅଭି-ଯୁକ୍ତ ରାକେଶ ଘ-ଟ-ଣା ଦିନ ସମସ୍ତ ତଥ୍ୟ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଛି। ଭୁବନେଶ୍ୱରରୁ ଯାଜପୁର କୁଆଖିଆ ଅଞ୍ଚଳରେ ମୃ-ତ-ଦେ-ହ-କୁ ଫୋ-ପା-ଡି ଦେଇଥିଲା। ମୃ-ତ-ଦେ-ହ ଫି-ଙ୍ଗି-ବା-ର କିଛି ଦୂରରେ ମୋବାଇଲ ମଧ୍ୟ ଫିଙ୍ଗିଥିଲା। ଆଉ ନିଜର ପ୍ୟାଣ୍ଟ୍ ସାର୍ଟ ସହ ନିଜର ସ୍କୁଟିକୁ ମଧ୍ୟ ଲୁ-ଚା-ଇ ଦେଇଥିଲା। ପୋ-ଲି-ସ ହାତରେ ଧରାପଡ଼ିବା ପରେ ଅଭି-ଯୁକ୍ତ ରାକେଶ ପୋ-ଲି-ସକୁ ଗପ ଶୁଣାଇଥିଲା। ଝରା-ଫୁଲ-ଙ୍କର ସ୍ବାସ୍ଥ୍ୟଅବସ୍ଥା ଖ-ରା-ପ ହେବାରୁ ତାଙ୍କୁ ମୟୂରଭଞ୍ଜ ଯଶିପୁରସ୍ଥିତ ତାଙ୍କ ଘରକୁ ନେଉଥିବାର ବ-ୟା-ନ ଦେଇଥିଲା। ହ-ତ୍ୟା ସ-ନ୍ଦେ-ହ-ରେ ତ-ଦ-ନ୍ତ ଜା-ରି ରଖିଥିବା ପୋ-ଲି-ସ ଅଭି-ଯୁକ୍ତ ରାକେଶର ମୋବାଇଲରୁ ଯୁବତୀଙ୍କର କିଛି ଫଟୋ ସହିତ କିଛି ଭିଡିଓ ସଂଗ୍ରହ କରିଛି। ଆଉ ଅନ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମୋବାଇଲରୁ କା-ଟି ଦେଇଛି।

ସହଯୋଗୀ ଶେଖର ଗଲା କୁଆଡେ ?

ଅ-ଭି-ଯୁ-କ୍ତ ରାକେଶର ସମ୍ପର୍କୀୟ ଭାଇ ଶେଖର କୁଆଡେ ଗଲା ? ମୃ-ତ-ଦେ-ହ ଫିଙ୍ଗିବା ପରେ ଦୁହେଁ ଭୁବନେଶ୍ୱର ଫେରିଆସିଥିଲେ। ଉଭୟ ସ୍କୁଟି ଲୁଚା-ଇବା-ପରେ ଶେଖର ବାଲିଅନ୍ତାସ୍ଥିତ ନିଜ ସମ୍ପର୍କୀୟ ଘରକୁ ପଳାଇଯାଇଥିଲା। ରି-ମା-ଣ୍ଡ-ରେ ଆସିବା ପରେ ଅଭି-ଯୁକ୍ତ ରାକେଶର ସୂଚନା ଅନୁସାରେ, ଉଭୟ ରାତିରେ ଶେଖର ଓ ରାକେଶ ମୋବାଇଲରେ ଏହି ଘ-ଟ-ଣା ବିଷୟରେ କଥାବାର୍ତ୍ତା ହୋଇଥିଲେ। ଆଉ ମୃ-ତଦେ-ହ ଫି-ଙ୍ଗି-ବା କଥାକୁ ନେଇ ଶେଖର ଭୟବିତ ହୋଇଯାଇଥିଲା| ତାକୁ ଅଭି-ଯୁକ୍ତ ରାକେଶ ବୁଝାଇ ପ୍ରତିଶ୍ରୁତି ଦେଇଥିଲା ଯେ, ଏହି ମା-ମ-ଲା-ରେ ତାକୁ ଫସିବାକୁ ଦେବନି। ଅଭି-ଯୁକ୍ତ ରାକେଶ ଆ-ତ୍ମ ସ-ମର୍ପ-ଣ କରିବା ପୂର୍ବରୁ ଶେଖରକୁ ଫେ-ରା-ର ହେବା ପାଇଁ କହିଥିଲା। ଆଉ ସେବେଠାରୁ ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା ବୋଲି ପୋ-ଲି-ସକୁ ବ-ୟା-ନ ଦେଇଛି। ପୋ-ଲି-ସ ଶେଖରକୁ ଧରିବା ପାଇଁ ଉଦ୍ୟମ କରୁଛି। ତେବେ ଶେଖର ଧରାପଡ଼ିବା ପରେ ଏହି ଘ-ଟ-ଣାରେ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *