ଜିଓ ନିଜର ଗ୍ରାହକଙ୍କୁ ଦେଲା ବଡ଼ ଚେତାବନୀ, ଭୁଲରେ ବି କରନ୍ତୁ ନାହିଁ ଏମିତି କାମ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ସର୍ବଦା ନିଜର ୟୁଜର୍ସ ମାନଙ୍କ ପାଇଁ କମାଲ ଅଫର ଆଣୁଥିବା ଜିଓ ନିଜର ଗ୍ରାହକଙ୍କୁ ମେସେଜ ଜରିଆରେ ସତର୍କ କରାଇ ଦେଇଛି । କମ୍ପାନୀ ନିଜର ସବସକ୍ରାଇବରଙ୍କୁ କହିଛି କି, କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ସୂଚନା ଦିଅନ୍ତୁ ନାହିଁ ।

କମ୍ପାନୀ ଦ୍ୱାରା ପଠାଯାଇଥିବା ମେସେଜରେ ବ୍ୟକ୍ତିଗତ ସୂଚନା ନଦେବାପାଇଁ କୁହାଯାଇଛି । କମ୍ପାନୀ ଦ୍ୱାରା କୁହାଯାଇଛି ଧୋକାଧାଡ଼ିରେ ଡିମାଣ୍ଡ କରାଯାଉଥିବା ଆପଣଙ୍କ ବ୍ୟକ୍ତିଗତ ସୂଚନା ଯେପରି KYC, ମୋବାଇଲ ଡାଟା । ସନ୍ଦିଗ୍ଧ ବ୍ୟକ୍ତିକୁ ଆପଣ ନିଜର କୌଣସି ତଥ୍ୟବଳୀ ଦିଅନ୍ତୁ ନାହିଁ ।

Google

ଭୁଲରେ ମଧ୍ୟ ଏମିତି କଲ ଓ ମେସେଜର ପ୍ରତିକ୍ରିୟା ଦିଅନ୍ତୁ ନାହିଁ :-

ଆପଣଙ୍କୁ ଜଣାଇଦେଉଛୁ କି, ଠକ ମାନେ ସାଧାରଣ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଯେପରିକି ଜିଓ ଓ ଫେସବୁକ ମିଳିତ ଭାବରେ 6 ମାସ ପାଇଁ ପ୍ରତିଦିନ 25 GB ଡାଟା ଦେବା, ଯାହାଦ୍ୱାରା ସେମାନେ ଏକ ମୋବାଇଲ ଆପ ଲିଙ୍କ ମଧ୍ୟ ଦେଉଛନ୍ତି । ଏହାବ୍ୟତୀତ କମ୍ପାନୀ କହିଛି, କୌଣସି ବ୍ୟକ୍ତି ଯଦି ଆପଣଙ୍କୁ KYC ପାଇଁ ଦାବି କରନ୍ତି ତାହେଲେ ଏହାଉପରେ ନିଜର ପ୍ରତିକ୍ରିୟା ଦିଅନ୍ତୁ ନାହିଁ ।

ଅନାବଶ୍ୟକ କଲ ଓ ମେସେଜକୁ ବ୍ଲକ କରନ୍ତୁ :-

ଯଦି ଆପଣ ନିଜର ମୋବାଇଲକୁ ଆସୁଥିବା ବେକାର କଲ ଓ ମେସେଜକୁ ବ୍ଲକ କରିବାକୁ ଚାହାଁନ୍ତି ତାହେଲେ ଆପଣ ଏହା କରିପାରିବେ । ଆପଣଙ୍କୁ ପ୍ରଥମେ My JIO ଆପରେ ଲଗ ଇନ କରିବାକୁ ହେବ । ଏହାପରେ ବାମପାଟ ସାଇଡ଼ରେ ଆପଣଙ୍କୁ ଟ୍ୟାପ କରିବାକୁ ହେବ,ଏହାପରେ ଦିଆଯାଇଥିବା ଡିଏନଡ଼ିକୁ ସିଲେକ୍ଟ କରନ୍ତୁ । ଏହାପରେ ଆପଣଙ୍କୁ କମ୍ପାନୀ ତରଫରୁ ମେସେଜ ମିଳିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *