ପ୍ରତିଦିନ ଜମା କରନ୍ତୁ ୧୨୧ଟଙ୍କା ,ମିଳିବ୨୭ଲକ୍ଷ ଟଙ୍କା,ଜାଣନ୍ତୁ ପୁରା ସ୍କିମ ବିଷୟରେ

ନୂଆଦିଲ୍ଲୀ:ଭାରତରେ ଝିଅକୁ ଲକ୍ଷ୍ମୀ ବୋଲି କୁହାଯାଏ|ଆଜି ମଧ୍ୟ ଝିଅ ଜନ୍ମ ହେବାପରଠୁ ମାତାପିତା ତାର ବିବାହ ଓ ପଢ଼ାପଢ଼ି ପାଇଁ ଟଙ୍କା ଯୋଗାଡ କରିଥାନ୍ତି|ସାମାନ୍ୟ ମାନସିକତା ଅନ୍ତର୍ଗତ ଲୋକଙ୍କ ଝିଅର ବିବାହ ଜନିତ ଖର୍ଚ୍ଚ ଚିନ୍ତାଜନକ ଵିଷୟ ହୋଇଥାଏ|ଯଦି ଆପଣଙ୍କର ଏହି ସମସ୍ୟା ର ରହିଛି ତେବେ ଚିନ୍ତାର କାରଣ ଆଉ ନାହିଁ|ଏଥିପାଇଁ ବହୁତ ବିମା କମ୍ପାନୀ ପଲିସି ଚଳାଇଛନ୍ତି|ତନ୍ମଧ୍ୟରୁ ଭାରତୀୟ ଜିବନ ଵିମା ନିଗମ ଦ୍ଵାରା କନ୍ୟାଦାନ ପଲିସି ପ୍ରଚଳିତ|

ଦେଶର ସବୁଠାରୁ ଲୋକପ୍ରିୟ ଇନ୍ସ୍ୟୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ଏଲ୍ଆଇସିର କନ୍ୟାଦାନ ସ୍କିମ ବହୁ ଲୋକପ୍ରିୟ|ଏହା ମାତାପିତାଙ୍କୁ ଝିଅର ପଢ଼ାପଢ଼ି ଓ ବିଵାହ ପାଇଁ ସଞ୍ଚୟ ପ୍ରୋତ୍ସାହନ କରିଥାଏ|ଏଲ୍ଆସିର ଏହି ପଲିସି ଅନ୍ତର୍ଗତ ଆପଣଙ୍କୁ ଦୈନିକ ୧୨୧ଟଙ୍କା ଜମା କରିବାକୁ ହେବ|ଏହା ବିନିମୟରେ ଆପଣଙ୍କୁ ୨୭ଲକ୍ଷ ଟଙ୍କା ମିଳିବ|ମାନେ ପ୍ରତିମାସ ୩୬୦୦ଟଙ୍କାର ପ୍ରିମିୟମ ଦେବାକୁ ହେବ|ଏହି ପଲିସିରେ ୧୨୧ଟଙ୍କାର ଦୈନିକ ବିନିମୟରେ ୨୫ ବର୍ଷ ପରେ ଆପଣଙ୍କୁ ୨୭ଲକ୍ଷ ଟଙ୍କା ମିଳିବ|

Google

ଏହି ପଲିସି କେଵଳ ୨୫ ବର୍ଷ ପର୍ଯ୍ୟନ୍ତ ରହିଛି, କିନ୍ତୁ ଆପଣଙ୍କୁ ପ୍ରିମିୟମ କେବଳ ୨୨ବର୍ଷ ପର୍ଯ୍ୟନ୍ତ ଦେବାକୁ ହେବ|ପଲିସି ମଧ୍ୟରେ ବିମାଧାରକର ମୃତ୍ୟୁ ହେଵା ଫଳରେ କୈାଣସି ପ୍ରିମିୟମ ଦେବାକୁ ହେବ ନାହିଁ|ଏଥିରେ ପଲିସିରେ ବଞ୍ଚିଥିବା ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧ଲକ୍ଷ ଟଙ୍କା ମିଳିବ|ଏହା ସହ ୨୫ ବର୍ଷ ପୁରା ହେଵା ପରେ ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ|

କନ୍ୟାଦାନ ପଲିସିର ମୁଖ୍ୟ ବୈଶିଷ୍ଟ୍ୟ:

*୨୫ ବର୍ଷ ପର୍ଯ୍ୟନ୍ତ ପଲିସି ଯିବ

*୨୨ବର୍ଷ ପ୍ରିମିୟମ ଦାଖଲ କରାଯିବ

*ଦୈନିକ ୧୨୧ଟଙ୍କା ମାନେ ମାସିକ ୩୬୦୦ଟଙ୍କା ଦିଆଯିବ

*ବିମାଧାରକର ମୃତ୍ୟୁରେ ପ୍ରିମିୟମ ଦିଆଯିବ ନାହିଁ

*ଝିଅକୁ ପଲିସିର ବଞ୍ଚିଥିବା ବର୍ଷ ସମୟରେ ୧ ଲକ୍ଷ ଟଙ୍କା ମିଳିବ

*ପଲିସି ପୁରା ହେଲେ ନୋମିନିକୁ ୨୭ଲକ୍ଷ ମିଳିବ

*ଏହି ପଲିସି କମ ଠାରୁ ଅଧିକ ପ୍ରିମିୟମ ମଧ୍ୟ ରହିଛି

ଯଦି ଆପଣ ଆପଣଙ୍କର ଝିଅ ପାଇଁ କନ୍ୟାଦାନ ପଲିସି ନେବାକୁ ଚାହାନ୍ତି ଆପଣଙ୍କ ବୟସ ଅତିକମରେ ୩୦ବର୍ଷ ହେବା ଆବଶ୍ୟକ|ଝିଅର ଵୟସ ଅତିକମରେ ୧ ବର୍ଷ ହେବା ଆବଶ୍ୟକ

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *