ନିଜକୁ ଅଟକାଇ ପାରିଲେ ନାହିଁ ମମତା ଦିଦି,ତା ପରେ ଆରମ୍ଭ କରିଦେଲେ ଡ୍ୟାନ୍ସ। ଦେଖନ୍ତୁ ଭିଡ଼ିଓ

ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ବିଧାନସଭା ଚୟନକୁ ଆଖିରେ ରଖି ସମସ୍ତ ରାଜନୀତି ପାର୍ଟି ପ୍ରସ୍ତୁତି ଆରମ୍ଭ କରିଛି ଏବଂ ପାର୍ଟିର ନେତାମାନେ ଜନତା ମାନଙ୍କ ସହିତ ଜଡିତ ହେବାପାଇଁ ବିଭିନ୍ନ ଉପାୟ ଆରମ୍ଭ କରିଦେଇଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନାଚୁଥିବାର ଏକ ଭିଡ଼ିଓ ଦେଖାଯାଇଛି । ମମତା ବାନାର୍ଜୀଙ୍କ ଏହି ଭିଡ଼ିଓ ଆଲିପୁରଦ୍ୱାର ଜିଲ୍ଲାର ଅଟେ । ଯେଉଁଠାରେ ସେ ଏକ ବିବାହ ସମାରୋହରେ ଉପସ୍ଥିତ ଥିଲେ ।

ଏହି ବିବାହ ସମାରୋହରେ ପରମ୍ପରାଗତ ନୃତ୍ୟ ଆୟୋଜିତ ହୋଇଥିଲା । ସେହି ସ୍ଥାନରେ ନୃତ୍ୟ କରୁଥିବା କିଛି ଲୋକେ ମମତା ବାନାର୍ଜୀଙ୍କ ହାତ ଧରି ତାଙ୍କୁ ମଧ୍ୟ ନୃତ୍ୟ କରିବାକୁ କହିଥିଲେ ଏବଂ ସେ ନିଜକୁ ମଧ୍ୟ ଅଟକାଇ ପାରିନଥିଲେ ଓ ବହୁତ ଜମି କରି ଡ଼୍ୟାନ୍ସ କରିଥିଲେ ।

ଜଣାଇଦେଉଛୁ କି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗାଳ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ପୁଣିଥରେ ସତ୍ତାକୁ ଆସିବାକୁ ଚାହୁଁଛନ୍ତି । ସେ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ, ପୁଣି ଥରେ ମୁଁ ଜିତିବି ଓ ସରକାର ଗଢିବି ।

‘ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *