ଝରାଫୁଲ ହ-ତ୍ୟା ପଛର କାରଣ : ବିବାହ କରିବା ଜିଦ୍ ନା ତ୍ରୀକୋ-ଣୀୟ ପ୍ରେ-ମ ?

ଭୁବନେଶ୍ୱର ସ୍ଥିତ ରମାଦେବୀ ଛାତ୍ରୀ ଝରା-ଫୁଲ ନାୟକଙ୍କର ଫୁଡ୍ ପୋଏ-ଜନ ଦ୍ଵାରା ମୃ-ତ୍ୟୁ ହୋଇନାହିଁ। ମୁଖ୍ୟ ଆ-ସାମୀ ରାକେଶ ସ୍ୱାଇଁ ତାଙ୍କୁ ଶ୍ୱା-ସରୁ-ଦ୍ଧ କରି ହ-ତ୍ୟା କରିଛି। ହ-ତ୍ୟା କରିବା ପରେ ଆ-ତ୍ମ ହ-ତ୍ୟାର ରୂପ ଦେଖାଇବାକୁ ଚେଷ୍ଟା ମଧ୍ୟ କରିଛି। ପ୍ର-ମା-ଣ ଯୋଗଡିବା ସହିତ ଭିସେରା ରି-ପୋ-ର୍ଟକୁ ଅପେକ୍ଷା କରିଛି ପୋ-ଲି-ସ।

ଆସନ୍ତା ୨୬ ତାରିଖରେ ଗେଷ୍ଟ ହାଉସରେ ଦୁହିଁଙ୍କ ମଧ୍ୟରେ ଝ-ଗ-ଡ଼ା ହୋଇଥିଲା। ଏହି ବିଷୟରେ ଅଭି-ଯୁକ୍ତ ରାକେଶ ରି-ମା-ଣ୍ଡରେ ଆସିଥିବା ସମୟରେ ପୋ-ଲି-ସ ଠୋସ ପ୍ର-ମା-ଣ ପାଇଥିଲା। ଦୁହିଁଙ୍କ ମଧ୍ୟରେ ୨ଟି କାରଣ ପାଇଁ ଝ-ଗ-ଡ଼ା ହୋଇଥାଇ ପାରେ ବୋଲି ପୋ-ଲି-ସ ସ-ନ୍ଦେ-ହ କରୁଛି।

ଝରା-ଫୁଲଙ୍କ ବାପାଙ୍କ କହିବା ଅନୁସାରେ, ରାକେଶ ସହିତ ଆଉ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ଝରା-ଫୁଲ। ପରିବାର ଲୋକଙ୍କ ବୁଝାବୁଝି କାରଣ ପାଇଁ ରାକେଶଙ୍କ ପାଖରୁ ଦୂରେଇ ଯିବା ପାଇଁ ଯୋ-ଜ-ନା କରିଥିଲେ। ଯାହା ଦ୍ଵାରା ରାକେଶଙ୍କର ଏହି କଥା ହଜମ ହୋଇନଥିଲା। ଏହି ପ୍ରେ-ମ ସମ୍ପର୍କର ବି-ଚ୍ଛେ-ଦ-କୁ ସହ୍ୟ କରିପାରିନଥିଲା। ଅଭି-ଯୁକ୍ତ ରାକେଶ କୌଣସି ଫଟୋ-ଚିତ୍ର କିମ୍ବା ଭି-ଡି-ଓ ଯୋଗେ ଝରା-ଫୁଲଙ୍କୁ ବ୍ଲା-କ-ମେ-ଲ କରିବା ଆରମ୍ଭ କରିଦେଇଥିଲେ। ଯାହା ଦ୍ଵାରା ଦୁହିଁଙ୍କ ମଧ୍ୟରେ ବି-ବା-ଦ ସୃଷ୍ଟି ହୋଇଥିଲା।

ଦୁହିଁଙ୍କର ତ୍ରିକୋ-ଣିୟ ପ୍ରେ-ମକୁ ପୋ-ଲି-ସ ଗୁରୁତ୍ଵ ଭାବରେ ନେଇଛି। ଆଉ ଦୁଇ ଜଣଙ୍କ ପ୍ରେ-ମ ସମ୍ପର୍କରେ ଅନ୍ୟ କେହି ପଶି ଆସିଥିଲେ। ଏହି ବିଷୟରେ ପୋ-ଲି-ସକୁ ଅଭି-ଯୁକ୍ତ ରାକେଶର ମୋବାଇଲରୁ ପ୍ର-ମା-ଣ ମିଳିଛି। ପୋ-ଲି-ସ ସ-ନ୍ଦେ- କରୁଛି ଯେ, ଦୁହିଁଙ୍କର ପ୍ରେ-ମ ସମ୍ପର୍କରେ ଧୀରେ ଧୀରେ ତି-କ୍ତ-ତା ସୃଷ୍ଟି ହୋଇଥିବ। ଅତ୍ୟଧିକ ଭାବରେ ଝ-ଗ-ଡ଼ା ହେବା ଦ୍ଵାରା ଏହି ହ-ତ୍ୟା-କା-ଣ୍ଡ ହୋଇଥିବା କଥା ଆଶା କରିଛି ପୋ-ଲି-ସ। ଝରା-ଫୁଲ ମୃ-ତ-ଦେହ ବ୍ୟ-ବ-ଚ୍ଛେ-ଦ ରି-ପୋ-ର୍ଟରୁ ହ-ତ୍ୟା କାରଣର ପ୍ର-ମା-ଣ ପୋ-ଲି-ସ ପାଇଛି।

ଜଣେ ପୋ-ଲି-ସ-ର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ରି-ପୋ-ର୍ଟ-ରେ କୌଣସି ଆ-ଘା-ତ ଚିହ୍ନ ନାହିଁ। କେବଳ ତାଙ୍କ ଶ୍ୱା-ସ-ନ-ଳୀ ଚି-ପି ହୋଇଥିବା ରି-ପୋ-ର୍ଟରେ ଉଲ୍ଲେଖ କରାଯାଇଛି। ଏହି ରି-ପୋ-ର୍ଟ ଅନୁସାରେ, ଶ୍ୱା-ସରୁ-ଦ୍ଧ ପାଇଁ ଏହି ମୃ-ତ୍ୟୁ ଘଟିଥିବା ସ-ନ୍ଦେ-ହ କରାଯାଉଛି। ଶ୍ୱା-ସ-ନ-ଳୀ ଚି-ପା ଯାଇଥିବା ଭଳି ଚିହ୍ନ(ଲିଗା-ଚର ମାର୍କ) ବ୍ୟବ-ଚ୍ଛେଦ ରି-ପୋ-ର୍ଟ-ରେ ଉଲ୍ଲଖ କରାଯାଇନାହିଁ। ତେବେ ହ-ତ୍ୟା-କା-ଣ୍ଡଟି କୌଣସି ତକିଆ ଦ୍ଵାରା ତାଙ୍କ ମୁହଁକୁ ଚି-ପା ଯାଇ ନିଶ୍ବାସ ପ୍ରଶ୍ୱାସ ବ-ନ୍ଦ କରି ତାଙ୍କୁ ହ-ତ୍ୟା କରାଯାଇଥାଇପାରେ ବୋଲି ସ-ନ୍ଦେ-ହ କରାଯାଉଛି।

କିନ୍ତୁ, ଝରା-ଫୁଲଙ୍କ ପାଟିରୁ ଫେଣ ବାହାରିଥିବା ରାକେଶ ବ-ୟା-ନ-ରୁ କେ-ସ-ଟି ଜଟିଳ ହେବାରେ ଲାଗିଛି। କୌଣସି ନି-ଶା ସେବନ ଦ୍ଵାରା ମୃ-ତ୍ୟୁ ହାଇଛି କି ନାହିଁ, ଏହି ବିଷୟରେ ଅଧିକ ପ୍ର-ମା-ଣ ପାଇଁ ଭିସେରା ରି-ପୋ-ର୍ଟକୁ ଅପେକ୍ଷା କରାଯାଇଛି। ଏହି ହ-ତ୍ୟା-କା-ଣ୍ଡ ବିଷୟରେ ଅଧିକ ପ୍ର-ମା-ଣ ଯୋଗାଡ ଚାଲିଥିବା କଥା ସୂଚନା ଦେଇଛନ୍ତି ବରିଷ୍ଠ ପୋ-ଲି-ସ ଅଧିକାରୀ।

ରି-ମା-ଣ୍ଡ ରେ ଅଭି-ଯୁକ୍ତ ରାକେଶ ସିନ ରିକ୍ରିଏସନ୍ କରିବା ଦ୍ୱାରା ପୋ-ଲି-ସ-କୁ ଠୋସ ପ୍ର-ମା-ଣ ପାଇପାରିଛି। କିନ୍ତୁ, ଝରା-ଫୁଲଙ୍କ ପାଟିରୁ ଫେଣ ବାହାରିବା କଥା ପାଇଁ କେ-ସ ଟିକେ ଜଟିଳ ରହିଛି। ଜାନୁଆରୀ ୨୬ ତାରିଖ ଦିନ ରାତିରେ ଦୁହେଁ ଭୁବନେଶ୍ୱର ସ୍ଥିତ ଧର୍ମ ବିହାର ଶିବସାଇ ଗେଷ୍ଟ ହାଉସରେ ଦୁହେଁ ରାତ୍ରିଯାପନ କରିଥିଲେ। କିନ୍ତୁ, ଘ-ଟ-ଣା ହେବାର ପରଦିନ ଯାଜପୁର କୁଆଖିଆ ଅଞ୍ଚଳରୁ ଝରା-ଫୁଲଙ୍କ ମୃ-ତ ଦେହ ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *