୧୦ ମାସ ଧରି କୋମାରେ ରହିଥିଲେ ଯୁବକ, ୨ ଥର କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ମହାମାରୀ ବିଷୟରେ କିଛି ଜାଣି ନଥିଲେ ଯୁବକ

ସାରା ବିଶ୍ବରେ କରୋନା ଭାଇରସ ବ୍ୟାପିଥିବା ୧ବର୍ଷରୁ ଅଧିକ ହୋଇସାରିଲାଣି। କିନ୍ତୁ କରୋନା ଭାଇରସର ଭ୍ୟାକସିନ ଆସିଥିଲେ ମଧ୍ୟ ଏହି ଭାଇରସର ଶେଷ ହୋଇପାରିନାହିଁ। ୟୁରୋପ-ଆମେରିକା ଭଳି ସ୍ଥାନରେ ମଧ୍ୟ ଦିନକୁ ଦିନ ଅନେକ ପ୍ରକାରର ଘ-ଟ-ଣା ସାମନାକୁ ଆସୁଛି। ଏହି ସମୟରେ କରୋନା ଭାଇରସରେ ଜ-ଡ଼ିତ, ଏହିପରି ଘ-ଟଣା ସମସ୍ତଙ୍କ ସାମନାକୁ ଆସିଛି ଯାହା ଦ୍ଵାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନରେ ଜଣେ ଯୁବକ ୨ଥର ଏହି ମହାମାରୀରେ ସଂକ୍ରମଣ ହେବା ପରେ ମଧ୍ୟ ଏହି ମହାମାରୀ ବିଷୟରେ ସେ ଅଜ୍ଞାତ ଅଛନ୍ତି।

Google

ନ୍ୟୁଜୱିକ ୱେବସାଇଟ ଅନୁସାରେ, ହୂଆ ୟୁଁର ଜଣେ ୧୯ ବର୍ଷୀୟ ଜୋସେଫ ଫ୍ଲେୱିଲ ଯୁବକ ଜଣକ ୧୦ମାସ ପୂର୍ବରୁ ଆକ୍ସିଡେଣ୍ଟର ଶି-କାର ହୋଇ କୋମାରେ ଥିଲେ। ସେ କୋମାରେ ଥିବା ସମୟରେ ସେ ୨ଥର କରୋନାରେ ସଂକ୍ରମିତ ମଧ୍ୟ ହୋଇଛନ୍ତି। ଇଂଲଣ୍ଡରେ ମାର୍ଚ୍ଚ ୧ତାରିଖରେ ଏକ ଗାଡ଼ି ତାଙ୍କୁ ଧ-କ୍କା ଦେଇଥିଲା। ଏହି ଦୁର୍ଘ-ଟଣା-ର ୩ ସପ୍ତାହ ପରେ ବ୍ରିଟେନରେ ପ୍ରଥମ ଥର ପାଇଁ ଲକଡାଉନ ହୋଇଥିଲା। ବହୁ ଦିନ ଧରି ସେ କୋମାରେ ରହିବା ପରେ ଏବେ ସେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି। ଫ୍ଲେୱିଲ ନିଜ ଘର ଲୋକଙ୍କୁ ଆଖି ସାହାର୍ଯ୍ୟରେ “ହଁ” ବା “ନାହିଁ”ରେ ଉତ୍ତର ଦେଇ ପାରୁଛନ୍ତି।

Google

ଗାର୍ଡିଆନ୍ ସହ କଥା ହୋଇ ଫ୍ଲେୱିଲଙ୍କର ଆଣ୍ଟି ସୈଲି ଫ୍ଲେୱିଲ୍‌ ସ୍ମିଥ କହିଥିଲେ କି, କୋମାରେ ରହିବା କାରଣ ପାଇଁ ସେ ଏହି ବିଷୟରେ ଅଜ୍ଞାତ ଅଛନ୍ତି। ଏହି ମହାମାରୀ ଦ୍ଵାରା ବିଶ୍ୱରେ ୨୨ଲକ୍ଷ ଲୋକ ଜୀ-ବନ ହରାଇଛନ୍ତି। ଆଉ ମଧ୍ୟ ସେ କହିଥିଲେ ଯେ, ତାଙ୍କୁ କରୋନା ବିଷୟରେ ସେ କିଛି ବି ଜାଣିନାହାନ୍ତି। ସେ ୧୦ମାସ ଧରି କେବଳ ବେଡ଼ରେ ଶୋଇ ରହିଥିଲେ। ଆଉ ଏବେ ତାଙ୍କୁ କିଛି କିଛି କୁହାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ 

Leave a Reply

Your email address will not be published. Required fields are marked *