ଉବର(UBER ) ଏବେ କେବଳ‌ ଟ୍ୟାକ୍ସି ନୁଁହ ବରଂ ଲୋକଙ୍କ ଘରେ ମଧ୍ୟ ପହଞ୍ଚାଇବ ମ-ଦ

ଅନଲାଇନ୍ ଟ୍ୟାକ୍ସି ବୁକିଙ୍ଗ କମ୍ପାନୀ ଉବର ଏବେ ଲୋକଙ୍କ ଘରେ ମ-ଦ ପହଞ୍ଚାଇବ|ଉବର କମ୍ପାନୀ ୧.୧ ବିଲିଅନ୍ ଡଲାରରେ ସ୍ଥାନୀୟ ମଦ ଦୋକାନୀଠାରୁ ଅନଲାଇନ ଡେଲିଭରି ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରୁଛନ୍ତି|ଯଦିଓ ଏହି ସୁବିଧା ଭାରତରେ ନାହିଁ,କେବଳ ଆମେରିକାରେ ମିଳିବ|

ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ଉବର କମ୍ପାନୀ ଅନଲାଇନ୍ ଡେଲିଭରି ଷ୍ଟୋରଫ୍ରଣ୍ଟ ଡ୍ରେଜଲିର ଅଧିଗ୍ରହଣ କରିବାକୁ ପ୍ରସ୍ତୁତ କରୁଛି|ରିପୋର୍ଟ ଅନୁସାରେ ଡ୍ରିଜଲିର ଉବରଇଟ୍ସ ଏପରେ ଯୋଡାଯିବ, ଯେଉଁଥିରେ ମଦ ଅର୍ଡର କରାଯାଇପାରେ|ଏହା ଉଭୟ ଖାଦ୍ୟ ଓ ପାନୀୟ ପାଇଁ ୱନ-ଷ୍ଟପ ସପ୍ ଭଳି କାମ କରିପାରେ|

Google

ଡ୍ରିଜଲି ମହଜ୍ଜୁଦ ଥିବା ସ୍ଥାନୀୟ ମ-ଦ ଦୋକାନ ପାଇଁ ଏକ ସ୍ଥାନୀୟ ଅନଲାଇନ ଷ୍ଟୋରଫ୍ରଣ୍ଟ ଅଟେ|ଏହା ସ୍ଥାନୀୟ ବିକ୍ରେତାଙ୍କ ସହ ସହଭାଗିତାରେ କରେ ଓ ଡେଲିଭରି ସମ୍ଭାଳିବାକୁ ଉଵର ଇଟ୍ସର ଡେଲିଭରି ଵାୟର ସାହାଯ୍ୟ ନେଇଥାଏ|ରିପୋର୍ଟ ଅନୁସାରେ ଏହି ସେବା ପୂରା ଆମେରିକାରେ ୧୪୦୦ରୁ ଅଧିକ ସହରରେ ଉପଲବ୍ଧ ହେବ|ଅଧିଗ୍ରହଣ ଫଳରେ ଉବରକୁ ନିଜର ବେପାର ବଢ଼ାଇବା ପାଇଁ ସୁଯୋଗ ମିଳିବ|

ଏହି ନୁଆ କା୍ବାରକୁ ନେଇ ଉବର ସିଇଓ ଖୋସ୍ତ୍ରୀସାହି କହିଛନ୍ତି ଯେ ଲୋକଙ୍କୁ ଟ୍ୟାକ୍ସି ସେଵା ଦେବା ପରେ ଏବେ ତାଙ୍କ ଜିବନ ସହଜ କରିବାକୁ ଚାହୁଁଛନ୍ତି|ଏହି କାରଣରୁ ଖାଦ୍ୟ ଠାରୁ ଆରମ୍ଭ କରି ଘରର ରାସନ ପର୍ଯ୍ୟନ୍ତ ଆମେ ଡେଲିଭରି କରୁଛୁ ଓ ଏବେ ମଦ ମଧ୍ୟ ଡେଲିଭରି କରିବୁ|ସେ କହିଛନ୍ତି ଯେ ବିଶ୍ୱରେ ଭୈଗଳିକ ବିସ୍ତାର ପାଇଁ ନୂଆ ନୂଆ ସେଵା ଆରମ୍ଭ କରାଯାଉଛି|

Google

ରିପୋର୍ଟ୍ ଅନୁସାରେ ଉବର ମାଲିକ ଲଗାତାର କ୍ଷତିରେ ରହୁଛନ୍ତି ଓ ଏହି ନୂଆ ବେପାର ମାଧ୍ୟମରେ କମ୍ପାନୀର ସିଇଓ ଦ୍ଵାରା ସୋସ୍ତ୍ରୀସାହି କମ୍ପାନୀର ଲାଭ ପାଇଁ ଚେଷ୍ଟା କରୁଛନ୍ତି|ଉବର ନିଜର ଉବର ଏଲବେଟ ଡିଭିଜନକୁ ଷ୍ଟାର୍ଟ ଅପ ଜବ୍ ଏଭିଏସନକୁ ବିକିବା ପାଇଁ ସହମତି ଦେଇଛି|ଉଵର ସେଲ୍ଫ ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟଵସାୟକୁ ମଧ୍ୟ ଛାଡ଼ିବାକୁ ଯୋଜନା ରଖିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *