ଅନଲାଇନ ଗେମ ଖେଳିବା ପଡିଲା ମହଙ୍ଗା, ଉଡ଼ିଗଲା ଲକ୍ଷେ ଟଙ୍କା,ଜାଣନ୍ତୁ ପୁରା ଖବର

ଅନଲାଇନ ଗେମ ଫ୍ରି-ଫାୟାର ଖେଳି ୧୧ ବର୍ଷର ପୁଅ ଆକାଉଣ୍ଟରୁ ଉଡାଇଲେ ଲକ୍ଷେ ଟଙ୍କା। ଟଙ୍କା କୁଆଡେ ଗଲା ବୋଲି ଖୋ-ଜାଖୋ-ଜି କରି ବାପା ସାଇ-ବର ଥା-ନାରେ ଦ୍ବାରସ୍ଥ ହୋଇଥିଲେ। ପୋ-ଲିସ ତ-ଦନ୍ତ କରିବା ପରେ, ଗେମ ଖେଳି ଟଙ୍କା ଉଡ଼ାଇ ଦେଇଥିବା ପ୍ର-ମାଣ ମିଳିବା ପରେ କାନ ଆଉଁସି ଘରକୁ ଫେରିଥିଲେ। ଶନିବାର ଦିନ ହୀରାକୁଦ ଥା-ନା ଅଞ୍ଚଳରେ ହୋଇଥିବା ଘ-ଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ରହିଛି।

Google

ସୂଚନା ଅନୁସାରେ, ହୀରାକୁଦର ଜଣେ ବ୍ୟବସାୟୀଙ୍କ ଆକାଉଣ୍ଟରେ ୧ଲକ୍ଷ ଟଙ୍କା ଜମା ରାଶି ଥିଲା। ଆଉ ସକାଳୁ ୧୧ ବର୍ଷର ପୁଅ ମୋବାଇଲରେ ଫ୍ରି-ଫାୟର ଗେମ ଖେଳିଥିଲେ। ଖେଳିବାର କିଛି ସମୟ ପରେ ଗେମରେ ଆସୁଥିବା ବିଭିନ୍ନ ପ୍ରକାରର ପରଚେଜ ଅପସନକୁ ଯାଇ ବାପାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଡ଼ାଇ ଚାଲିଥିଲେ। ଆକାଉଣ୍ଟରୁ ସମସ୍ତ ଟଙ୍କା ସରିଗଲା ପରେ ପୁଅ ବାପାଙ୍କୁ ମୋବାଇଲ ଦେଇ ଚାଲିଯାଇଥିଲେ। ସେହି, ସମୟରେ ମୋବାଇଲକୁ ଆସିଥିବା ଟଙ୍କା କଟିବାର ମେସେଜ ଦେଖି ବାପାଙ୍କ ମୁଣ୍ଡ କାମ କରିନଥିଲା। ଟଙ୍କା କୁଆଡେ ଗଲା ବୋଲି ଖୋ-ଜାଖୋ-ଜି କରି ନପାଇବାରୁ ସା-ଇବ-ର ଥା-ନାରେ ଯାଇ ପହଞ୍ଚିଥିଲେ। ପୋଲିସ ଛା-ନଭି-ନ କରିବା ପରେ ସମସ୍ତ ଘ-ଟଣା ବିଷୟରେ ଜାଣିପାରିଥିଲେ। ବ୍ୟବସାୟୀ ଜଣକ ପୁଅର ଭୁଲ ଜାଣିପାରି, ଆଉ ଅ-ଭିଯୋ-ଗ ନକରି ଘରକୁ ଫେରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *