ବେ-ଇ-ମା-ନ ପୁଅ : ଖାଇବା ଦେବାରେ ଡେରି ହେବାରୁ, ମା’କୁ ମା-ରି-ଦେଲା ପୁଅ,ଆଗରୁ ମଧ୍ୟ ମା-ରି-ଥିଲା ବାପାକୁ,ଜାଣନ୍ତୁ ପୁରା ଘ-ଟ-ଣା

ନୃ-ଶଂସ ପାଲଟିଲା ଜନ୍ମକଲା ପୁଅ। ବୃଦ୍ଧା ମା’କୁ ଠେ-ଙ୍ଗାରେ ପି-ଟି-ପି-ଟି ହ-ତ୍ୟା କଲା ପୁଅ। ଆଉ ପରେ ମୃ-ତ ଦେହକୁ ଘର ଅଗ-ଣାରେ ଜ-ଳାଇ ମଧ୍ୟ ଦେଇଥିଲା। ଏହିଭଳି ଘ-ଟଣା ଦେଖିବାକୁ ମିଳିଛି, ପଶ୍ଚିମ ସିଂହଭୂମି ଜିଲ୍ଲାର ଜୋଜୋଗୁଟ ଗ୍ରାମରେ। ପୋ-ଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ଅ-ଭିଯୁ-କ୍ତ ପୁଅକୁ ଗି-ରଫ କରିଛି।

ସୂଚନା ଅନୁସାରେ, ଅ-ଭିଯୁ-କ୍ତ ଜଣକ ହେଉଛନ୍ତି,ପ୍ରଧାନ ସୋୟ। ଅ-ଭିଯୁ-କ୍ତ ଜଣକ ନି-ଶାଶ-କ୍ତ ଅବସ୍ଥାରେ ରାତିରେ ଘରେ ପହଞ୍ଚିଥିଲେ। ୬୦ ବର୍ଷୀୟ ବୃଦ୍ଧା ମା’କୁ ଖାଇବାକୁ ମାଗିଥିଲେ। କିନ୍ତୁ, ମା’ ଖାଇବା ଆଣିବାରେ ଟିକେ ବିଳମ୍ବ କରିଦେଇଥିଲେ। ବିଳମ୍ବରେ ଖାଇବା ଆଣିବା ପାଇଁ ଅ-ଭିଯୁ-କ୍ତ ରାଗିଯାଇ, ପାଖରେ ଥିବା ଠେଙ୍ଗା ସାହାର୍ଯ୍ୟରେ ବୃଦ୍ଧା ମା’କୁ ପି-ଟିପି-ଟି ହ-ତ୍ୟା କରିଦେଲା। ଘଟ-ଣାସ୍ଥ-ଳରେ ଭାଉଜ ସୋମବାରୀ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅ-ଭିଯୁ-କ୍ତ ତାଙ୍କ କଥା ନଶୁଣି ତାଙ୍କ ଉପରକୁ ମଧ୍ୟ ଆ-କ୍ରମ-ଣ କରିଥିଲେ।

ହ-ତ୍ୟା କରିବା ପରେ ବୃଦ୍ଧା ମା’ର ମୃ-ତଶ-ରୀର-କୁ ଲୁଚାଇବା ପାଇଁ ଘର ଅଗଣାରେ ଜ-ଳାଇ ଦେଇଥିଲା। ଏହାପରେ ଗାଁ ଲୋକେ ଖବର ପାଇ ଅ-ଭିଯୁ-କ୍ତକୁ କାବୁ କରି ପୋ-ଲିସ-କୁ ଖବର ଦେଇଥିଲେ। ପୋ-ଲିସ ଘଟଣାସ୍ଥଳରେ ପହଞ୍ଚି ଅ-ଭିଯୁ-କ୍ତଙ୍କୁ ଗି-ରଫ କରିବା ସହିତ ଅ-ର୍ଦ୍ଧଦ-ଗ୍ଧ ମୃ-ତଶ-ରୀର-କୁ ଜ-ବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି। ଆଉ ଏହି ବିଷୟରେ ଅଧିକ ତଥ୍ୟ ପାଇଁ ତ-ଦନ୍ତ ଜାରି ରଖିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *