ଏହି ଫିଲ୍ମଗୁଡିକରେ ହୋଇଥିଲା ଭୟଙ୍କର ଦୁ-ର୍ଘ-ଟ-ଣା, ଏହି ସୁଟିଂ ସେଟରେ ଚାଲି ଯାଇଥିଲା ୫୦ ଲୋକଙ୍କର ଜୀ-ବନ,ଜାଣନ୍ତୁ ସେ ସବୁ ଫିଲ୍ମ ବିଷୟରେ

ଫିଲ୍ମ ତିଆରି କରିବା ପାଇଁ କେବଳ ଷ୍ଟାରଙ୍କ କ୍ୟାରିୟର ଏବଂ ପ୍ରଡ୍ୟୁସରଙ୍କ ଟଙ୍କା ଲାଗିନଥାଏ, ବରଂ ସେହି ସବୁ ଲୋକଙ୍କ ଜୀ-ବନ ମଧ୍ୟ ସେଥିରେ ଲାଗିଥାଏ, ଯେଉଁମାନେ କ୍ୟାମେରା ପଛରେ କାମ କରିଥାନ୍ତି | ସେହି ସମସ୍ତ ୱାର୍କରସ,ଦର୍ଶକଙ୍କୁ ତ ଜଣା ନାହିଁ, ଏହାସହିତ ଫିଲ୍ମର ଡ଼ାଇରେକ୍ଟର ଓ ପ୍ରଡ୍ୟୁସରଙ୍କୁ ମଧ୍ୟ ଜଣାନଥାଏ | ଏମିତିରେ ମେକର୍ସମାନେ ଏହି କଥାକୁ ଧ୍ୟାନ ଦେଇଥାନ୍ତି ଯେ ଫିଲ୍ମର ସେଟରେ ଯେପରି କୌଣସି ଦୁ-ର୍ଘ-ଟ-ଣା ନ ହେଉ | କିନ୍ତୁ ଆମେ ଆପଣଙ୍କୁ ଏପରି ଫିଲ୍ମର ସୁଟିଂ ବିଷୟରେ କହିବାକୁ ଯାଉଛୁ, ଯାହାର ସୁଟିଂ ସେଟରେ ଭ-ୟଙ୍କ-ର ନି-ଆଁ ଲାଗିଥିଲା ​​| ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର କ୍ଷ-ତି ତ ହୋଇଛି, ତା’ସହିତ ଲୋକଙ୍କର ଜୀ-ବନ ମଧ୍ୟ ଚାଲିଯାଇଥିଲା |

Google

ରାଜା ହରିଶ୍ଚନ୍ଦ୍ର :-

ସୁଟିଂ ସେଟରେ ଦୁ-ର୍ଘଟ-ଣା ହୋଇଥିବାର ଲିଷ୍ଟରେ ସବୁଠାରୁ ପ୍ରଥମ ନାମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ଆସିଥାଏ | ଏହି ଦୁ-ର୍ଘ-ଟ-ଣା ଫିଲ୍ମ ତିଆରି ହେବାର କିଛି ବର୍ଷ ପରେ ହୋଇଥିଲା || ୧୯୧୭ ମସିହାରେ ଫିଲ୍ମର ଶେଷ ପ୍ରିଣ୍ଟରେ ନିଆଁ ଲାଗିଯାଇଥିଲା, ଯେତେବେଳେ ଏହି ଦୁ-ର୍ଘ-ଟ-ଣା ଘଟିଲା, ସେହି ସମୟରେ ଫିଲ୍ମର ପ୍ରିଣ୍ଟକୁ ଗୋଟିଏ ସିନେମା ଟେଣ୍ଟରୁ ଅନ୍ୟ ସିନେମାକୁ ନିଆଯାଇଥିଲା | ପ୍ରିଣ୍ଟରେ ନି-ଆଁ ଲାଗିବା ପରେ ଫିଲ୍ମର ନିର୍ଦ୍ଦେଶକ ଫାଲକେ ଫିଲ୍ମକୁ ପୁଣିଥରେ ସୁଟ କରିଥିଲେ, ଯାହା ବର୍ତ୍ତମାନ ରହିଛି |

Google

ମଦର ଇଣ୍ଡିଆ :-

ଫିଲ୍ମ ‘ମଦର ଇଣ୍ଡିଆ’ର ସୁଟିଂ ସେଟରେ ପ୍ରବଳ ନି-ଆଁ ସେତେବେଳେ ଲାଗିଯାଇଥିଲା, ଯେତେବେଳେ ଅଭିନେତ୍ରୀ ନରଗିସ ଏବଂ ଅଭିନେତା ସୁନୀଲ ଦତ୍ତ ଫିଲ୍ମରେ ନି-ଆଁ ଲାଗିବାର ସିନ ସୁଟିଂ କରୁଥିଲେ | ସେହି ସିନରେ ସୁନୀଲ ଦତ୍ତ ନରର୍ଗିସଙ୍କୁ ନି-ଆଁରୁ ରକ୍ଷା କରିବାର ଥିଲା | ନିଆଁ ଏତେ ବ୍ୟାପି ଯାଇଥିଲା ଯେ, ନରର୍ଗିସଙ୍କ ଜୀ-ବନ ବିପ-ଦରେ ପଡିଯାଇଥିଲା | ସେହି ସମୟରେ ସୁନୀଲ ଦତ୍ତ ତୁରନ୍ତ ଏକ କମ୍ବଳ ନେଇ ନରର୍ଗିସଙ୍କୁ ଘୋଡ଼ାଇ ସୁର-କ୍ଷିତ ଭାବରେ ବାହାରକୁ ଆଣିଥିଲେ | ଏହି ଦୁ-ର୍ଘ-ଟ-ଣାରେ ସୁନୀଲ ଦତ୍ତ ଟିକେ ଆ-ଘା-ତ ପାଇଥିଲେ |

Google

ବ୍ଲାକ :-

୨୦୦୪ ମସିହାରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବ୍ଲାକ’ ସେଟରେ ମୁମ୍ବାଇରେ ଏକ ବଡ଼ ଧରଣର ନି-ଆଁ ଲାଗିଯାଇଥିଲା, ଯେଉଁଥିରେ ଫିଲ୍ମର ଅଧିକାଂଶ ଉପକରଣ ନ-ଷ୍ଟ ହୋଇଯାଇଥିଲା | ଏହି ଦୁ-ର୍ଘ-ଟ-ଣାରେ କିଛି ଲୋକଙ୍କୁ ସାମାନ୍ୟ ଆ-ଘା-ତ ମଧ୍ୟ ଲାଗିଥିଲା |

Google

ଦେବଦାସ :-

ଫିଲ୍ମ ‘ଦେବଦାସ’ର ସୁଟିଂ ସେଟରେ ବହୁତ ନି-ଆଁ ଲାଗିଯାଇଥିଲା ଏବଂ ଏହି ଦୁ-ର୍ଘ-ଟ-ଣାରେ ଦୁଇଜଣ ଲୋକଙ୍କର ମୃ-ତ୍ୟୁ ମଧ୍ୟ ହୋଇଯାଇଥିଲା | ଫିଲ୍ମର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭନସାଲୀ କରୁଥିଲେ | କୁହାଯାଉଛି ଯେ, ସେହି ବର୍ଷ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ସୁଟିଂ ସମୟରେ ମଧ୍ୟ ଏହିପରି ଘ-ଟ-ଣା ଘଟିଥିଲା |

Google

ଦବଙ୍ଗ 2 :-

୨୦୧୨ ମସିହାରେ ମୁମ୍ବାଇର ମେହବୁବ ଷ୍ଟୁଡିଓରେ ଫିଲ୍ମ ‘ଦବଙ୍ଗ 2’ ସେଟରେ ନି-ଆଁ ଲାଗିଯାଇଥିଲା | ସେହି ସମୟରେ ସଲମାନ ଖାନ ସେଟରେ ସୁଟିଂ କରୁଥିଲେ | ରି-ପୋ-ର୍ଟ ଅନୁଯାୟୀ, ସେଟରେ ଥିବା ସର୍ଟ ସର୍କିଟ କାରଣରୁ ନି-ଆଁ ଲାଗିଥିଲା | ଏହି ଦୁ-ର୍ଘ-ଟ-ଣାରେ ତିନି ଜଣ ଆ-ହତ ହୋଇଯାଇଥିଲେ ଏବଂ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା | ସେହି ଦୁ-ର୍ଘ-ଟ-ଣାରେ ସଲମାନ ଖାନ ଅଳ୍ପକେ ବଞ୍ଚିଥିଲେ |

Google

ମେଁ ତେରା ହିରୋ :-

ଫିଲ୍ମ ‘ମେଁ ତେରା ହିରୋ’ର ସୁଟିଂ ସେଟରେ ମଧ୍ୟ ନି-ଆଁ ଲାଗିଥିବା ଦୁ-ର୍ଘ-ଟ-ଣା ହୋଇଥିଲା | ଏହି ଫିଲ୍ମରେ ଅଭିନେତା ବରୁଣ ଧାୱନ ଲିଡ଼ ରୋଲରେ ଥିଲେ ଏବଂ ସେ ଫିଲ୍ମର ସୁଟିଂ ବ୍ୟାଙ୍କକକରେ କରୁଥିଲେ | କୁହାଯାଇଥିଲା ଯେ, ଭ୍ୟାନିଟି ଭ୍ୟାନ ସହିତ ଜ-ଡି-ତ ଏକ ଜେନେରେଟରେ ନି-ଆଁ ଲାଗିଯାଇଥିଲା ଏବଂ ସେହି ନି-ଆଁ ସେଟ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା | ଦୁ-ର୍ଘ-ଟ-ଣା ସମୟରେ କିଛି ଲୋକ ବେହୋସ ହୋଇଯାଇଥିଲେ ଏବଂ ତା’ପରେ ସେଟକୁ ତୁ-ରନ୍ତ ଖାଲି କରାଯାଇଥିଲା |

Google

ଏବିସିଡ଼ି 2 :-

ଅଭିନେତ୍ରୀ ବରୁଣ ଧାୱନ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ଏବିସିଡ଼ି 2ର ଫିଲ୍ମ ସେଟରେ ମଧ୍ୟ ସୁଟିଂ ସମୟରେ ନି-ଆଁ ଲାଗିଯାଇଥିଲା | ସେଟରେ ଲାଗିଥିବା ପ୍ରବଳ ନି-ଆଁରେ ସବୁ କଳାକାରଙ୍କ ସମେତ ପ୍ରାୟ ୬୦୦ ଲୋକଙ୍କୁ ବଞ୍ଚାଇ ବାହାର କରାଯାଇଥିଲା | ତେବେ ଏହି ଦୁ-ର୍ଘ-ଟ-ଣାରେ କାହାକୁ ବି ଆ-ଘା-ତ ଲାଗିନଥିଲା ଏବଂ ନି-ଆଁକୁ ଆୟତ୍ତ କରାଯାଇଥିଲା |

Google

ଦି ସ୍ୱାର୍ଡ ଅଫ ଟିପୁ ସୁଲତାନ :-

କେବଳ ଫିଲ୍ମର ସୁଟିଂ ସେଟରେ ହିଁ ନୁହେଁ ବରଂ ଟେଲିଭିଜନ ସିରିଏଲର ସେଟରେ ମଧ୍ୟ ପ୍ରବଳ ନି-ଆଁ ଲାଗିଯାଇଛି | ଟିଭି ଶୋ ‘ଦି ସ୍ୱାର୍ଡ ଅଫ ଟିପୁ ସୁଲତାନ’ ସେଟରେ ପ୍ରବଳ ନି-ଆଁ ଲାଗିଯାଇଥିବାରୁ ପ୍ରାୟ ୫୦ଜଣ ଲୋକଙ୍କର ମୃ-ତ୍ୟୁ ହୋଇଥିଲା | ଏହା ଏକ ବଡ ଦୁ-ର୍ଘ-ଟ-ଣା ଥିଲା ଏବଂ ଏଥିରେ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଜୀ-ବନ ଅଳ୍ପକେ ବଞ୍ଚି ଯାଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *