ଅନ୍ୟ କାହାକୁ ବିବାହ କରିବାକୁ ଯାଉଥିଲା ବୟଫ୍ରେଣ୍ଡ,ରା-ଗରେ ମହିଳା ଜଣକ ବୟଫ୍ରେଣ୍ଡକୁ ମା-ରି କୁକୁରକୁ ଖାଇବାକୁ ଦେଇ ଦେଲା ମୃ-ତ ଶ-ରୀର,ଜାଣନ୍ତୁ ପୁରା ଘ-ଟଣା

ସଂଯୁକ୍ତ ଆରବ ଏମିରେଟ ଦେଶରେ ଏକ ମହିଳା ଉପରେ ଏହା ଆ-ରୋ-ପ ଆସିଛି କି, ମହିଳା ଜଣକ ନିଜର ବୟଫ୍ରେଣ୍ଡକୁ ହ-ତ୍ୟା କରି ମୃ-ତ ଶରୀ-ରକୁ କା-ଟି କିଛି ଲୋକ ଓ କୁକୁରକୁ ଖାଇବାକୁ ଦେଇଥିଲା କାରଣ ମହିଳା ଜଣକ ଜାଣିବାକୁ ପାଇଥିଲା କି, ତା’ ପ୍ରେମିକ ଅନ୍ୟ ଜଣକ ସହିତ ବିବାହ କରିବାକୁ ଯାଉଛି ।

ରି-ପୋର୍ଟ ମୁତାବିକ ଉଭୟ ପରସ୍ପରକୁ ଦୀର୍ଘ ସାତ ବର୍ଷ ହେବ ପ୍ରେମ କରୁଥିଲେ ଓ ଡେଟ ମଧ୍ୟ କରୁଥିଲେ । ଏକଦା ବୟଫ୍ରେଣ୍ଡ ନିଜ ପ୍ରେମିକା ଘରେ ପହଞ୍ଚି କହିଥିଲା କି, ସେ ଆଉ ଜଣକୁ ବିବାହ କରିବାକୁ ଯାଉଛି, ଏହାଶୁଣି ପ୍ରେମିକା ମୁଣ୍ଡ କାମ କରିନଥିଲା ଓ ସେ ତା’ ପ୍ରେମିକକୁ ହ-ତ୍ୟା କରିଦେଇଥିଲା।

ଏହି ମହିଳା ଜଣକର ବୟସ 30 ବର୍ଷ ଓ ଉଭୟଙ୍କ ମଧ୍ୟରେ ପ୍ରାୟ 10 ବର୍ଷର ବୟସ ଅନ୍ତର ରହିଛି । ମହିଳା ଜଣକ ଏହାପରେ ନିଜ ପ୍ରେମିକର ଶରୀ-ରକୁ ୟୁଏଇର ଏକ ଫେମସ ଡିସ ମ୍ୟାଚବୁଶ ରେ ପକାଇଦେଇଥିଲା । ଏହି ଡ଼ିସ ସେଠାରେ ଏକପ୍ରକାର ବିରିୟାନୀ ପରି କାମ କରିଥାଏ ।

କୋ-ର୍ଟ ରି-ପୋର୍ଟ ଅନୁସାରେ, ମହିଳା ଜଣକ ଏହି ମାଂ-ସକୁ କିଛି ପାକିସ୍ତାନୀ କଂଷ୍ଟ୍ରକ୍ସନକୁ ଖାଇବାକୁ ଦେଇଥିଲେ । ଏହାପରେ ବୟଫ୍ରେଣ୍ଡର କିଛି ଅଂଶକୁ ସେ କୁକୁରକୁ ଖାଇବାକୁ ଦେଇଥିଲା । କିଛି ସମୟ ପରେ ଯୁବକର ଭାଇ ଖୋଜି ଖୋଜି ମହିଳା ଜଣକ ଘରେ ପହଞ୍ଚିଥିଲା ଓ ସେଠାରେ ସେ ମଣିଷ ଦାନ୍ତ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଓ ମହିଳାଙ୍କୁ ପଚରାଉଚରା କରିଥିଲା ।

ଏହି ଯୁବକ ପୋ-ଲି-ସ-କୁ ଏହି ମା-ମଲା ଉପରେ କହିଥିଲେ, ପରେ ମହିଳା ଜଣକ ପୋ-ଲି-ସ-କୁ ସବୁ ସତକଥା କହିଦେଇଥିଲେ । ପୋ-ଲି-ସ ଏହାଉପରେ ନିଜର ଯାଞ୍ଚ କର୍ଯ୍ୟ ଜାରି ରଖିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *