ଝରାଫୁଲଙ୍କ ମ-ର୍ଡ-ର କେ-ସର ନୂଆ ମିଷ୍ଟ୍ରି, ଝରାଫୁଲଙ୍କୁ ହ-ତ୍ୟା କରିଛି ରାକେଶ !

ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ଵବିଦ୍ୟାଳୟର ଯୁକ୍ତ୩ର ଛାତ୍ରୀ ଝରାଫୁଲ ନାୟକଙ୍କ ମୃ-ତ୍ୟୁର ରହସ୍ୟ ଖୋଲିବାରେ ଲାଗିଛି। ମୁଖ୍ୟ ଅଭି-ଯୁକ୍ତ ରାକେଶ ସ୍ୱାଇଁ ଗେଷ୍ଟ ହାଉସରେ ଶ୍ୱା-ସରୁ-ଦ୍ଧ କରି ହ-ତ୍ୟା କରିବା ସହିତ ପ୍ରମାଣ ନଷ୍ଟ କରିବା ପାଇଁ ଶ-ବକୁ ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳରେ ଫୋପାଡି ଦେଇଥିଲା। ପୋ-ଲି-ସ ଅ-ଭିଯୁ-କ୍ତକୁ ରିମା-ଣ୍ଡରେ ଆଣି ଜେ-ରା କରିବା ସମୟରେ ପୋ-ଲି-ସକୁ ଏହି ଘ-ଟଣା ବିଷୟରେ ଠୋସ ପ୍ରମାଣ ମିଳିଥିଲା। ଏହି ମାମ-ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ ପୋ-ଲି-ସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଅତିଶିଘ୍ର ଝାରାଫୁଲଙ୍କ ମୃ-ତ୍ୟୁ ରହସ୍ୟ ଖୋଲାଯିବ।

ଝରାଫୁଲଙ୍କ ଏତେ ଭଲ ପାଉଥିବା ବେଳେ କେଉଁ କାରଣ ପାଇଁ ରାକେଶ ତାଙ୍କୁ ହ-ତ୍ୟା କରିଲା ?

ଆଉ କେମିତି ହ-ତ୍ୟା କରିଛି ?

ଅ-ଭି-ଯୁ-କ୍ତ ରାକେଶ ଏକା ମା-ରିଛି ନା ଆଉ ତା ସହିତ କେହି ଏହି ହ-ତ୍ୟା-କା-ଣ୍ଡରେ ଜ-ଡିତ ଅଛନ୍ତି ?

ସୂଚନା ଅନୁସାରେ, ଜାନୁଆରୀ ୨୬ତାରିଖ ଦିନ ରାତିରେ ରାକେଶ ଓ ଝରାଫୁଲ ଭୁବନେଶ୍ୱର ଧର୍ମ୍ୱବିହାରରେ ଥିବା ଶିବସାଇ ଗେଷ୍ଠାଉସକୁ ଯାଇଥିଲେ। ରାତ୍ରିଯାପନ କରିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣ ପାଇଁ ଝ-ଗଡ଼ା ହୋଇଥିଲା। ଅଭି-ଯୁକ୍ତ ରାକେଶ କ୍ରୋ-ଧରେ ଝରାଫୁଲଙ୍କୁ ଶ୍ୱା-ସରୁ-ଦ୍ଧ କରି ହ-ତ୍ୟା କରିଛି ବୋଲି ପୋ-ଲି-ସ ପାଖରେ ସବୁ ସତ କଥା ମାନିଥିଲା। ଶ-ବ ବ୍ୟ-ବଚ୍ଛେ-ଦରେ ଝରାଫୁଲଙ୍କର ମୃ-ତ୍ୟୁ ଶ୍ୱା-ସରୁ-ଦ୍ଧ ପାଇଁ ହୋଇଥିବା ଜଣାପଡିଛି। ରାତିରେ ଗେଷ୍ଟହାଉସରେ ଉଭୟଙ୍କ ମଧ୍ୟରେ ହୋଇଥିବା ପା-ଟିତୁ-ଣ୍ଡ ବିଷୟରେ କାର୍ଯ୍ୟରତ କର୍ମଚାରୀମାନେ ଏହି ବିଷୟରେ ସୂଚନା ଦେଇଥିଲେ। ଆଉ ଉଭୟଙ୍କ ମଝିରେ କଣ ପାଇଁ ଝ-ଗଡ଼ା ହୋଇଥିଲା ଏବଂ ଅଭି-ଯୁକ୍ତ ରାକେଶ କିପରି ଭାବରେ ଝରାଫୁଲଙ୍କୁ ହ-ତ୍ୟା କରିଛି, ଏହି ବିଷୟରେ କର୍ମଚାରୀ ମାନେ ଜାଣିନାହାନ୍ତି ବୋଲି କହିଛନ୍ତି।

ଯାଜପୁର ଅଞ୍ଚଳର କୁଆଖିଆ ନିକଟରେ ଝରାଫୁଲଙ୍କ ଶ-ବ ଫିଙ୍ଗା ଯାଇଥିଲା। ଶ-ବ ଫିଙ୍ଗା ଯାଇଥିବା ଜାଗାରୁ କିଛି ଦୂରରେ ଝରାଫୁଲଙ୍କ ମୋବାଇଲକୁ ଫୋପାଡି ଦେଇଥିଲା। କିନ୍ତୁ, ରିକ୍ରିଏସନ୍ ସମୟରେ ପୋ-ଲି-ସକୁ ଝରାଫୁଲଙ୍କ ମୋବାଇଲ ମିଳିନଥିଲା। ମୋବାଇଲ ଫୋପାଡ଼ି ଯାଇଥିବା ଜାଗାରୁ ଜଣେ ସ୍ଥାନୀୟ ବାସିନ୍ଦା ମୋବାଇଲକୁ ପାଇ ପୋ-ଲି-ସକୁ ହସ୍ତାନ୍ତର କରିଦେଇଛନ୍ତି। ଏହି ମୋବାଇଲ ସାହାର୍ଯ୍ୟରେ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। ସେହିପରି ଭାବରେ, ସ୍କୁଟି ଲୁଚାଇଥିବା ଜାଗାରୁ ଝରାଫୁଲଙ୍କ ଡ୍ରେସ ମଧ୍ୟ ଜ-ବତ କରିଛି ପୋ-ଲି-ସ। ଜାଣିଶୁଣି ଅଭି-ଯୁକ୍ତ ରାକେଶ ଡ୍ରେସ ଲୁଚାଇଥିବାରୁ ଏହି ଡ୍ରେସ ସାହାଯ୍ୟରେ ହ-ତ୍ୟା-ର କିଛି ପ୍ର-ମାଣ ମିଳିବ ବୋଲି ଆଶା କରାଯାଉଛି।

ଆଜି ମୁଖ୍ୟ ଅ-ଭି-ଯୁ-କ୍ତ-ଙ୍କ ରି-ମାଣ୍ଡ ଅବଧି ସରିବା ପରେ ଅଭି-ଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ କୋ-ର୍ଟରେ ହା-ଜର କରାଯାଇଛି। ମାନ୍ୟବର ଜିଲ୍ଲା ଜର୍ଜ ଶ୍ରୀକାନ୍ତ ମିଶ୍ର ଓ ସ୍ଵତନ୍ତ୍ର ପିପିଙ୍କ ଉପସ୍ଥିତିରେ ଅଭିଯୁକ୍ତ ରାକେଶଙ୍କର ସ୍ବାସ୍ଥ୍ୟ ରି-ପୋ-ର୍ଟକୁ ଯାଞ୍ଚ କରାଯାଇଥିଲା। ଆଉ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅଭି-ଯୁକ୍ତ-ଙ୍କୁ ହାଜ-ତକୁ ପଠାଇ ଦିଆଯାଇଛି। ସ୍ଵତନ୍ତ୍ର ପିପି ସମରେନ୍ଦ୍ର ଦାସଙ୍କ ସୂଚନା ଅନୁସାରେ, ଅଭି-ଯୁକ୍ତ ରକେଶଙ୍କ ତରଫରୁ କେହି ଜା-ମିନ ଆବେଦନ କରିନାହାନ୍ତି ଏବଂ ପୋ-ଲି-ସ ପକ୍ଷରୁ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ରିମା-ଣ୍ଡରେ ନେବା ପାଇଁ କୌଣସି ଆବେଦନ କରାଯାଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *