ସ୍ବାମୀ ଶୋଇଥିବା ସମୟରେ ପତ୍ନୀ ଘଟାଇଲା ଏମିତି କାଣ୍ଡ,ମହିଳାଙ୍କ ଡ୍ରେସ ପିନ୍ଧାଇ ଉଠାଇଲା ଫୋଟୋ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

ସୋ-ସିଆ-ଲ ମିଡ଼ିଆରେ ଏବେ ଜଣେ ବ୍ୟକ୍ତିଙ୍କ ଫଟୋଚିତ୍ର ଭା-ଇରା-ଲ ହେବାରେ ଲାଗିଛି। ସେ ଶୋଇଛନ୍ତି, କିନ୍ତୁ ପିନ୍ଧିଛନ୍ତି ମହିଳାଙ୍କ ପୋଷାକ। ଆପଣ ଭାବୁଛନ୍ତି କି, ସେ ଏମିତି ପୋଷାକ କାହିଁକି ପିନ୍ଧିଛନ୍ତି। ଠିକ ଭାବରେ ଦେଖିଲେ, ଆପଣ ଜାଣିପାରିବେ ସେ ପୋଷାକ ପିନ୍ଧି ନାହାନ୍ତି, ତାଙ୍କ ଉପରେ ପୋଷାକ ବିଛାଇ ଦିଆଯାଇଛି। ଯାହାଦ୍ବାରା କି, ଜଣେ ଦେଖିଲେ ଜାଣିପାରିବ ଯେ, ପୋଷାକ ପିନ୍ଧିଲା ପରେ ସେ କେଉଁପରି ଦେଖାଯିବେ। ଠିକ ଯେପରି ଏକ ଷ୍ଟୋର ବାହାରେ କୌଣସି କଣ୍ଢେଇରେ ପୋଷାକ ପିନ୍ଧାଇ ଠିଆ କରାଯାଇଥାଏ।

Facebook

ସେହି ବ୍ୟକ୍ତି ଜଣକର ପତ୍ନୀଙ୍କ ଜବରଦସ୍ତ ଆଇଡିଆ। ସେ ଫିଲିପାଇନ୍ସରେ ଏକ ଅନଲାଇନ ବୁଟିକ ମଧ୍ୟ ଚଳାଇଥାନ୍ତି। ସେ ଯେତେବେଳେ ନିଜର ଶୋଇଥିବା ସ୍ୱାମୀଙ୍କୁ ଏକ ମଡେଲ ଭାବରେ ବ୍ୟବହାର କରିଲେ ଲୋକେ ଜାଣିପାରି ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ। ସେ ଏପରି ଅନଲାଇନ କପଡ଼ା ବିକ୍ରି କରିବା ପାଇଁ ସେ ଏହିପରି କରିଛନ୍ତି।

ସୂଚନା ଅନୁସାରେ, ଏହି ଫଟୋ “Jo’s Online Shoppe” ନାମକ ଫେସବୁକ ପେଜରେ ସେୟାର କରିଛନ୍ତି। ଆଉ ସେ କ୍ୟାପସନରେ ଲେଖିଛନ୍ତି, କୌଣସି କଣ୍ଢେଇ ନୁହଁ ? କିଛି କଥା ନାହିଁ। ଚେଷ୍ଟା ଜରୁରୀ। ଆର୍ଟିକିଲ ଲେଖିବା ସମୟରେ ଏହି ପୋଷ୍ଟରେ ୧୦ ହଜାର ରିଆକ୍ସନ୍,୨୨ହଜାର ସେୟାର ଓ ୬ ହଜାର କମେଣ୍ଟ ମିଳିଛି। ଆଇ ଅଧିକାଂଶ ଲୋକ ମଧ୍ୟ ଏହି ମହିଳାଙ୍କର ଆଇଡିଆକୁ ପ୍ରଶଂସା କରିଛନ୍ତି।

Facebook

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *