ବଡ ବିଚିତ୍ର କଥା : ଶ-ବ-କୁ କବର ଦେବାପାଇଁ କୋଟି କୋଟି ଟଙ୍କାରେ କିଣିବାକୁ ପଡ଼ିଥାଏ ଜାଗା,ଜାଣନ୍ତୁ ଏହି ଅଜବ ସ୍ଥାନର ଗଜଵ କଥା

ନୁଆଦିଲ୍ଲୀ:ଶ-ଵ-କୁ କବର ଦେବା ପାଇଁ ଜାଗା ଜାଗାରେ କବ୍ରିସ୍ତାନ କରାଯାଇଥାଏ|ଦୁନିଆରେ ଏମିତି କୈାଣସି ଜାଗା ରହିଛି ଏଥିପାଇଁ ପଇସା ନେଇଥାନ୍ତି|କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଵେ ଯେ ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଶ-ଵ-କୁ କବର ଦେବାପାଇଁ ଜାଗା କିଣିବାକୁ ପଡ଼ିଥାଏ|ଏତିକି କେବଳ ନାହିଁ ଜାଗାର ଗୋଟିଏ ଛୋଟ ଅଂଶର ଦାମ କୋଟିକୋଟି ଟଂକା ହୋଇଥାଏ|

ପ୍ରକୃତରେ ହଂକଂ ରେ ଜାଗା ବହୁତ ଦାମ|ଏଠାରେ ଲୋକଙ୍କ ଶ-ବ-କୁ କବର ଦେବାପାଇଁ ଲୋକଙ୍କୁ ଜାଗାର ଏକ ଛୋଟ ଅଂଶ ପାଇଁ କୋଟିକୋଟି ଟଙ୍କା ଦେବାକୁ ପଡେ|ଜାଗାର ଦାମ ବହୁତ ବେଶି ହେବା ଫଳରେ ଏଠାରେ ଏବେ ଲୋକଙ୍କୁ କବର ଦେବା ପରିବର୍ତେ ପୋଡାଯାଉଛି|କିନ୍ତୁ ଏହା ସମସ୍ୟା ଯେ ଶ-ଵ ପୋଡିବା ପରେ ଭସ୍ମ ରଖିବାକୁ ଚାହୁଁଛନ୍ତି|

Google

ସୂଚନାଯୋଗ୍ୟ ଯେ ଜାଗା୍ ଦାମ ବଢୁଥିବା କାରଣରୁ ଚିନ୍ତିତ ଲୋକମାନେ ଭସ୍ମକୁ ଏଵେ ସରକାରୀ ଲକରରେ ରଖୁଛନ୍ତି|ଏଠାରେ ହାଲତ ଏତେ ହେଲାଣି ଯେ ହଂକଂରେ ପାଖାପାଖି ୪ଲକ୍ଷରୁ ଅଧିକ ଲୋକଙ୍କ ଭସ୍ମ କବର ପାଇଁ ଏପର୍ଯ୍ୟନ୍ତ ଲକରରେ ରଖାଯାଇଛି|ଏହି ଲକର ପାଇଁ ମଧ୍ୟ ଲୋକଙ୍କୁ ଭଡା ଦେବାକୁ ପଡିଥାଏ|

ଏଵେ ଏଠାରେ ଭସ୍ମର ସଂଖ୍ୟା ଏତେ ବଢିଗଲାଣି ଯେ ସରକାରୀ ଲକରରେ ରଖିବାକୁ ଜାଗା ନାହିଁ|ଏହି କାରଣରୁ ଲୋକମାନେ ନିଜ ଲକରରେ ଅସ୍ଥି ରଖୁଛନ୍ତି|ଏହି ଲକର କୈାଣସି ଜୋତା ଡବା ଆକାରର, ଯେଉଁଥିରେ ଟିକେ ଜାଗା ଥାଏ|ହଂକଂ ରେ ଜାଗାର ଦାମ ବଢିବା ଫଳରେ ଲୋକଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *