ଝରାଫୁଲ ମୃ-ତ୍ୟୁ ମା-ମ-ଲା, ସ୍କୁଟର ପରେ ମିଳିଲା ଏହି ସବୁ ଜିନିଷ

ଝରାଫୁଲ ମୃ-ତ୍ୟୁ ମାମଲାରେ ପୋଲିସକୁ ମିଳିଲା ଆଉ ଏକ ସଫଳତା। ଝରାଫୁଲଙ୍କ ମୃ-ତ ଦେହ ବୋହା ଯାଇଥିବା ସ୍କୁଟର ପରେ ଘ-ଟଣା ଦିନ ଅଭି-ଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟକୁ ଜ-ବତ କରିଛି ପୋ-ଲିସ। ଏହାସହିତ ରାକେଶ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ ଜ-ବତ କରିଛି।

ଆସନ୍ତା ମାସ ୨୬ ତାରିଖରେ ଝରାଫୁଲ ସହିତ ବୁଲାବୁଲି କରି ଗେଷ୍ଟ ହାଉସରେ ଥିବା ସମୟରେ ଅଭି-ଯୁକ୍ତ ରାକେଶ ଏହି ଡ୍ରେସ ପରିଧାନ କରିଥିଲେ। ଆଉ ପରେ ଡ୍ରେସ ସହିତ ମୋବାଇଲକୁ ନିଜ ଘରେ ଲୁ-ଚାଇ ରଖିଥିବା ସମୟରେ ପୋ-ଲିସ ତାକୁ ଜ-ବତ କରିଛି। ଜ-ବତ କରାଯାଇଥିବା ସାର୍ଟ,ପ୍ୟାଣ୍ଟକୁ ପରୀକ୍ଷା ପାଇଁ ପଠାଯାଇଛି। ଏହା ସହିତ ଜ-ବତ ହୋଇଥିବା ମୋବାଇଲରୁ ଅଭି-ଯୁକ୍ତ ରାକେଶ କାହା କାହା ପାଖକୁ ଫୋନ କରିଛି ଏବଂ କାହା ସହିତ କଣ କଣ ଚାର୍ଟ କରିଛି ତାହା ଜଣାପଡ଼ିପାରେ। ଆଉ ଆଜି ୩ଦିନିଆ ରି-ମାଣ୍ଡ ସରୁଥିବାରୁ ରକେଶକୁ ଆଜି କୋ-ର୍ଟରେ ହା-ଜର କରାଯିବ।

ସୂଚନା ଅନୁସାରେ, ଭୁବନେଶ୍ୱରରେ ସିନ ରିକ୍ରିଏସନ୍ ସମୟରେ ଅଭି-ଯୁକ୍ତ ରାକେଶ ସ୍କୁଟର ସମ୍ପର୍କରେ ସୂଚନା ଦେଇଥିଲେ। ଭୁବନେଶ୍ୱର ନିକଟ ସୁନ୍ଦରପଦା ଅଞ୍ଚଳରୁ ଏକ ବୁଦା ମୁଳ ପାଖରୁ ସ୍କୁଟରକୁ ଜ-ବତ କରାଯାଇଛି। ଏହି ସ୍କୁଟର ସାହାର୍ଯ୍ୟରେ ଝରାଫୁଲଙ୍କ ମୃ-ତ ଦେହକୁ ଭୁବନେଶ୍ୱରରୁ ନେଇ କୁଆଖିଆ ଅଞ୍ଚଳରେ ରାକେଶ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ସମସ୍ତ ଘ-ଟଣା କ-ଏଦ ହୋଇଛି। କିନ୍ତୁ, ଏ ପର୍ଯ୍ୟନ୍ତ ରାକେଶର ସହଯୋଗୀ ଶକ୍ତିଶେଖରକୁ ପୋ-ଲି-ସ ଗି-ର-ଫ କରିପାରିନାହିଁ। ରାକେଶଙ୍କୁ ଝରାଫୁଲଙ୍କ ମୃ-ତଦେ-ହ ସ୍କୁଟରରେ ବୋହି ନେଇ ଫୋପାଡ଼ିବାରେ ସାହାର୍ଯ୍ୟ କରିଥିଲା।

ପୂର୍ବରୁ ସିସିଟିଭି ଫୁଟେଜ,ସ୍କୁଟର,ମୋବାଇଲ ଜ-ବ-ତ ସହିତ ଘ-ଟଣା ପୂର୍ବ ରାତିରେ ରାକେଶ ଓ ଝରାଫୁଲ ରହିଥିବା ଗେଷ୍ଟ ହାଉସରେ ବି ଯାଞ୍ଚ କରାସରିଛି। କିନ୍ତୁ, ଏ ପର୍ଯ୍ୟନ୍ତ ଝରାଫୁଲର ମୋବାଇଲ୍ ଫୋନ୍ ଠା-ବ କରିପାରିନାହିଁ ପୋ-ଲିସ।

ଏହି ସ୍କୁଟରରେ ସାହାର୍ଯ୍ୟରେ ଝରାଫୁଲଙ୍କ ମୃ-ତଦେ-ହକୁ କୁଆଖିଆ ନିକଟରେ ଫୋପାଡ଼ିବା ପରେ ଝରାଫୁଲଙ୍କ ଫୋନକୁ କିଛି ଦୂରରେ ଫୋପାଡ଼ିଥିବା ପୋ-ଲି-ସକୁ କହିଥିଲେ ରାକେଶ। କିନ୍ତୁ, ବହୁ ଖୋ-ଜାଖୋ-ଜି ପରେ ମଧ୍ୟ ତାହା ପାଇପାରିନାହିଁ ପୋ-ଲିସ।

ଏହି ଘ-ଟଣାଟି ସପ୍ତାହରୁ ଅଧିକ ହେଲେ ମଧ୍ୟ ପୋ-ଲିସ ଝରାଫୁଲ ମୃ-ତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜାଣିପାରିନାହିଁ। ରାକେଶ ମଧ୍ୟ ଏହି ବିଷୟରେ କିଛି ଜାଣି ନାହିଁ ବୋଲି କହୁଛି।

ପୂର୍ବରୁ ବ୍ୟ-ବଚ୍ଛେ-ଦ ରି-ପୋର୍ଟ ଆସିଥିଲେ ମଧ୍ୟ ଏହି ବିଷୟରେ ପୋ-ଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି। ଆଉ ଆଜି ଭିସେରା ରି-ପୋର୍ଟ ଆସିପାରେ। ଏହା ଦ୍ବାରା ମୃ-ତ୍ୟୁର କାରଣ ନେଇ ଠୋସ ପ୍ର-ମାଣ ମଧ୍ୟ ମିଳିପାରେ ବୋଲି ଆଲୋଚନା ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *