ରିପବ୍ଲିକ ଭାରତ ଟିଭିର ନିଉଜ ଆଙ୍କର ବିକାଶ ଶର୍ମାଙ୍କ ମୃ-ତ୍ୟୁ

ରିପବ୍ଲିକ ଭାରତ ଟିଭିର ଆଙ୍କର ବିକାଶ ଶର୍ମାଙ୍କ ମୃ-ତ୍ୟୁ ହୋଇଯାଇଛି | ବିକାଶ ତିନି ଦିନ ଧରି ରୋଗରେ ପୀ-ଡି-ତ ଥିଲେ | ଗୁରୁବାର ସନ୍ଧ୍ୟାରେ ସେ ନୋଏଡାର କୈଳାଶ ହସ୍ପିଟାଲରେ ଶେଷ ନିଶ୍ୱାସ ଛାଡିଥିଲେ | ୩୫ ବର୍ଷୀୟ ବିକାଶ କାନପୁରରେ ରହୁଥିଲେ |

ବିକାଶ ଶର୍ମା କିଛି ଦିନ ପୂର୍ବରୁ କୋଭିଡ-୧୯ କବଳରେ ଆସିଥିଲେ, ତେବେ ସେ ଏହି ମହାମାରୀ ସହିତ ସଂଘର୍ଷ କରିଥିଲେ ଏବଂ ସୁସ୍ଥ ହୋଇ ଘରକୁ ମଧ୍ୟ ଆସିଥିଲେ |

କିଛି ଦିନ ପୂର୍ବରୁ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ନୋଏଡାର ସେକ୍ଟର ୭୧ ସ୍ଥିତ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଗୁରୁବାର ଦିନ ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ମୃ-ତ୍ୟୁ ହୋଇଥିଲା | ପରିବାର ଲୋକେ ତାଙ୍କ ମୃ-ତ ଶରୀରକୁ ଜନ୍ମସ୍ଥାନ କାନପୁର ନେବାପାଇଁ ପ୍ରସ୍ତୁତି କରୁଛନ୍ତି | ସେଠାରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ହେବ |

ରିପବ୍ଲିକ ଟିଭିତ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ଯେ ଏହା ତାଙ୍କ ନ୍ୟୁଜ ନେଟୱାର୍କ ପାଇଁ ବହୁତ ବଡ କ୍ଷତି ଅଟେ | ବିକାଶ ଶର୍ମାଙ୍କ ମୃ-ତ୍ୟୁ-କୁ ନେଇ ଅନେକ ଜଣାଶୁଣା ଷ୍ଟାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *