କାଳ ହେଲା ମୋବାଇଲ : ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ ଦେଲା ଧ-କ୍କା, ଚାଲିଗଲା ଜୀବନ

ମୋବାଇଲ ବନିଲା କାଳ। ଟ୍ରେନରେ କଟି ଯୁବକଙ୍କ ମୃ-ତ୍ୟୁ ହୋଇଛି। ରେଲଓ୍ବେ ଗୁଡ୍‌ସ ସେଡ୍ ନିକଟରେ ଟ୍ରେନରେ କଟି ଯୁବକଙ୍କର ମୃ-ତ୍ୟୁ ଘଟିଛି।

ସୂଚନାନୁସାରେ, ଯୁବକଙ୍କର ଟ୍ରେନରେ କଟି ମୃ-ତ୍ୟୁ ହୋଇଛି। ମୋଵାଇଲରେ କଥା ହୋଇ ଯୁବକ ଜଣକ ଟ୍ରେନ ଲାଇନ୍ ପାର୍ ହେଉଥିଲେ। ଟ୍ରେନ ଲାଇନ୍ ପାର୍ କରୁଥିବା ସମୟରେ ଟ୍ରେନ ଧ-କ୍କା ଦେଇଥିବା ଜଣାପଡିଛି। ଫଳରେ ଯୁବକଙ୍କ ମୃ-ତ୍ୟୁ ହୋଇଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଜିଆରପି ଓ ପୋ-ଲି-ସ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରି ଦେଇଛି। ତଦନ୍ତ ପରେ ପୂରା ଘଟଣାର ତଥ୍ୟ ସାମ୍ନାକୁ ଆସିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *