ଦେଖନ୍ତୁ ଭିଡିଓ : ଯୁବତୀଙ୍କର ଅଣ୍ଡା ଫଟାଇବାର ଉପାୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ,ଲୋକମାନେ ଏହାକୁ ସୁନ୍ଦର ଉପାୟ ବୋଲି କହୁଛନ୍ତି,ଦେଖନ୍ତୁ କେମିତ ଯୁବତୀ ଅଣ୍ଡା ଫଟାଉଛନ୍ତି ?

ଆପଣ ରୋଷେଇ ବେଳେ କିଛି ସହଜ ଉପାୟ ଆପଣେଇବାକୁ ଚେଷ୍ଟା କରିଛନ୍ତି । ଆଉ ବର୍ତ୍ତମାନ ରୋଷେଇରେ ନିଜ ଜୀବନକୁ ସହଜ କରିବାକୁ ଇଣ୍ଟରନେଟର ଖୁବ୍‌ ସାହାଯ୍ୟ ନେଉଛନ୍ତି । ଆମକୁ ଫଳ ଓ ପରିବାରୁ ଚୋପା ଛଡ଼େଇବାକୁ ଭଲ ଉପାୟ ମିଳିଛି, ଏହା ସହିତ ଆମେ କିଛି ଖାଦ୍ୟ ପଦାର୍ଥକୁ ଶୀଘ୍ର ସିଝେଇବା ପାଇଁ କିଛି ସରଳ ଉପାୟ ଖୋଜି ବାହାର କରିଛୁ ଏବଂ ବର୍ତ୍ତମାନ ଅଣ୍ଡାକୁ ଭାଙ୍ଗିବାର ଏକ ନୂଆ ଉପାୟ ସମସ୍ତଙ୍କୁ ଆକର୍ଷିତ କରିଛି।

ପ୍ରଥମରୁ ଇଣ୍ଟରନେଟରେ ଅଣ୍ଡା ଭାଙ୍ଗିବାର କିଛି ଉପାୟ ଦେଖିବାକୁ ମିଳିଥିଲା ,କିନ୍ତୁ ତାୱାରେ ସିଧା ଅଣ୍ଡା ଭାଙ୍ଗିବାର ନୂଆ ଉପାୟ ଖୁବ୍‌ ଉତ୍ସାହପୂର୍ଣ୍ଣ ହୋଇଛି। କେବଳ ଏକ ସୋପାନରେ ଆପଣ କେଶରକୁ ନ ଭାଙ୍ଗି ତାୱାରେ ପକାଇ ପାରିବେ। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି।

ଏହି ଉପାୟ ମୁତାବିକ, ଯୁବତୀ ସିଧାସଳଖ ପ୍ୟାନରେ ଅଣ୍ଡା ପକାଇ ଦେଉଛନ୍ତି। ଅଣ୍ଡାର ଖୋଳପା ଗୋଟିଏ ଥରକରେ ଖୋଲି ଯାଉଛି ଏବଂ ଧିରେ ଧିରେ ଖୋଳପାକୁ ବାହାରକୁ ଉଠାଉଛନ୍ତି । ଅଣ୍ଡାର ଧଳା ଅଂଶ ଏହି କେଶର ପ୍ୟାନ୍‌ରେ ପରସ୍ପର ସହ ନମିଶି ଠିକ୍‌ଠାକ୍‌ ରହୁଛନ୍ତି। ଅଣ୍ଡା ଭାଙ୍ଗିବାର ଏହି ଉପାୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ରେଡିଓ ହୋଷ୍ଟ ଜକି ଓ ହେଣ୍ଡରସନ ମଧ୍ୟ ଏମିତି ଚେଷ୍ଟା କରିଥିଲେ ଏବଂ ଏହାର ଏକ ଭିଡ଼ିଓ ତାଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଏହାକୁ ଦେଖି ଲୋକମାନେ ବହୁତ ପସନ୍ଦ କରିଛନ୍ତି, କିଛି ଲୋକ ଏହାକୁ ସବୁଠୁ ସୁନ୍ଦର ଉପାୟ ବୋଲି କହିଛନ୍ତି । ଆଉ କିଛି ଲୋକମାନେ ଏହି ଉପାୟକୁ ଥଟ୍ଟାମଜା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହା ବହୁତ ସୁନ୍ଦର ଉପାୟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *