ରାସ୍ତାରୁ ନିଜ ମୃ-ତ୍ୟୁକୁ ଉଠାଇ ଘରକୁ ଆଣିଥିଲେ ଯୁବତୀ, ଅଧରାତିରେ ଶୋଇଥିବା ସମୟରେ ଜିଅନ୍ତା ଖାଇଗଲା,ଜାଣନ୍ତୁ ପୁରା ଘଟଣା

କୁକୁରକୁ ମଣିଷର ବେଷ୍ଟ ଫ୍ରେଣ୍ଡ କୁହାଯାଇଥାଏ | ରିସର୍ଚ୍ଚରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ ପଶୁମାନଙ୍କ ସହିତ ସମୟ ବିତାଇଲେ ମଣିଷ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ | ଏମିତିରେ ଦେଖିବାକୁ ଗଲେ ତ ଲୋକମାନେ ଅନେକ ପ୍ରଜାତିର କୁକୁର କିଣିଥାନ୍ତି | ସେମାନଙ୍କର ମୂଲ୍ୟ ଅଧିକ ହୋଇଥାଏ | କିନ୍ତୁ ଲୋକମାନଙ୍କୁ କୁକୁର କିଣିବା ପରିବର୍ତ୍ତେ ସେମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରାଯାଏ | ବ୍ରିଟେନରେ ରହୁଥିବା ୨୫ ବର୍ଷର ଯୁବତୀଙ୍କ ଆଖି ଯେତେବେଳେ ନିଜ ଘର ପାଖ ରାସ୍ତାରେ ବୁଲୁଥିବା ଏକ ଦୁ-ର୍ବ-ଳ କୁକୁର ଉପରେ ପଡିଲା, ସେତେବେଳେ ସେ ତାକୁ ନିଜ ଘରକୁ ନେଇଆସିଲେ | କିନ୍ତୁ ଝିଅଟି ଜାଣିନଥିଲା ଯେ ସେ ନିଜ ସହିତ ମୃ-ତ୍ୟୁ-କୁ ନେଇ ଆସିଛି |

ମାମଲାଟି ୟୁକେର ବର୍ମିଂଘମରୁ ସାମ୍ନାକୁ ଆସିଥିଲା, ​​ଯେଉଁଠାରେ ୨୫ ବର୍ଷିୟ କିଏରା ଲାଡଲୋଙ୍କୁ ତାଙ୍କ ପୋଷା କୁକୁର ଚୋବାଇ ମୃ-ତ୍ୟୁ ଦେଇଥିଲା | କିଏରା କିଛି ଦିନ ପୂର୍ବରୁ ହିଁ ଏହି କୁକୁରକୁ ରାସ୍ତାରୁ ଉଠାଇ ନିଜ ଘରକୁ ଆଣିଥିଲେ | କୁକୁରଟି ଯୁବତୀଙ୍କୁ ଗୁରୁତର ଭାବେ ଆ-ଘା-ତ କରିଦେଇଥିଲା |

ଦି ସନ ନ୍ୟୁଜ ଅନୁଯାୟୀ, କିଏରାଙ୍କ ସମ୍ପର୍କୀୟ ଘଟଣାର ସମ୍ପୂର୍ଣ୍ଣ କାହାଣୀ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି | ସେ ଲେଖିଛନ୍ତି ଯେ କିଏରାଙ୍କ ପାଖରେ ପୂର୍ବରୁ ଏକ ପିଟବୁଲ ଥିଲା | କିନ୍ତୁ ତାର ମୃ-ତ୍ୟୁ କ୍ୟା-ନ-ସ-ର ଦ୍ୱାରା ହୋଇଯାଇଥିଲା |

କିଏରା ନିଜ ପୀଟବୁଲକୁ ବହୁତ ମିସ କରୁଥିଲେ | ଏହି କାରଣରୁ ଯେତେବେଳେ ତାଙ୍କ ଆଖି ରାସ୍ତାରେ ଅବହେଳିତ ଭାବେ ବୁଲୁଥିବା ଅନ୍ୟ ଏକ ପୀଟବୁଲ ଉପରେ ପଡିଲା, ସେତେବେଳେ ସେ ତାକୁ ଉଠାଇ ନିଜ ଘରକୁ ଆଣିଥିଲେ | ସେହି ସମୟରେ କିଏରା ଜାଣି ନଥିଲେ ଯେ ସେ ନିଜ ମୃ-ତ୍ୟୁ-କୁ ଘରକୁ ଆଣୁଛନ୍ତି |

ପରଦିନ ରାତିରେ କିଏରାଙ୍କ ପଡ଼ୋଶୀମାନଙ୍କୁ ସେ ଚି-ତ୍କା-ର କରୁଥିବାର ଶବ୍ଦ ଶୁଣାଯାଇଥିଲା | ତାଙ୍କ ଘରେ ସମସ୍ତେ ବାହାରକୁ ଯାଇଥିଲେ ଏବଂ କିଏରା ଘରେ ଏକୁଟିଆ ଥିଲେ | ଯେତେବେଳେ ଚି-ତ୍କା-ର ଶୁଭାଗଲା ସେତେବେଳେ ଲୋକମାନଙ୍କୁ ଲାଗିଲା ଯେ ଘରେ କୌଣସି ଚୋ-ର ପଶିଯାଇଛି | କିନ୍ତୁ ସେଠାକୁ ଯିବା ପରେ ସେମାନଙ୍କୁ ଏକ ଭ-ୟା-ନ-କ ଦୃଶ୍ୟ ଦେଖାଗଲା |

ଯେଉଁ କୁକୁରଟି ବଞ୍ଚାଇ କିଏରା ନିଜ ଘରକୁ ଆଣିଥିଲେ, ସେ ହିଁ ତାଙ୍କୁ ଜିଅନ୍ତା ଚୋ-ବା-ଇ-ଲା | ବୁଲା କୁକୁରଟି କିଏରାଙ୍କ ହାତକୁ ଚୋବାଇ ମୁହଁ ଉପରେ ଆ-କ୍ର-ମ-ଣ କରିଥିଲା | ଏହି ଆ-କ୍ର-ମ-ଣ ସେତେବେଳେ କରିଥିଲା, ଯେତେବେଳେ କିଏରା ନିଦରେ ଶୋଇଥିଲେ |

କିଏରାଙ୍କୁ ତୁରନ୍ତ ହ-ସ୍ପି-ଟା-ଲ ନିଆଯାଇଥିଲା | କିନ୍ତୁ ତାଙ୍କ ଜୀ-ବ-ନ ର-କ୍ଷା କରାଇ ପାରିଲେ ନାହିଁ | ଏହି ଘଟଣା ଆଖପାଖ ସବୁ ଲୋକଙ୍କୁ ଆ-ଶ୍ଚ-ର୍ଯ୍ୟ କରିଥିଲା | କିଏରା ନିଜ ପଡୋଶୀମାନଙ୍କ ଭିତରେ ନିଜ ହସଖୁସିଆ ସ୍ୱଭାବ କାରଣରୁ ଫେମସ ଥିଲେ | କାହାକୁ ବିଶ୍ୱାସ ହେଉନାହିଁ ଯେ ଭଲତା କାରଣରୁ ତାଙ୍କ ମୃ-ତ୍ୟୁ ହୋଇଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *