କବାଟ ପାଖରେ ଛିଡ଼ା ହୋଇ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର, ଘରୁ ବାହାର କରିବା ମାତ୍ରେ କଲେ ଦ୍ଵିତୀୟ ବିବାହ,ଜାଣନ୍ତୁ ପୁରା ଖବର

ହିମାଚଲ ପ୍ରଦେଶରେ ଛାଡପତ୍ରର ମାମଲା ସାମ୍ନାକୁ ଆସିଛି। ଏହି ରାଜ୍ୟର ଏକ ମୁସଲିମ ମହିଳା ନିଜର ସ୍ଵାମୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ଏହି ମହିଳାଙ୍କ ଆରୋପ ହେଉଛିକି ତାଙ୍କର ସ୍ଵାମୀ ତାଙ୍କୁ ଛାଡପତ୍ର ଦେଇଛନ୍ତି। ରାଜଧାନୀ ସିମଲାରେ ରହୁଥିବା ଏହି ମହିଳାଙ୍କର କହିବା କଥାକି ତାଙ୍କର ବିବାହର ୨୪ବର୍ଷ ପରେ ତାଙ୍କର ସ୍ଵାମୀ ତାଙ୍କୁ ତ୍ରିଗୁଣ ଛାଡପତ୍ର ଦେଇଛନ୍ତି। ମୁସଲିମ ମହିଳା(ବିବାହ ଉପରେ ଅଧିକାରୀଙ୍କ ସଂରକ୍ଷଣ) ଅଧିନିୟମ, ୨୦୧୯ ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି ଓ ପୋ-ଲି-ସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି।

ପୀ-ଡ଼ି-ତା-ଙ୍କ ନାମ ହେଉଛି ଶଗୁପ୍ତା ଖାନ। ୪୯ବର୍ଷୀୟ ଶଗୁପ୍ତା ଖାନଙ୍କ ଅନୁସାରେ ଜାନୁୟାରୀ ୧୨ ତାରିଖରେ ତାଙ୍କର ସ୍ଵାମୀ ତାଙ୍କୁ ଛାଡପତ୍ର ଦେଇଥିଲେ। ଯାହାପରେ ସେ ପୋଲିସର ସାହାଯ୍ୟ ମାଗିଥିଲେ ଓ ଛାଡପତ୍ର ଅନ୍ତର୍ଗତ ମାମଲା ରୁଜ୍ଜୁ କରିଥିଲେ। ପୋ-ଲି-ସ-ଙ୍କୁ ପୀଡ଼ିତା କହିଲେକି ସେ ଜାନୁୟାରୀ ୧୨ ତାରିଖରେ ଦିଲ୍ଲୀ ରୁ ସିମଲାର ଭରାରୀ ସ୍ଥିତ ନିଜର ଘରକୁ ଫେରିଥିଲେ। କିନ୍ତୁ ତାଙ୍କର ସ୍ଵାମୀ ଅୟୁବ ଖାନ ତାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଓ କବାଟ ପାଖରେ ଛିଡା ହୋଇ ତିନିଥର ତଲାକ ବୋଲି କହିଦେଇଥିଲେ। ଏହା ପରେ ଶଗୁପ୍ତା ଖାନଙ୍କୁ ଘର ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ।

Google

ଶଗୁପ୍ତା ଖାନଙ୍କୁ ଘରୁ ବାହାର କରିଦେବାର କିଛି ଦିନ ପରେ ଅୟୁବ ଖାନ ଦ୍ଵିତୀୟ ବିବାହ କରିଥିଲେ। ଘରୁ ବାହାର କରିଦେବା କାରଣରୁ ଶଗୁପ୍ତା ଖାନ ଏକ ମସଜିଦରେ ଶରଣ ନେଇଥିଲେ। କିଛି ସମୟ ପରେ ପୀଡ଼ିତା ପୋ-ଲି-ସ ନିକଟରେ ଏକ ମାମଲା ରୁଜ୍ଜୁ କରିଲେ। ପୋ-ଲି-ସଙ୍କ ଅନୁସାରେ ପୀ-ଡ଼ି-ତା-ଙ୍କ ସ୍ଵାମୀ ଉଚ୍ଚ ନ୍ୟାୟଳୟର ଜଣେ ଓକିଲ ଅଟନ୍ତି ଓ ବହୁତ ସମୟ ଧରି ତାଙ୍କୁ ହଇରାଣ କରୁଥିଲେ।

ଶଗୁପ୍ତା କହିଲେକି ପିଲାମାନେ ମଧ୍ୟ ତାଙ୍କ ବିରୁଦ୍ଧରେ ଅଛନ୍ତି ଓ ବାପାଙ୍କ ପକ୍ଷ ନେଉଛନ୍ତି। କାରଣ ସମସ୍ତେ ତାଙ୍କୁ ଡରନ୍ତି। ଶଗୁପ୍ତା କହିଲେକି ମୋ ପାଖରେ କିଛି ନାହିଁ। ସେଥିପାଇଁ ଏହା ସ୍ପଷ୍ଟକି ସେମାନେ ତାଙ୍କର ବାପାଙ୍କୁ ସମର୍ଥନ କରିବେ। କେହିବି ମୋର ସମର୍ଥନରେ ଆସିନାହାନ୍ତି। ମୋର ସ୍ଵାମୀ ମୋ ଠାରୁ ସବୁକିଛି ନେଇଯାଇଛନ୍ତି। ଶଗୁପ୍ତାଙ୍କ ଆ-ରୋ-ପ ହେଉଛିକି ତାଙ୍କର ସ୍ଵାମୀ ଅନେକଥର ତାଙ୍କ ଉପରେ ହାତ ଉଠାଇଛନ୍ତି ଓ ପି-ଟି-ଛ-ନ୍ତି। କେବଳ ଏତିକି ନୁହେଁ ତାଙ୍କୁ ତାଙ୍କର ସ୍ଵାମୀ ଔଷଧ ମଧ୍ୟ ଆଣିଦେଉନଥିଲେ।

ଶଗୁପ୍ତା କହିଲେକି ତାଙ୍କର ସ୍ଵାମୀ ତାଙ୍କୁ ଦୁଇଥର ପିଟିଛନ୍ତି ଓ ଔଷଧ ମଧ୍ୟ ଆଣିଦେଇନାହାନ୍ତି। ଶ୍ଵଶୁର ଘର ଲୋକ ଭୁଲ ଔଷଧ ଦେବା କାରଣରୁ ମୁଁ ଉଦାସୀନତାକୁ ଚାଲିଗଲି। ପୋ-ଲି-ସ ମୁସଲିମ ମହିଳା(ବିବାହ ଉପରେ ଅଧିକାରୀ ସଂରକ୍ଷଣ)ଅଧିନିୟମ, ୨୦୧୯ ଅନ୍ତର୍ଗତ ମାମଲା ରୁଜ୍ଜୁ କରିଛନ୍ତି। ସିମଲାର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରବୀର ଠାକୁର କହିଲେକି ଏହା ହିମାଚଲ ପ୍ରଦେଶ ଉପଯୁକ୍ତ ପ୍ରଥମ ଛାଡପତ୍ର ମାମଲା ଅଟେ। ପୋ-ଲି-ସ ଅତିଶୀଘ୍ର ସ୍ବାମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *