ଅମିର ଖାନ‌ ନେଲେ ଵଡ ପଦକ୍ଷେପ,ଆଜିଠୁ ନିଜର ଫୋନକୁ ରଖିବେ ବନ୍ଦ,ଜାଣନ୍ତୁ କଣ ରହିଛି କାରଣ

ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଛଦ୍ଧା’ ଶୀଘ୍ର ରିଲିଜ ହେବାକୁ ଯାଉଛି, କିନ୍ତୁ ଏହାର ରିଲିଜ ପୂର୍ବରୁ ଅମିର ଖାନ ଆଶ୍ଚର୍ଯ୍ୟଚକିତ ଘୋଷଣା କରିଛନ୍ତି|ଅମିର ଖାନ ସଦାବେଳେ କିଛି‌ ହଟକେ କରନ୍ତି,ଏଥର ମଧ୍ୟ ସେ ଏଭଳି କରିଛନ୍ତି|ଅଭିନେତା ‘ଲାଲ ସିଂ ଛଦ୍ଧା’ର ରିଲିଜ ପର୍ଯ୍ୟନ୍ତ ନିଜର ଫୋନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି|

ଆଜିକାଲି ଲୋକମାନେ ନିଜର ଫୋନ ବନ୍ଦ କରିବା ଦୂରର କଥା, କିଛି ଘଣ୍ଟା ପାଇଁ ଦୂରରେ ରହିପାରୁନଥିବା ବେଳେ ଅମିର ଖଇ ଦିନ ପର୍ଯ୍ୟନ୍ତ ଫୋନ ଠାରୁ ଦୂରରେ ରହିବାକୁ କହିଛନ୍ତି|ଅଭିନେତା ନିଜ ଫୋନଠାରୁ ଦୁରରେ ରହିବାକୁ ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି କାରଣ ଏହା ଲଗାତାର ତାଙ୍କ କାମରେ ବାଧା ସୃଷ୍ଟି କରୁଛି|

Google

ଯଦିଓ ଅମିର ଖାନ ନିଜର ଭୂମିକା ଓ କାର୍ଯ୍ୟ ସୂଚାରୁରୂପେ ନିର୍ଵାହ କରିଥାନ୍ତି|ସେ ମିଷ୍ଟର ପରଫେକ୍ଟୋନିଷ୍ଟ ଭାବେ ପରିଚିତ|ଏହା ଅମିରଙ୍କ ଅଭ୍ୟାସ ଯେ ସେ ନିଜର ପ୍ରେଜେକ୍ଟକୁ ଭଲଭାବରେ ଧ୍ୟାନ ଦେଇଥାନ୍ତି|ସେ ଚାହାନ୍ତି ନାହିଁ କି ଏହି ଫିଲ୍ମ ରିଲିଜ ପୂର୍ବରୁ କୈାଣସି ବାଧା ସୃଷ୍ଟି ନହେଉ|ତେଣୁ ଏହି ଶକ୍ତ କଦମ ଉଠାଇଛନ୍ତି|

କହିରଖେ ଯେ ଅମିର ଖାନଙ୍କ ଏହି ଫିଲ୍ମର ଅପେକ୍ଷା ଲୋକଙ୍କୁ ବେସବ୍ରି ଠାରୁ ରହିଛି|ଅମିର ଖାନ ଏଥର ମଧ୍ୟ ପରମ୍ପରା ଅନୁଯାୟୀ କହିଛନ୍ତି ଏହା କ୍ରିସମାସରେ ରିଲିଜ ହେବ|ଏହି ଫିଲ୍ମରେ ଅମିର ଖାନ,କରିନା କପୁର ସହ ନଜରରେ ଆସିବେ|ଏହା ପୂର୍ବରୁ ଦୁହେଁ ଥ୍ରୀ ଇଡିୟଟ୍ସରେ ନଜରରେ ଆସିଥିଲେ|

Instagram

ସବୁଥର ଭଳି ଏଥର ମଧ୍ୟ ଆଶା କରାଯାଏ ଯେ ଅମିର ଖାନଙ୍କ ଫିଲ୍ମ ଏଥର ମଧ୍ୟ ବକ୍ସ ଅଫିସରେ ହିଟ୍ ହେବ|ପିକେ,ଦଙ୍ଗଲ,ଧୂମ-୩,ତାରେ ଜମିନ ପର,ଗଜନି ଭଳି ସବୁ ହିଟ୍ ହୋଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *