୧୧ ବର୍ଷୀୟ ପିଲାର କାରନାମା : ଉଠାଇଲା ମା-ବାପାଙ୍କ ଅ-ଶ୍ଳୀ-ଳ ଫଟୋ, ତା ପରେ ୟୁଟ୍ୟୁବରୁ ହ୍ୟା-କିଂ ସିଖି ମା-ବାପାଙ୍କୁ ମାଗିଲା ଟଙ୍କା ଓ ଦେଲା ଧମକ,ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ବଦଳୁଥିବା ଜମାନାରେ ତକନିକର ପ୍ରଗତି ଦୃତ ଗତିରେ ହେଉଛି|କିଛି ଜିନିଷ ଜୀବନକୁ ବହୁତ ସହଜ କରୁଥିବା ବେଳେ ଅନ୍ୟ କିଛି ଭୟାବହ ପରିଣାମ ଦେଇଥାଏ|ପ୍ରଥମେ ଲୋକମାନଙ୍କୁ ଏତେ ଜଣାନଥିଲା, କିନ୍ତୁ ଏବେ ଛୋଟ ଛୁଆ ମଧ୍ୟ ଏଥିରେ ଏକ୍ସପର୍ଟ|ଯେବେଠୁ କରୋନା ଆରମ୍ଭ ହୋଇଥିଲା ସେବେଠାରୁ ଅନଲାଇନ ଶିକ୍ଷା ପାଇଁ ସଵୁ ଛୁଆଙ୍କ ପାଖରେ ମୋବାଇଲ ଉପଲବ୍ଧ|ଛୁଆଙ୍କ ହାତରେ ମୋବାଇଲ୍ କେତେ ଘାତକ ବହୁତ ଉଦାହରଣ ମିଳିସାରିଛି|

କରୋନା କାଳରେ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଅନଲାଇନ ଶିକ୍ଷା ଚାଲୁଅଛି|ଏଥିପାଇଁ ମା ବାପା ସ୍ମାର୍ଟଫୋନ ଦେଉଛନ୍ତି|କିନ୍ତୁ ଏହାର ଦୁରପଯୋଗ ବହୁତ ଘା-ତ-କ ହେଵାର ସାମ୍ନାକୁ ଆସୁଛି|

Google

ଗଜିଆବାଦର ଏକ ପରିବାର ଅନଲାଇନ କ୍ଲାସ ପାଇଁ ୧୧ବର୍ଷୀୟ ଛୁଆକୁ ମୋବାଇଲ ଦେଇଥିଲେ,ଯାହା ତାକୁ ଅ-ପ-ରା-ଧୀ କରିଥିଲା|ଏହି ଛୁଆ ୟୁଟ୍ୟୁବରେ ହ୍ୟାକିଂ କରି ମାତାପିତା ପାଇଁ ଅ-ପ-ରା-ଧୀ ହୋଇଗଲା|

ଗଜିଆଵାଦରେ ରହୁଥିବା ଏକ ପରିବାର ପୂର୍ବ ସପ୍ତାହରେ ଏକ ଶିକାୟତ ଦର୍ଜ କରିଥିଲେ ଯେ ତାଙ୍କୁ  ଇ-ମେଲ ଆସିଛି|ଏଥିରେ ୧୦କୋଟି ଟଙ୍କାର ଧ-ମ-କ ମିଳିଛି|ଏଥିରେ ଲେଖାଥିଲା ଯେ ତାଙ୍କର ପ୍ରାଇଭେଟ୍ ଫଟୋ ଓ ଅନ୍ୟାନ୍ୟ ଡିଟେଲ୍ସ ରହିଛି|ଯଦି ତାଙ୍କୁ ୧୦କୋଟି ଟଙ୍କା ଦିଆନଯାଏ, ତେବେ ସେ ଇଣ୍ଟରନେଟରେ ଏହାକୁ ଦେବ|ଏଥିରେ ଲେଖାଥିଲା ଘରର ମୁଖିଆଙ୍କ ବହୁତ ଆ-ଶ୍ଳି-ଲ ଫଟୋ ମଧ୍ୟ ରହିଛି|

ମେଲ ମିଳିଲା ପରେ ଡରିଥିବା ପରିବାରର ମୁଖ୍ୟ ପୋଲିସ ପାଖରେ ଶିକାୟତ ଦର୍ଜ କରିଥିଲେ|ଯାଞ୍ଚରୁ ଜଣା ପଡିଲା ଯେ ଯେଉଁ ମେଲ ପଠାଯାଇଥିଲା,ଏହା ଘରର ଆଇପି ଆଡ୍ରେସରୁ ପଠାଯାଇଥିଲା|ଏହା ଦେଖି ପୋ-ଲି-ସ ଆଶ୍ଚର୍ଯ୍ୟ ହୋଇଗଲେ|

ଯାଞ୍ଚ ଦଳ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କର ୧୧ବର୍ଷୀୟ ପୁଅକୁ ପଚାରାଉଚୁରା କରିଥିଲେ|ସେ ମାନିଲା ଯେ ସେ ଏହି ମେଲ ପଠାଇଥିଲେ|ମେଲ ପଠାଇବା ପୂର୍ବରୁ ସେ ୟୂଟୁବରୂ ହ୍ୟା-କିଂ ସିଖିଥିଲା|ଏହା ଫଳରେ ହ୍ୟା-କିଂ କରି ମାତାପିତାଙ୍କ ମେଲ ଆଇଡି ଓ ପାସୱର୍ଡ ବଦଳେଇ ଦେଇଥିଲା|

ଏହି ଛୁଆ ନିଜ ମାତା ପିତାଙ୍କୁ ବହୁତ ମେଲ ଆଇଡିରେ ଧ-ମ-କ-ପୂ-ର୍ଣ୍ଣ ମେଲ ପଠାଇଥିଲେ|ପୋଲିସ ଏବେ ଏହାର କାରଣ ସନ୍ଧାନ କରୁଅଛି|କୁହାଯାଉଛି ଯେ କିଛି ସମୟ ପୂର୍ବରୁ ଛୁଆ ଅନଲାଇନ କ୍ଲାସରେ ହ୍ୟା-କିଂ ବିଷୟରେ ପଢିଥିଲା|ଯଦିଓ ପ୍ରକୃତରେ ମାତାପିତାଙ୍କ ଅ-ଶ୍ଳୀ-ଳ ଫଟୋ ଅଛି ନା ନାହିଁ ବୋଲି ଯାଞ୍ଚ କରୁଥିଲା|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *