ଭେଲେଣ୍ଟାଇନ ଡେ ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଗଛରେ ବାନ୍ଧନ୍ତି କ-ଣ୍ଡୋ-ମ, ଜାଣନ୍ତୁ କଣ ପାଇଁ ଏମିତି କରନ୍ତି ?

ଫେବୃୟାରୀ ମାସ ଆରମ୍ଭ ହେବା ମାତ୍ରେ ପବନରେ ପ୍ରେମର ବାସ୍ନା ମିଶିଯାଏ। କାରଣ ଏହି ମାସରେ ବଇଶିକ ପ୍ରେମର ପର୍ବ ଭେଲେଣ୍ଟାଇନ ଡେ ଆରମ୍ଭ ହୋଇଯାଏ। ୧୪ଫେବୃୟାରୀ ଦିନ ପ୍ରେମିକ-ପ୍ରେମିକା ପରସ୍ପରକୁ ଉପହାର ଦିଅନ୍ତି। ଦୁନିଆର ଅଲଗା ଅଲଗା ଅଂଶରେ ବହୁତ ଆଡମ୍ବର ସହକାରେ ଏହି ସାପ୍ତାହିକ ପର୍ବକୁ ପାଳନ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେକି କିଛି ବର୍ଷ ପୂର୍ବେ ଭେଲେଣ୍ଟାଇନ ଡେ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏକ ଅଲଗା ପ୍ରକାର ପ୍ରଥା ଦେଖିବାକୁ ମିଳିଥିଲା।

ଗଛରେ କ-ଣ୍ଡ-ମ ବାନ୍ଧିବାର ପ୍ରଥା:-

ଭେଲେଣ୍ଟାଇନ ଡେ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଭର୍ଜିନ ଗଛକୁ ପୂଜା କରନ୍ତି। କେବଳ ଏତିକି ନୁହେଁ ଏହି ପୂଜାରେ ବିଦ୍ୟାର୍ଥୀମାନେ ଭର୍ଜିନ ଗଛକୁ କ-ଣ୍ଡ-ମ ମଧ୍ୟ ବାନ୍ଧନ୍ତି। ଅନେକ ବର୍ଷଧରି ଚାଲିଆସୁଥିବା ଏହି ପ୍ରଥାକୁ ସବୁବେଳେ ଛାତ୍ରମାନେ ବି-ରୋ-ଧ କରନ୍ତି। ମହିଳା ଛାତ୍ରମାନଙ୍କର କହିବା ଅନୁସାରେ ଏହି ରୀତି ମହିଳାମାନଙ୍କୁ ବସ୍ତୁ ଭାବରେ ଦର୍ଶାଇଥାଏ। ମହିଳାମାନେ ଏହି ପ୍ରଥାକୁ ବି-ରୋ-ଧ କରି ସ୍ଵର ଉତ୍ତୋଳନ ମଧ୍ୟ କରୁଛନ୍ତି।

ଛାତ୍ରମାନେ ଭର୍ଜିନ ଗଛକୁ କରନ୍ତି ପୂଜା:-

ଅନେକ ବର୍ଷ ଧରି ଚାଲିଆସୁଥିବା ଏହି ମହିଳା ବିରୋଧୀ ରୀତିକୁ ବିବାଦର କାରଣ କରିଦିଆଯାଇଛି। ଏହା ପରେ ଠାରେ କଲେଜରେ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଲଭ ଗୁରୁ ଦର୍ଶାଇ ପୂଜା କରାଯାଇଥିଲା। କଲେଜ ହଷ୍ଟେଲରେ ରହୁଥିବା ଛାତ୍ର ଭର୍ଜିନ ଗଛକୁ ପୂଜା କରିବାର ଆୟୋଜନ କରିଥିଲେ। ପ୍ରତ୍ଯେକ ବର୍ଷ ଛାତ୍ରମାନେ ଏହି ଗଛକୁ କ-ଣ୍ଡ-ମ ବାନ୍ଧନ୍ତି।

ଏହି ଅନନ୍ୟ ପୂଜା ପଛର କାରଣ:-

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେକି ଏହି ଗଛକୁ ପୂଜା କରୁଥିବା ଛାତ୍ରମାନେ ଏହାକୁ ନିଜର ସୌଭାଗ୍ୟ ଭାବରେ ଦେଖିଥାନ୍ତି। ଛାତ୍ର ମାନଙ୍କର ବିଶ୍ବାସଯେ ଏହିଭଳି ଭାବରେ ପୂଜା କରିବା ଦ୍ଵାରା ତାଙ୍କୁ ତାଙ୍କର ପ୍ରେମ ମିଳିଯାଏ। ଛାତ୍ର ପିଞ୍ଜରା ତୋଡ ଓ ଦମଦମୀ ମାଇଙ୍କୁ ମଧ୍ୟ ପୂଜା କରନ୍ତି। କଲେଜରେ ଏହି ପ୍ରଥାକୁ ବହୁତ ବି-ରୋ-ଧ କରାଯାଏ। ଅନେକ ବି-ରୋ-ଧ ପରେ ଏହି ପ୍ରଥାକୁ ବନ୍ଦ କରିଦିଆଯାଇଥିଲା। ପୁଣି ଛାତ୍ରମାନେ କୌଣସି ପ୍ରସିଦ୍ଧ ପ୍ରେମିଯୁଗଳଙ୍କ ପୂଜାର୍ଚ୍ଚନା କରିବେ ବୋଲି ଆୟୋଜନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *