୮ ବର୍ଷରେ ୧୧୬ ପିଲାର ପିତା ହୋଇଛନ୍ତି ଏହି ବ୍ୟକ୍ତି, ମହିଳାମାନେ ମାଆ ହେବାପାଇଁ ଏହି ବ୍ୟକ୍ତିଙ୍କ ପାଖରେ କରିଥାନ୍ତି ଗୁହାରି,ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ

ଇଂଲଣ୍ଡର ଡର୍ବି ଠାରେ ରହୁଥିବା ୬୫ ବର୍ଷର କ୍ଲିବେ ଜୋଶଙ୍କ ଆଜିର ଦିନରେ ବହୁତ ଜୋରରେ ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତିଙ୍କୁ ଫେସବୁକ ଜରିଆରେ ମାଆ କରି ଦେବାପାଇଁ ମହିଳା ମାନେ ନିବେଦନ କରୁଛନ୍ତି । କ୍ଲିବେ ବିଗତ ୮ ବର୍ଷ ହେବ ସ୍ପ-ର୍ମ ଦାନ କରୁଛନ୍ତି । ଏବେ ପର୍ଯ୍ୟନ୍ତ ସେ ୧୧୬ ରେଜିଷ୍ଟର ପିଲାଙ୍କୁ ଜନ୍ମ ଦେଇ ସାରିଛନ୍ତି । କରୋନା କାଳରେ ଅଜବ ଆଇବିଏଫ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ହୋଇଛି । ସେହି ସମୟରେ କ୍ଲିବେ ଫେସବୁକ ଜରିଆରେ ସ୍ପ-ର୍ମ – ଦାନ କରିବାପାଇଁ ads ଲଗାଇ ଥିଲେ । ତାଙ୍କୁ ମହିଳାଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଫେସବୁକରେ ବହୁତ ସାରା ମହିଳା କ୍ଲିବେଙ୍କୁ ସ୍ପର୍ମ ପାଇଁ ଦାବି କରିଥିଲେ ଓ ପରେ ଏହା ଚର୍ଚ୍ଚାକୁ ଆସିଥିଲା ।

ବ୍ରିଟେନରେ ୩୫ ବର୍ଷରୁ ଉର୍ଦ୍ଧ୍ବ ବୟସର ମହିଳାମାନେ ବିବାହ ବଦଳରେ ଆଇବିଏଫ ଜରିଆରେ ପ୍ରେଗନାଣ୍ଟ ହୋଇ ପିଲା ସମ୍ଭାଳିଥାନ୍ତି । ତାଙ୍କ ପାଇଁ ଆଇବିଏଫ ଜରିଆରେ ମାଆ ହେବା ସଠିକ ଅଟେ । ଏଥିପାଇଁ ବିବାହ କଣ ଆବଶ୍ୟକ ?

Google

ୟୁକେରେ ପ୍ରତିବର୍ଷ ୭ ହଜାର ସ୍ପ-ର୍ମ ବିକ୍ରି ହୋଇଥାଏ । କିନ୍ତୁ କରୋନା କାରଣରୁ ଏଠାରେ 400 ପ୍ରତିଶତ ଆଇବିଏଫ ସେଣ୍ଟର୍ସ ବନ୍ଦ କରି ଦିଆଯାଇଛି । ଏଥିପାଇଁ ସେହି ମହିଳା ମାନଙ୍କୁ ବହୁତ ସମସ୍ୟା ହୋଇଥିଲା ଯେଉଁମାନେ ଆଇବିଏଫ ଜରିଆରେ ପ୍ରେଗନାଣ୍ଟ ହେବାକୁ ଚାହୁଁଥିଲେ ।

ୟୁକେର ମହିଳା ମାନଙ୍କୁ ଏଥିପାଇଁ ଆମେରିକା ଓ ଡେନମାର୍କ ଡୋନର୍ସଙ୍କ ସାହାର୍ଯ୍ୟ ନେବାକୁ ପଡିଥିଲା । ଲକଡାଉନ କାରଣରୁ ଏହା ଅସୁବିଧା ହେଉଥିବାରୁ ଫେସବୁକ ଜରିଆରେ ଏହାର ସମାଧାନ ବାହାରିଲା ।

କ୍ଲିବେ ଜୋଶଙ୍କ ପରି କେତେକ ଡୋନର୍ସ ଫେସବୁକରେ ନିଜର ପ୍ରୋଫାଇଲ ଖୋଲି ରଖିଛନ୍ତି । ଏହି ଡୋନର୍ସ ମାନେ ମାଆ ହେବାପାଇଁ ଚାହୁଁଥିବା ଝିଅ ମାନଙ୍କର ବହୁତ ସାହାର୍ଯ୍ୟ କରିଥାନ୍ତି ।

Google

କ୍ଲିବେ ଜୋଶ ନିଜ ବିଷୟରେ ବହୁତ କିଛି ଉଲ୍ଲେଖ କରିଛନ୍ତି, ଏମିତିକି ସେ କହିଛନ୍ତି କେତେକ ମହିଳା ମାନେ ଦ୍ବିତୀୟଥର ତାଙ୍କ ଠାରୁ ସ୍ପ-ର୍ମ ପାଇଁ ଆଶା କରିଥାନ୍ତି ।

ଏବେପର୍ଯ୍ୟନ୍ତ କ୍ଲିବେ ଜୋଶ ଡୋନେଶନ ଦ୍ୱାରା ଜନ୍ମ କରିଥିବା ପିଲାଙ୍କ ମଧ୍ୟରୁ 10 ଜଣଙ୍କ ସହିତ ଭେଟ ହୋଇସାରିଛନ୍ତି । ଏହା ଏକ ପ୍ରକାର ଆଡ଼ମିଶନ ପରି ହୋଇଗଲାଣି । ସେ ଅନ୍ୟ ମହିଳାଙ୍କୁ ଏହିପରି ଖୁସି ଦେଖିବାକୁ ଚାହିଁଥାଆନ୍ତି ।

Google

ପେଶାରେ ଜଣେ ଗଣିତ ଶିକ୍ଷକ ରହିସାରିଥିବା କ୍ଲିବେ ଜୋଶ ଏବେ କିଛି ଆହୁରି ସମୟ ସ୍ପ-ର୍ମ ଡୋନେଟ କରିବାକୁ ଚାହାଁନ୍ତି। ବ୍ରିଟେନରେ ସ୍ପ-ର୍ମ ଡୋନର୍ସଙ୍କ ସଂଖ୍ୟା କମ ଥିବାରୁ ତାଙ୍କ ଡିମାଣ୍ଡ ବହୁତ ଅଧିକ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *