ଯଦି ଗାଡି କିଣିବାର ଅଛି,ତା ହେଲେ ଆଉ କିଛିଦିନ ଅପେକ୍ଷା କରନ୍ତୁ,ଆସୁଛି ରୟାଲ ଏନଫିଲଡ଼ର ଏହି ନୂଆ ଚାରୋଟି ବାଇକ,ଜାଣନ୍ତୁ ସମସ୍ତ ବାଇକ ବିଷୟରେ ପୁରା ସୂଚନା

ରୟାଲ ଏନଫିଲଡ଼ ଭାରତରେ ଏକ ପପୁଲାର ବ୍ରାଣ୍ଡ ହୋଇଯାଇଛି । ଭାରତୀୟ ଗ୍ରାହକଙ୍କୁ ଏହି ବାଇକର ଅପେକ୍ଷା ରହିଛି । ଯଦି ଆପଣ ଏହି ବାଇକ କିଣିବାକୁ ଇଛୁକ ତାହେଲେ କିଛି ସମୟର ଅପେକ୍ଷାରେ ଆପଣ ଲାଭଦାୟକ ହୋଇପାରନ୍ତି। ଆମେ ଆପଣଙ୍କୁ ରୟାଲ ଏନଫିଲଡ଼ର ଆସୁଥିବା ବାଇକ ବିଷୟରେ କହିବୁ ଯାହାକି ଜଲଦି ଆସୁଛି ।

ନୂଆ ରୟାଲ ଏନଫିଲଡ଼ ହଣ୍ଟର :-

ଏହି କମ୍ପାନୀର କ୍ଲାସିକ 350cc ଅଟେ । କିଛି ସମୟ ପୂର୍ବରୁ ଡ଼କୁମେଣ୍ଟରୁ ସୂଚନା ମିଳିଥିଲା କି, ଏହି ବାଇକର ନାମ Royal Enfield Hunter ହେବ । ଏହି ବାଇକ କମ୍ପାନୀର ନୂଆ J ପ୍ଲାଟଫର୍ମର ଆଧାରିତ ବାଇକ ହେବ ।

ରୟାଲ ଏନଫିଲଡ଼ 350 ସିସି :-

ଏହି ବାଇକ ଭାରତରେ ବହୁତ ପପୁଲାର ଅଟେ । ଏହି ବାଇକ ଏହିବର୍ଷ ଦ୍ଵିତୀୟ ତ୍ରିମାସରେ ଲଞ୍ଚ ହେବାକୁ ଯାଉଛି । ଏହି ଟେକ୍ନୋଲିଜି ଦ୍ୱାରା ବାଇକରେ କର୍ଣ୍ଣରିଂ କରୁଥିବା ସମୟରେ ପୂର୍ବାପେକ୍ଷା ବହୁତ ଷ୍ଟାବିଲିଟି ରହିବ ।

ରୟାଲ ଏନଫିଲଡ଼ ଇଣ୍ଟରସେପ୍ଟର :-

ରୟାଲ ଏନଫିଲଡ଼ର ଏହି ବାଇକ 650 ସିସି ବାଇକ ସହ ଆସୁଛି । ଏବେ ଏହି ବାଇକକୁ 350 ସିସି ଇଞ୍ଜିନ ସହିତ କମ୍ପାନୀ ଆଣୁଛି । ଏହି ବାଇକ ସିଙ୍ଗଲ ଏକଜଷ୍ଟ ସିଷ୍ଟମ ସହିତ ଲଞ୍ଚ କରାଯିବ ।

ରୟାଲ ଏନଫିଲଡ଼ କ୍ରୁଜର 650 :-

ଏହି କମ୍ପାନୀର ବାଇକ 650 ସିସି ରହିବ । ଏହି ବାଇକ Interceptor 650 ଓ Continental GT 650 ସହିତ କମ୍ପାନୀର 650 ସିସି ପୋର୍ଟଫୋଲିଓ ଜଏନ କରିବ । ବାଇକରେ କେତେକ ପପୁଲାର ଫିଚର୍ସ ଆଡ଼ କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *