ଦେଖନ୍ତୁ ଭିଡ଼ିଓ : ବର ସାମ୍ନାରେ ବାରମ୍ବାର କନ୍ୟାକୁ ଛୁଇଁବାକୁ ଯାଉଥିଲା କ୍ୟାମେରାମ୍ୟାନ, ରାଗରେ ବର ଏମିତି କଲା କ୍ୟାମେରା ମ୍ୟାନର ଅବସ୍ଥା ଯେ କନ୍ୟା ଷ୍ଟେଜ ଉପରେ ହସିହସି ଗଡି ପଡିଲା

ବିବାହ ଏକ ଏମିତି ଜିନିଷ ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି ଏପରିକି ସାଧାରଣ ଲୋକମାନେ ମଧ୍ୟ ଯେକୌଣସି ବିବାହରେ ଉପସ୍ଥିତ ରହିବାକୁ ମଧ୍ୟ ଭଲ ପାଇଥାନ୍ତି । କାରଣ ବିବାହରେ ସେ ଯେଉଁ ଭୋଜି ଭାତ ଓ ମଜା ବରର ଶାଳୀକୁ ଦେଖିବା ଓ କନ୍ୟାର ଲାଜକୁ ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ବାହାଘର ବିଷୟରେ କହିବାକୁ ଯାଉଛୁ ଯେଉଁ ବାହାଘରରେ କନ୍ୟା ଷ୍ଟେଜ ଉପରେ ହସି ହସି ଗଡି ପଡିଲା । ସମସ୍ତେ ଭାବିଲେ କନ୍ୟା ପାଗଳ ହୋଇଯାଇଛି କିନ୍ତୁ ସେ ପାଗଳ ନଥିଲା ବରଂ କ୍ୟାମେରାମ୍ୟାନ ନିଜ ବରର ଏହିପରି ହରକତ ତାଙ୍କୁ ଏହିପରି ହେବାକୁ ବାଧ୍ୟ କରିଥିଲା ।

ଘଟଣାଟି ହେଉଛି ଷ୍ଟେଜରେ ବରମାଳା କାର୍ଯ୍ୟକ୍ରମ ଚାଲୁଥିଲା । କ୍ୟାମେରାମ୍ୟାନ କନ୍ୟାର ଏକ ଭଲ ଫୋଟୋ ଉଠାଇବାକୁ ଚାହୁଁଥିଲା, ଏଥିପାଇଁ କ୍ୟାମେରାମ୍ୟାନ କନ୍ୟାର ଓଠରେ ହାତ ମାରି ଭଲ ପୋଜିଶନ ଦେବାପାଇଁ କହୁଥିଲା । ଏହାଦେଖି ବର ସହିପାରିନଥିଲା ଓ ସେହିସମୟରେ ସେ କ୍ୟାମେରାମ୍ୟାନ ପିଠିକୁ ବିଧା ମାରିଥିଲେ ଓ ଏହାପରେ କନ୍ୟା ହସିବା ଆରମ୍ଭ କରିଦେଇଥିଲେ । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଏହାକୁ ନେଇ ଲୋକମାନେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ଜଣେ ୟୁଜର ଲେଖିଥିଲେ, ଏହିପରି ପତ୍ନୀ ମୋର ଆବଶ୍ୟକ ଓ ଅନ୍ୟଜଣେ ଲେଖିଥିଲେ, କ୍ୟାମେରାମ୍ୟାନ ଓ କନ୍ୟା ମିଳିତଭାବରେ ବର ସହିତ ପ୍ରାଙ୍କ କରୁଥିଲେ ।

ପୁଣି ଆଉଜଣେ ୟୁଜର୍ସ ଲେଖିଥିଲେ କି, କନ୍ୟାଙ୍କୁ ଶୁଭକାମନା କାରଣ ସେ ପରିସ୍ଥିତି ଖରାପ ହେବାପୁର୍ବରୁ ବଞ୍ଚାଇଥିଲେ । ଜଣେ କହିଥିଲା କି, କନ୍ୟା ବହୁତ ସୁନ୍ଦର ଅଟେ । ଆଉ କିଛି ୟୁଜର୍ସ କନ୍ୟାଙ୍କ ଅସଂରକ୍ଷଣକୁ ନେଇ ପ୍ରଶ୍ନ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *